ଚିଟ୍ ଫଣ୍ଡ୍ ଠକେଇ: ଶାରଳା ରିୟଲକନ୍ ଏମଡିଙ୍କୁ ଜାମିନ୍

ଭୁବନେଶ୍ୱର: ଚିଟ୍ ଫଣ୍ଡ୍ ଠକେଇ ମାମଲାରେ ଗିରଫ ହୋଇଥିବା ଶାରଳା ରିୟଲକନ୍ ଏମଡି ଗୟାଧର ଜେନାଙ୍କୁ ମଙ୍ଗଳବାର ମିଳିଛି ସର୍ତ୍ତମୂଳକ ଜାମିନ୍। ସ୍ୱତନ୍ତ୍ର ଚିଟଫଣ୍ଡ୍ କୋର୍ଟ ତାଙ୍କୁ ଏହି ସର୍ତ୍ତମୂଳକ ଜାମିନ୍ ପ୍ରଦାନ କରିଛନ୍ତି। କୋର୍ଟ ରଖିଥିବା ସର୍ତ୍ତ ଅନୁଯାୟୀ ଗୟାଧରଙ୍କୁ ୮ କୋଟି ଟଙ୍କାର ବ୍ୟାଙ୍କ ଜମା ଦେଇ ସେ ଜାମିନ୍ ପାଇବେ। ସେହିପରି ଆଉ ଏକ ସର୍ତ୍ତ ହେଉଛି ଯେ ୩୦ ହଜାର ଟଙ୍କାର ଦୁଇଟି ଜାମିନଦାର ବଦଳରେ ତାଙ୍କୁ ଜାମିନ୍ ଦିଆଯିବ। ଏହା […]

gayadharjena

gayadharjena

Rakesh Mallick
  • Published: Tuesday, 19 May 2015
  • Updated: 19 May 2015, 03:53 PM IST

Sports

Latest News

ଭୁବନେଶ୍ୱର: ଚିଟ୍ ଫଣ୍ଡ୍ ଠକେଇ ମାମଲାରେ ଗିରଫ ହୋଇଥିବା ଶାରଳା ରିୟଲକନ୍ ଏମଡି ଗୟାଧର ଜେନାଙ୍କୁ ମଙ୍ଗଳବାର ମିଳିଛି ସର୍ତ୍ତମୂଳକ ଜାମିନ୍। ସ୍ୱତନ୍ତ୍ର ଚିଟଫଣ୍ଡ୍ କୋର୍ଟ ତାଙ୍କୁ ଏହି ସର୍ତ୍ତମୂଳକ ଜାମିନ୍ ପ୍ରଦାନ କରିଛନ୍ତି। କୋର୍ଟ ରଖିଥିବା ସର୍ତ୍ତ ଅନୁଯାୟୀ ଗୟାଧରଙ୍କୁ ୮ କୋଟି ଟଙ୍କାର ବ୍ୟାଙ୍କ ଜମା ଦେଇ ସେ ଜାମିନ୍ ପାଇବେ। ସେହିପରି ଆଉ ଏକ ସର୍ତ୍ତ ହେଉଛି ଯେ ୩୦ ହଜାର ଟଙ୍କାର ଦୁଇଟି ଜାମିନଦାର ବଦଳରେ ତାଙ୍କୁ ଜାମିନ୍ ଦିଆଯିବ। ଏହା ସହିତ ଗୟାଧରଙ୍କୁ ତାଙ୍କ ପାସପୋର୍ଟକୁ କୋର୍ଟରେ ଦାଖଲ କରିବାକୁ ପଡ଼ିବ।

ଭୁବନେଶ୍ୱର ଉପକଣ୍ଠରେ ଜମି ଦେବା ନାଁରେ ସାରଳା ରିୟଲକନ୍  ଲୋକଙ୍କଠୁ ୧୦ କୋଟିରୁ ଅଧିକ ଟଙ୍କ। ଠକି ନେଇଥିବା ଅଭିଯୋଗ ହୋଇଥିଲା। ଗତ ମାର୍ଚ୍ଚ ୧୬ ତାରିଖରେ ସଂସ୍ଥାର ଭୁବନେଶ୍ୱର ମୁଖ୍ୟ କାର୍ଯ୍ୟାଳୟ ଉପରେ କ୍ରାଇମମ୍ ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଚଢ଼ାଉ କରିଥିଲା। ସେହିଦିନ ମଧ୍ୟ ଗୟାଧରଙ୍କୁ ଗିରଫ କରାଯାଇଥିଲା।

ଏହା ପୂର୍ବରୁ ଅର୍ଥତତ୍ୱ ଚିଟ୍ ଫଣ୍ଡ ଠକେଇ ମାମଲାରେ ଗତ ମେ’୧୫ ତାରିଖରେ ପୂର୍ବତନ କ୍ରାଇମ୍ ବ୍ରାଞ୍ଚ୍ ଡିଏସପି ପ୍ରମୋଦ ପଣ୍ଡାଙ୍କୁ ହାଇକୋର୍ଟରୁ ଜାମିନ୍ ମିଳିଥିଲା।

ତା’ପୂର୍ବରୁ ମେ’୧୨ ତାରିଖରେ ଅର୍ଥତତ୍ୱ ଚିଟ୍ ଫଣ୍ଡ୍ ଠକେଇ ମାମଲାରେ ଗିରଫ ହୋଇଥିବା ବିଲଡର୍ ସାଗର ରାୟଙ୍କୁ ମଧ୍ୟ ହାଇକୋର୍ଟ ଜାମିନ୍ ପ୍ରଦାନ କରିଥିଲେ। ୫ କୋଟି ଟଙ୍କାର ବ୍ୟାଙ୍କ ଜମା ସହିତ ଦୁଇ ଜଣ ଜାମିନଦାରଙ୍କ ବଦଳରେ ତାଙ୍କୁ ଦିଆଯାଇଥିଲା ଜାମିନ୍।

ଅନ୍ୟପକ୍ଷରେ ଚିଟ୍ ଫଣ୍ଡ ଠକେଇ ମାମଲାରେ ଗିରଫ ହୋଇଥିବା ଆସ୍ଥା ଇଣ୍ଟର ନ୍ୟାସନାଲର ଓଡ଼ିଶା ମୁଖ୍ୟ ଶୁଭ୍ରାଂଶୁ ଲେଙ୍କାଙ୍କ ଜାମିନ ଆବେଦନକୁ ହାଇକୋର୍ଟ ଖାରଜ କରି ଦେଇଥିଲେ। ସେହିପରି ଅର୍ଥତତ୍ୱ ଚିଟ୍ ଫଣ୍ଡ୍ ସହିତ ଜଡ଼ିତ ଟିଭି ଚ୍ୟାନେଲ ମାଲିକ ମନୋଜ ଦାଶଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story