ଚଳିତ ବର୍ଷ ୭୫ ମିଲିୟନ୍ ଟନ୍ ଆଇରନ୍ ଓର୍ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର

ଭୁବନେଶ୍ୱର:ସଂଧ୍ୟାରେ ମୁଖ୍ୟମନ୍ତ୍ରୀ, ଖଣି ଓ ଇସ୍ପାତ ବିଭାଗର ସମୀକ୍ଷା କରିଛନ୍ତି। ଖଣି ଅଞ୍ଚଳର ବିକାଶ ପାଇଁ ତୁରନ୍ତ ମିନେରାଲ୍ ଡେଭେଲପମେଣ୍ଟ ଟ୍ରଷ୍ଟ ଗଠନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ବନ୍ଦ ପଡ଼ିଥିବା ୨୯ଟି ଖଣିର ସପ୍ଲିମେଣ୍ଟାରୀ ଲିଜ୍ ଡିଡ୍ ୩ ମାସ ଭିତରେ ସାରିବାକୁ ସେ କହିଛନ୍ତି। ଚଳିତ ଆର୍ଥିକ ବର୍ଷରେ ୭୫ ମିଲିୟନ୍ ଟନ୍ ଆଇରନ୍ ଓର୍ ଉତ୍ପାଦନ ପାଇଁ ପଦକ୍ଷେପ ନେବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି। ଏଥିରୁ ରାଜ୍ୟ ସରକାର ୬ ହଜାର […]

bbsr

Rakesh Mallick
  • Published: Saturday, 06 June 2015
  • , Updated: 06 June 2015, 02:15 PM IST

ଭୁବନେଶ୍ୱର:ସଂଧ୍ୟାରେ ମୁଖ୍ୟମନ୍ତ୍ରୀ, ଖଣି ଓ ଇସ୍ପାତ ବିଭାଗର ସମୀକ୍ଷା କରିଛନ୍ତି। ଖଣି ଅଞ୍ଚଳର ବିକାଶ ପାଇଁ ତୁରନ୍ତ ମିନେରାଲ୍ ଡେଭେଲପମେଣ୍ଟ ଟ୍ରଷ୍ଟ ଗଠନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ବନ୍ଦ ପଡ଼ିଥିବା ୨୯ଟି ଖଣିର ସପ୍ଲିମେଣ୍ଟାରୀ ଲିଜ୍ ଡିଡ୍ ୩ ମାସ ଭିତରେ ସାରିବାକୁ ସେ କହିଛନ୍ତି। ଚଳିତ ଆର୍ଥିକ ବର୍ଷରେ ୭୫ ମିଲିୟନ୍ ଟନ୍ ଆଇରନ୍ ଓର୍ ଉତ୍ପାଦନ ପାଇଁ ପଦକ୍ଷେପ ନେବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି। ଏଥିରୁ ରାଜ୍ୟ ସରକାର ୬ ହଜାର ୬୦୦ କୋଟି ଟଙ୍କ। ରାଜସ୍ୱ ପାଇବେ। ସମୀକ୍ଷା ପରେ ଏ ନେଇ ସୂଚନା ଦେଇଛନ୍ତି ଖଣି ଓ ଇସ୍ପାତ ମନ୍ତ୍ରୀ।

 

Related story