ଚାରି ଦଫା ଦେବି ନେଇ ବାଲିକୁଦା ଦୁଗ୍ଧ ଚାଷୀଙ୍କ ଧାରଣା

ଜଗତସିଂହପୁର: ଚାଷୀ ବଞ୍ଚାଓ, ଚାଷ ବଞ୍ଚାଓ, ଦେଶ ବଞ୍ଚାଓ  ଡ଼ାକରା ଦେଇଛନ୍ତି ଜଗତସିଂହପୁର ଜିଲ୍ଳା ବାଲିକୁଦାର ଦୁଗ୍ଧ ଚାଷୀମାନେ। ବାଲିକୁଦା ନବନିର୍ମାଣ କୃଷକ ସଂଘ ପକ୍ଷରୁ ଚାରି ଦଫା ଦେବି ନେଇ  ଆଜି ଆମ୍ୱଶାଳ ଦୁଗ୍ଧ ଶୀତଳିକରଣ କେନ୍ଦ୍ର ଆଗରେ ଧାରଣା ଦିଆଯାଇଛି। ପ୍ରତ୍ୟେକ ଦୁଗ୍ଧଚାଷୀଙ୍କ ଠାରୁ  ପ୍ରତିଦିନ  ଦୁଗ୍ଧ ସଂଗ୍ରହ ଲିଟର ପ୍ରତି ୪୦ ଟଙ୍କା ମୂଲ୍ୟ ଧାର୍ଯ୍ୟ ଏବଂ ଦୁଗ୍ଧଚାଷୀଙ୍କୁ ପ୍ରତ୍ୟେକ କାର୍ଯ୍ୟାଳୟରେ ଉଚିତ୍ ସମ୍ମାନ ଦିଆଯାଉ ବୋଲି ସଂଘ ଦାବି କରିଛି  ଓ […]

balikuda

Rakesh Mallick
  • Published: Saturday, 23 April 2016
  • , Updated: 23 April 2016, 08:00 AM IST

ଜଗତସିଂହପୁର: ଚାଷୀ ବଞ୍ଚାଓ, ଚାଷ ବଞ୍ଚାଓ, ଦେଶ ବଞ୍ଚାଓ  ଡ଼ାକରା ଦେଇଛନ୍ତି ଜଗତସିଂହପୁର ଜିଲ୍ଳା ବାଲିକୁଦାର ଦୁଗ୍ଧ ଚାଷୀମାନେ। ବାଲିକୁଦା ନବନିର୍ମାଣ କୃଷକ ସଂଘ ପକ୍ଷରୁ ଚାରି ଦଫା ଦେବି ନେଇ  ଆଜି ଆମ୍ୱଶାଳ ଦୁଗ୍ଧ ଶୀତଳିକରଣ କେନ୍ଦ୍ର ଆଗରେ ଧାରଣା ଦିଆଯାଇଛି। ପ୍ରତ୍ୟେକ ଦୁଗ୍ଧଚାଷୀଙ୍କ ଠାରୁ  ପ୍ରତିଦିନ  ଦୁଗ୍ଧ ସଂଗ୍ରହ ଲିଟର ପ୍ରତି ୪୦ ଟଙ୍କା ମୂଲ୍ୟ ଧାର୍ଯ୍ୟ ଏବଂ ଦୁଗ୍ଧଚାଷୀଙ୍କୁ ପ୍ରତ୍ୟେକ କାର୍ଯ୍ୟାଳୟରେ ଉଚିତ୍ ସମ୍ମାନ ଦିଆଯାଉ ବୋଲି ସଂଘ ଦାବି କରିଛି  ଓ ଦାବି  ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର ହେବ ବୋଲି ସଂଘ ଚେତାବନୀ ଦେଇଛି।

Related story