ପାଚେରୀ ଡେଇଁ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ କଲା ଦଶମ ଶ୍ରେଣୀ ଛାତ୍ର

ବାରିପଦା (ମାଣିକ୍‌ ଲାଲ୍‌ ପାଣି): ସପ୍ତାହ ଭିତରେ ମୟୂରଭଞ୍ଜ ଜିଲ୍ଲାରେ ଦୁଇଟି କଳଙ୍କିତ ଘଟଣା ଘଟିଥିଲା। ଏହି ଘଟଣା ମନରୁ ଲିଭିନଥିବା ବେଳେ ପୁଣି ଜଣେ ନାବାଳିକା ଦୁଷ୍କର୍ମରେ ଶିକାର ହୋଇଛି। ଅଭିଯୁକ୍ତ ଦଶମ ଶ୍ରେଣୀ ଛାତ୍ର ପାଚେରୀ ଡେଇଁ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଉଠାଇ ନେଇ ଶୌଚାଳୟରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଗତ ରବିବାର ସରସ୍ୱତୀ ପୂଜା ଥିଲା। ସେଥିପାଇଁ ଆଶ୍ରମ ସ୍କୁଲରେ ଉତ୍ସବର ମାହୋଲ୍‌ ଥିଲା। ପୂଜା ସରିବା ପରେ ଛାତ୍ରୀମାନେ ହଷ୍ଟେଲ୍‌କୁ […]

Class-VII-girl-student-of-an-ashram-school-in-#Mayurbhanj-allegedly-raped-by-a-Class-X-student-inside-the-toilet-on-ashram-premises

Manoranjan Sial
  • Published: Tuesday, 12 February 2019
  • Updated: 12 February 2019, 10:26 PM IST

Sports

Latest News

ବାରିପଦା (ମାଣିକ୍‌ ଲାଲ୍‌ ପାଣି): ସପ୍ତାହ ଭିତରେ ମୟୂରଭଞ୍ଜ ଜିଲ୍ଲାରେ ଦୁଇଟି କଳଙ୍କିତ ଘଟଣା ଘଟିଥିଲା। ଏହି ଘଟଣା ମନରୁ ଲିଭିନଥିବା ବେଳେ ପୁଣି ଜଣେ ନାବାଳିକା ଦୁଷ୍କର୍ମରେ ଶିକାର ହୋଇଛି। ଅଭିଯୁକ୍ତ ଦଶମ ଶ୍ରେଣୀ ଛାତ୍ର ପାଚେରୀ ଡେଇଁ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଉଠାଇ ନେଇ ଶୌଚାଳୟରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ଗତ ରବିବାର ସରସ୍ୱତୀ ପୂଜା ଥିଲା। ସେଥିପାଇଁ ଆଶ୍ରମ ସ୍କୁଲରେ ଉତ୍ସବର ମାହୋଲ୍‌ ଥିଲା। ପୂଜା ସରିବା ପରେ ଛାତ୍ରୀମାନେ ହଷ୍ଟେଲ୍‌କୁ ଫେରି ଥିଲେ। ତେବେ ସେହି ଦିନ ରାତିରେ ଅନ୍ୟ ଏକ ସ୍କୁଲରେ ଦଶମ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ର ହଷ୍ଟେଲ୍‌ ପାଚେରି ଡେଇଁ ଜଣେ ଅଷ୍ଟମ ଛାତ୍ରୀଙ୍କୁ ଉଠାଇ ଆଣି ଶୌଚାଳୟରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ଛାତ୍ରୀ ଜଣକ ଏନେଇ ପରିବାର ଲୋକଙ୍କୁ ଜଣାଇଥିଲେ। ଆଜି ଛାତ୍ରୀଙ୍କ ମାଉସୀ ଏନେଇ ସଦର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story