ପର୍ଯ୍ୟଟକଙ୍କ ପାଇଁ ଏବେ ଖୋଲିବନି ନନ୍ଦନକାନନ

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): ପର୍ଯ୍ୟଟକଙ୍କ ପାଇଁ ଏବେ ଖୋଲିବନି ନନ୍ଦନକାନନ। ବର୍ଷା ଦିନରେ ନନ୍ଦନକାନନ ଖୋଲିବା ସମ୍ଭାବନା ନାହିଁ କହିଲେ କର୍ତ୍ତୃପକ୍ଷ। କରୋନା ସ୍ଥିତି ଠିକ୍ ରହିଲେ ଅକ୍ଟୋବରରେ ଖୋଲିବା ନେଇ ନିଷ୍ପତ୍ତି ହେବ। ସୂଚନା ଅନୁଯାୟୀ, କରୋନା ଯୋଗୁ ଦୀର୍ଘଦିନ ଧରି ନନ୍ଦନକାନନ ବନ୍ଦ ରହିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।