କରୋନାର କହର ଲମ୍ବା ଚାଲିବ, ଆମକୁ ପ୍ରସ୍ତୁତ ରହିବାକୁ ପଡ଼ିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମଣ ଲଗାତର ବଢ଼ୁଥିବାର ଦେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଜିଲ୍ଲାପାଳ ଓ ଏସପିମାନଙ୍କ ସହ କରୋନା ସମୀକ୍ଷା ବୈଠକ କରିଛନ୍ତି। ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳ ଓ ଏସପିମାନଙ୍କୁ ଜିଲ୍ଲାର ସ୍ଥିତି ଦେଖି ମୁକାବିଲା କରିବା ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲା ଗୁଡ଼ିକରେ କରୋନା ସ୍ଥିତି କିପରି ରହିଛି, ତା’ର ମନିଟର୍ କରିବେ ଜିଲ୍ଲା ପର୍ଯ୍ୟବେକ୍ଷକମାନେ। ଯେଉଁଠି ତ୍ରୁଟି ବିଚ୍ୟୁତି ଥିବ, ବିଭାଗ ସେସବୁକୁ […]

CM-Naveen-Patnaik

CM-Naveen-Patnaik

Ranjit Kumar Jena
  • Published: Tuesday, 27 April 2021
  • Updated: 27 April 2021, 09:32 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମଣ ଲଗାତର ବଢ଼ୁଥିବାର ଦେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଜିଲ୍ଲାପାଳ ଓ ଏସପିମାନଙ୍କ ସହ କରୋନା ସମୀକ୍ଷା ବୈଠକ କରିଛନ୍ତି। ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳ ଓ ଏସପିମାନଙ୍କୁ ଜିଲ୍ଲାର ସ୍ଥିତି ଦେଖି ମୁକାବିଲା କରିବା ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଜିଲ୍ଲା ଗୁଡ଼ିକରେ କରୋନା ସ୍ଥିତି କିପରି ରହିଛି, ତା’ର ମନିଟର୍ କରିବେ ଜିଲ୍ଲା ପର୍ଯ୍ୟବେକ୍ଷକମାନେ। ଯେଉଁଠି ତ୍ରୁଟି ବିଚ୍ୟୁତି ଥିବ, ବିଭାଗ ସେସବୁକୁ ଦୂର କରାଯିବ। ଏସବୁ ମୁଖ୍ୟ ସଚିବ ପର୍ଯ୍ୟବେକ୍ଷଣ କରି ପରବର୍ତ୍ତୀ ବୈଠକରେ ଜଣାଇବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ଆହୁରି ନିର୍ଦ୍ଦେଶ ଦେଇଛନ୍ତି ଯେ ଆମକୁ ଅତି ଦୁଃସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ। ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଏହା ହିଁ ଆମର ମୂଳମନ୍ତ୍ର। ମୁଖ୍ୟମନ୍ତ୍ରୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ରୋଗୀମାନଙ୍କୁ ଜରୁରୀ ଔଷଧ ଯୋଗାଣକୁ ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କରୋନାର କହର ଲମ୍ବା ଚାଲିବ ବୋଲି ଦ୍ୱିତୀୟ ଲହର ଆମକୁ ଜଣାଇ ଦେଇଛି। ତେଣୁ ଆମକୁ ଦୀର୍ଘ ସମୟ ଧରି ଚାଲିବାକୁ ଥିବା ଏହି ମହାମାରୀ ପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, କରୋନାକୁ ଟାଳିବାକୁ ହେଲେ ଆମକୁ ନିୟମ ମାନିବାକୁ ପଡ଼ିବ। ମାସ୍କ ଓ ସାମାଜିକ ଦୂରତାକୁ ଅବଲମ୍ବନ କରିବାକୁ ପଡ଼ିବ। ଗୋଟିଏ ସଂକ୍ରମଣ କମିବ ମାନେ ଗୋଟିଏ ବେଡ୍ ବା ଆଇସିୟୁ ବଳିବ। ତେଣୁ ସଂକ୍ରମଣ କମାଇବାକୁ ଆମେ ସମସ୍ତେ ଚେଷ୍ଟିତ ହେବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ କୋଭିଡ୍ ସମୀକ୍ଷା ବୈଠକରେ ମୁଖ୍ୟ ସଚିବ ସୂଚନା ଦେଇ କହିଛନ୍ତି, କୋଭିଡ୍ କେୟାର ସେଣ୍ଟର ସହ କୋଭିଡ୍ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି। ମେଡିକାଲ କଲେଜର ବେଡ୍ ସଂଖ୍ୟା ବୃଦ୍ଧି କରାଯାଇଛି। ବେସରକାରୀ ହସ୍ପିଟାଲ କୋଭିଡ୍ ହସ୍ପିଟାଲ କରିବାକୁ ପଦକ୍ଷେପ ନିଆଯାଇଛି। ୩୦% ଶଯ୍ୟାରେ ଅକ୍ସିଜେନ ବ୍ୟବସ୍ଥା ହୋଇଛି ଏବଂ ଏହାକୁ ୩୫% ବୃଦ୍ଧି କରାଯିବା ପାଇଁ ଉଦ୍ୟମ କରାଯାଉଛି।

ମୁଖ୍ୟ ସଚିବ ଆହୁରି କହିଛନ୍ତି, ପଡ଼ୋଶୀ ରାଜ୍ୟରୁ ଲୋକଙ୍କ ଚଳାଚଳ ଉପରେ ତୀକ୍ଷ୍ଣ ନଜର କରାଯାଇଛି। ଶଯ୍ୟା ପରିଚାଳନା ନେଇ ଅନଲାଇନରେ ବ୍ୟବସ୍ଥା କାର୍ଯ୍ୟକାରୀ ହେବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।

ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ରବିବାର ରାଜ୍ୟବାସୀଙ୍କୁ ମାଗଣା ଟିକାକରଣ ପାଇଁ ଘୋଷଣା କରିଛନ୍ତି। ସାରା ରାଜ୍ୟରେ ୧୮ ବର୍ଷରୁ ୪୪ ବର୍ଷ ପର୍ଯ୍ୟନ୍ତ ୨ କୋଟି ଲୋକଙ୍କୁ ମାଗଣାରେ ଟିକା ପ୍ରଦାନ କରାଯିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story