ନବୀନ ଦେଲେ ୫୯୩ ଟଙ୍କା ଜଳକର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଣିକି ଜଳକର ଆଦାୟ କରିବେ ମିଶନ ଶକ୍ତି ମହିଳା। ଏଥିପାଇଁ ସ୍ୱୟଂ ସହାୟକ ଗୋଷ୍ଠୀକୁ ଦିଆଯିବ ବୈଷୟିକ ଶିକ୍ଷା। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ରେଲୱେ ଅଡିଟୋରିୟମ୍‌ରେ ଜଳସାଥୀ କାର୍ଯ୍ୟକ୍ରମର ଉଦ୍‌ଘାଟନ କରି ଏହା କହିଛନ୍ତି। ତା’ସହ ଜଳସାଥୀ ଆପ୍‌କୁ ଉନ୍ମଚୋନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆଜି ନବୀନ ନିବାସର ଜଳକର ୫୯୩ ଟଙ୍କା ପୈଠ କରିଛନ୍ତି। ରାଜଧାନୀ ଭୁବନେଶ୍ୱରରେ ୭ଟି ଓ୍ୱାର୍ଡରେ ପାଇଲଟ୍‌ ପ୍ରୋଜେକ୍ଟ ଆରମ୍ଭ ହେବ। ଏହି […]

cmo

cmo

Manoranjan Sial
  • Published: Wednesday, 18 December 2019
  • Updated: 18 December 2019, 08:59 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଣିକି ଜଳକର ଆଦାୟ କରିବେ ମିଶନ ଶକ୍ତି ମହିଳା। ଏଥିପାଇଁ ସ୍ୱୟଂ ସହାୟକ ଗୋଷ୍ଠୀକୁ ଦିଆଯିବ ବୈଷୟିକ ଶିକ୍ଷା। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ରେଲୱେ ଅଡିଟୋରିୟମ୍‌ରେ ଜଳସାଥୀ କାର୍ଯ୍ୟକ୍ରମର ଉଦ୍‌ଘାଟନ କରି ଏହା କହିଛନ୍ତି। ତା’ସହ ଜଳସାଥୀ ଆପ୍‌କୁ ଉନ୍ମଚୋନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆଜି ନବୀନ ନିବାସର ଜଳକର ୫୯୩ ଟଙ୍କା ପୈଠ କରିଛନ୍ତି।

ରାଜଧାନୀ ଭୁବନେଶ୍ୱରରେ ୭ଟି ଓ୍ୱାର୍ଡରେ ପାଇଲଟ୍‌ ପ୍ରୋଜେକ୍ଟ ଆରମ୍ଭ ହେବ। ଏହି ସବୁ ୱାର୍ଡରେ ଜଳସାଥୀମାନେ କାର୍ଯ୍ୟକରିବେ। ପରବର୍ତ୍ତୀ ପର୍ଯ୍ୟାୟରେ ସାରା ରାଜ୍ୟର ସହରାଞ୍ଚଳରେ ଜଳସାଥୀମାନେ କାମ କରିବେ। ଜଳସାଥୀମାନଙ୍କୁ ମଧ୍ୟ ପାରିଶ୍ରମିକ ମିଳିବ। ଗୃହ ଓ ନଗର ଉନ୍ନୟନ ବିଭାଗ ଏବଂ ମିଶନ ଶକ୍ତିର ମିଳିତ ପ୍ରୟାସରେ ଜଳକର ଆଦାୟ ସହ ବିଶୁଦ୍ଧ ଜଳ ସହରାଞ୍ଚଳରେ ମିଳୁଛି କି ନାହିଁ, ତାର ଯାଞ୍ଚ କରିବେ ଏମାନେ। ପ୍ରାୟ ୬ ରୁ ୮ ହଜାର ମହିଳା ଏହି କାର୍ଯ୍ୟକ୍ରମରେ ଜଡିତ ରହିବେ। ଟ୍ରେନିଂ ପାଇଁ ପ୍ରାୟ ୨ କୋଟି ବ୍ୟୟ ଅଟକଳ କରାଯାଇଛି ବୋଲି କହିଛନ୍ତି ମିଶନ ଶକ୍ତି ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନ। ଏହି ଅବସରରେ ଓ୍ୱାଟକୋ ସହ ମିଶନ ଶକ୍ତି ଏରିଆ ଲେଭଲ ଫେଡେରେସନର ଏମଓୟୁ ସ୍ୱାକ୍ଷରିତ ହୋଇଛି। କାର୍ଯ୍ୟକ୍ରମ ଅବସରରେ ନବୀନ ନିବାସର ଜଳକର ୫୯୩ ଟଙ୍କା ମୁଖ୍ୟମନ୍ତ୍ରୀ ଜମା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story