ମାଞ୍ଜା ସୂତା ବ୍ୟବହାର କଟକଣା ପଦକ୍ଷେପ ନେବେ ଜିଲ୍ଲାପାଳ, ଗାଇଡ୍‌ଲାଇନ୍ ପ୍ରସ୍ତୁତି ନିର୍ଦ୍ଦେଶ

କଟକ/ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ହକି ବିଶ୍ୱକପ୍ ବେଳେ ମାଞ୍ଜା ସୂତା ବନ୍ଦ ନେଇ ଜିଲ୍ଲାପାଳ ଆବଶ୍ୟକ ନିର୍ଦ୍ଦେଶ ଜାରି କରିବେ। କଟକ, ଭୁବନେଶ୍ୱରରେ ମାଞ୍ଜା ସୂତା ବନ୍ଦ ନିଷ୍ପତ୍ତି ମଧ୍ୟ ଜିଲ୍ଲାପାଳ ନେବେ। ମାଞ୍ଜା ସୂତା ବ୍ୟବହାର ସଂପର୍କରେ ଆଜି ହାଇକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ମାଞ୍ଜା ସୂତା ପ୍ରସ୍ତୁତି, ବିକ୍ରି ଓ ବ୍ୟବହାର ନିମନ୍ତେ ପ୍ରଶାସନ ପକ୍ଷରୁ ଗାଇଡଲାଇନ ପ୍ରସ୍ତୁତ କରିବା ପାଇଁ ସରକାରଙ୍କୁ କୋର୍ଟ ପରାମର୍ଶ ଜାରି କରିଛନ୍ତି। ଗାଇଡ ଲାଇନ ପ୍ରସ୍ତୁତି ପାଇଁ […]

high-court

high-court

Niranjan Mishra
  • Published: Monday, 09 January 2023
  • Updated: 09 January 2023, 09:46 PM IST

Sports

Latest News

କଟକ/ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ହକି ବିଶ୍ୱକପ୍ ବେଳେ ମାଞ୍ଜା ସୂତା ବନ୍ଦ ନେଇ ଜିଲ୍ଲାପାଳ ଆବଶ୍ୟକ ନିର୍ଦ୍ଦେଶ ଜାରି କରିବେ। କଟକ, ଭୁବନେଶ୍ୱରରେ ମାଞ୍ଜା ସୂତା ବନ୍ଦ ନିଷ୍ପତ୍ତି ମଧ୍ୟ ଜିଲ୍ଲାପାଳ ନେବେ। ମାଞ୍ଜା ସୂତା ବ୍ୟବହାର ସଂପର୍କରେ ଆଜି ହାଇକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି।

ମାଞ୍ଜା ସୂତା ପ୍ରସ୍ତୁତି, ବିକ୍ରି ଓ ବ୍ୟବହାର ନିମନ୍ତେ ପ୍ରଶାସନ ପକ୍ଷରୁ ଗାଇଡଲାଇନ ପ୍ରସ୍ତୁତ କରିବା ପାଇଁ ସରକାରଙ୍କୁ କୋର୍ଟ ପରାମର୍ଶ ଜାରି କରିଛନ୍ତି। ଗାଇଡ ଲାଇନ ପ୍ରସ୍ତୁତି ପାଇଁ ୩ ଏପ୍ରିଲ ଯାଏଁ ରାଜ୍ୟ ସରକାରଙ୍କୁ କୋର୍ଟ ମହଲତ ଦେଇଛନ୍ତି। ମାଞ୍ଜାସୂତା ନେଇ ଆସିଥିବା ୨ଟି ମାମଲା ଉପରେ ହାଇକୋର୍ଟ ଏହି ନିର୍ଦ୍ଦେଶ ଜାରି କରିଛନ୍ତି।

ସେପଟେ ଆସନ୍ତାକାଲିଠୁ ମାଞ୍ଜା ସୂତାରେ ଗୁଡିଉଡ଼ା ବାରଣ କରିଛି ବାଲେଶ୍ୱର ଜିଲ୍ଲା ପ୍ରଶାସନ। ମାଞ୍ଜା ସୂତାରେ ଗୁଡ଼ି ଉଡାଉଥିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ମ୍ୟୁନିସିପାଲିଟି ଏନଫୋର୍ସମେଣ୍ଟ ଟିମ୍ ସମେତ ପୁଲିସ ଓ ଲିଗାଲ ଟିମ୍ ଚଢାଉ କରି ନିର୍ଦ୍ଦେଶ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବ। ଗୁଡ଼ିଉଡା ପାଇଁ ଉପଜିଲ୍ଲାପାଳଙ୍କ ଅଫିସରୁ ଅନୁମତି ନେବା ପରେ ନିର୍ଦ୍ଦିଷ୍ଟ ସ୍ଥାନରେ କାର୍ଯ୍ୟକ୍ରମ କରାଯାଇପାରିବ। ଏହା ବ୍ୟତୀତ ସର୍ବସାଧାରଣ ସ୍ଥାନରେ ଗୁଡ଼ି ଉଡ଼ାଇବା ବାରଣ କରାଯାଇଛି।

ସୂଚନା ଥାଉକି, ଆଗକୁ ମକର ସଂକ୍ରାନ୍ତି ଥିବା ବେଳେ ଏବେ ଠାରୁ ବିଭିନ୍ନ ସ୍ଥାନରେ ଗୁଡ଼ି ଉଡ଼ା ପ୍ରତିଯୋଗିତା ହେଉଥିବା ଦେଖିବାକୁ ମିଳୁଛି। ଗୁଡ଼ିରେ ବ୍ୟବହୃତ ମାଞ୍ଜା ସୂତା(ପ୍ଲାଷ୍ଟିକ୍ ସୂତାରେ ଭଙ୍ଗା କାଚର ଆସ୍ତରଣ) ବ୍ୟବହୃତ ହେଉଛି। ଏହି ମାଞ୍ଜା ସୂତା ବ୍ୟବହାର ଯୋଗୁ ବିଭିନ୍ନ ସମୟରେ ଲୋକଙ୍କ ଜୀବନ ଯାଉଛି। ପଶୁପକ୍ଷୀ ମଧ୍ୟ ମୃତାହତ ହେଉଛନ୍ତି। ତେଣୁ ଏହାକୁ ଦୃଷ୍ଟିରେ ରଖି କିଛି ପ୍ରକୃତିପ୍ରେମୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story