ପିଲାଙ୍କ ସ୍କୁଲବ୍ୟାଗର ଓଜନ ଯାଞ୍ଚ ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ଇଂରାଜୀ ମାଧ୍ୟମ ସ୍କୁଲଗୁଡ଼ିକରେ ପିଲାଙ୍କ ସ୍କୁଲବ୍ୟାଗର ଓଜନ ଯାଞ୍ଚ କରିବା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏକ ସ୍କ୍ୱାଡ ଟିମ୍ ଗଠନ କରି ସ୍କୁଲଗୁଡ଼ିକରେ ଅଚାନକ ପରିଦର୍ଶନ କରି ଏହି ସ୍କୁଲବ୍ୟାଗର ଓଜନ ଯାଞ୍ଚ କରିବାକୁ କୁହାଯାଇଛି। ସେପ୍ଟେମ୍ବର ମାସ ସୁଦ୍ଧା ଏହି ନିର୍ଦ୍ଦେଶ ଉପରେ ନେଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ବିଭାଗକୁ ଅବଗତ କରାଯାଇଛି। ସ୍କୁଲ ଓ ଗଣଶିକ୍ଷା ବିଭାଗ ସବୁ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ […]

top1

top1

Tapas Behera
  • Published: Thursday, 01 August 2019
  • Updated: 01 August 2019, 09:57 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ଇଂରାଜୀ ମାଧ୍ୟମ ସ୍କୁଲଗୁଡ଼ିକରେ ପିଲାଙ୍କ ସ୍କୁଲବ୍ୟାଗର ଓଜନ ଯାଞ୍ଚ କରିବା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏକ ସ୍କ୍ୱାଡ ଟିମ୍ ଗଠନ କରି ସ୍କୁଲଗୁଡ଼ିକରେ ଅଚାନକ ପରିଦର୍ଶନ କରି ଏହି ସ୍କୁଲବ୍ୟାଗର ଓଜନ ଯାଞ୍ଚ କରିବାକୁ କୁହାଯାଇଛି। ସେପ୍ଟେମ୍ବର ମାସ ସୁଦ୍ଧା ଏହି ନିର୍ଦ୍ଦେଶ ଉପରେ ନେଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ବିଭାଗକୁ ଅବଗତ କରାଯାଇଛି।

ସ୍କୁଲ ଓ ଗଣଶିକ୍ଷା ବିଭାଗ ସବୁ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖି ସମସ୍ତ ଇଂରାଜୀ ମାଧ୍ୟମ ସ୍କୁଲଗୁଡ଼ିକର ପିଲାଙ୍କ ସ୍କୁଲ ବ୍ୟାଗର ଓଜନ ଓ ବହିକୁ ଯାଞ୍ଚ କରିବାକୁ କୁହାଯାଇଛି। ଏନସିଇଆରଟି ଦ୍ୱାରା ସ୍ଥିରୀକୃତ ପୁସ୍ତକକୁ ସ୍କୁଲଗୁଡ଼ିକ ଅନୁସରଣ କରୁଛନ୍ତି ନା ନିଜ ତରଫରୁ କୌଣସି ପାଠ୍ୟକ୍ରମ ପିଲାଙ୍କ ଉପରେ ଲଦି ଦେଉଛନ୍ତି, ତାହା ଯାଞ୍ଚ କରିବା ସହ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀର ପିଲାମାନଙ୍କୁ ଯେପରି କୌଣସି ପ୍ରକାରର ହୋମୱାର୍କ ଦିଆଯାଉ ନଥିବ, ତାହା ସ୍କୁଲ ପ୍ରିନ୍ସିପାଲମାନେ ସୁନିଶ୍ଚିତ କରିବାକୁ ବିଭାଗ ନିର୍ଦ୍ଦେଶ ଦେଇଛି। ତେଣୁ ଏସବୁ ଯାଞ୍ଚ ନିମନ୍ତେ ଜିଲ୍ଲାସ୍ତରରେ ଏକ ସ୍କ୍ୱାଡ ଗଠନ କରି ଅଚାନକ ପରିଦର୍ଶନ କରି ସେପ୍ଟେମ୍ବର ମାସ ସୁଦ୍ଧା ରିପୋର୍ଟ ପଠାଇବାକୁ କୁହାଯାଇଛି।

ସୂଚନାଯୋଗ୍ୟ, ଗତବର୍ଷ ନଭେମ୍ବର ମାସରେ କେନ୍ଦ୍ର ମାନବସମ୍ବଳ ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା ସମେତ ସମସ୍ତ ରାଜ୍ୟ ସରକାରଙ୍କୁ ଚିଠି ଲେଖି ସ୍କୁଲଗୁଡ଼ିକରେ ପିଲାଙ୍କ ବ୍ୟାଗର ଓଜନ ହ୍ରାସ ପାଇଁ ନିର୍ଦ୍ଦେଶ ଦିଆଯାଇଛି। କେଉଁ ଶ୍ରେଣୀର ପିଲା କେତେ ଓଜନର ବ୍ୟାଗ ଧରିବେ ତାହା ନିର୍ଦ୍ଧାରଣ କରାଯିବା ସହ ପିଲାଙ୍କ ପୁସ୍ତକ ଓ ହୋମୱାର୍କକୁ ନିୟନ୍ତ୍ରିିତ କରାଯାଇଥିଲା। କେନ୍ଦ୍ର ସରକାରଙ୍କ ଏହି ନିର୍ଦ୍ଦେଶକୁ ରାଜ୍ୟ ସରକାର କାର୍ଯ୍ୟକାରୀ କରିବା ନେଇ ଜିଲ୍ଲାପାଳମାନଙ୍କୁ କଡ଼ା ତାଗିଦ୍ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପିଲାଙ୍କ ସ୍କୁଲ ବ୍ୟାଗ ଦେଢ଼ କିଲୋ ମଧ୍ୟରେ ସୀମିତ ରଖିବା ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଥିବା ବେଳେ ତୃତୀୟ,ଚତୁର୍ଥ ଓ ପଞ୍ଚମ ଶ୍ରେଣୀ ପିଲାଙ୍କ ସ୍କୁଲ ବ୍ୟାଗ ୨-୩ କିଲୋ, ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାଙ୍କ ସ୍କୁଲ ବ୍ୟାଗ ୪ କିଲୋ, ଅଷ୍ଟମ-ନବମ ଶ୍ରେଣୀ ପିଲାଙ୍କ ବ୍ୟାଗ ସାଢ଼େ ୪କିଲୋ ଏବଂ ଦଶମ ଶ୍ରେଣୀ ପିଲାଙ୍କ ବ୍ୟାଗ ୫କିଲୋ ମଧ୍ୟରେ ସୀମିତ ରଖିବାକୁ କୁହାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story