ହତାସିଆ ଟ୍ୟୁସନ୍‌ ମାଷ୍ଟର! ଛାତ୍ରୀଙ୍କ ଘରେ ପଶି ଗଳା କାଟିଦେଲେ

ବାଲୁଗାଁ (ଶକ୍ତି ମହାପାତ୍ର): ପ୍ରେମ କରି ନିରାଶ ହେବା ପରେ କଲେଜ ଛାତ୍ରୀଙ୍କ ଘରେ ପଶି ବେକ କାଟିଦେଲେ ଏକ ତରଫା ପ୍ରେମିକ। ଏପରି ଘଟଣା ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ଏକ ମାମଲା ରୁଜୁ କରି ହତାସିଆ ପ୍ରେମିକକୁ ଅଟକ ରଖି ପଚରାଉଚରା କରୁଛି। ବାଲୁଗାଁ ମହାବିଦ୍ୟାଳୟରେ ଯୁକ୍ତ ଦୁଇର ଦ୍ୱିତୀୟ ବର୍ଷରେ ପାଠ ପଢ଼ନ୍ତି ମଙ୍ଗୁ(ଛଦ୍ମନାମ)। ତାଙ୍କୁ ଜଣେ ଟ୍ୟୁସନ୍‌ ମାଷ୍ଟର ଏକ ତରଫା […]

Balugaon

Balugaon

Manoranjan Sial
  • Published: Saturday, 14 December 2019
  • Updated: 14 December 2019, 10:45 PM IST

Sports

Latest News

ବାଲୁଗାଁ (ଶକ୍ତି ମହାପାତ୍ର): ପ୍ରେମ କରି ନିରାଶ ହେବା ପରେ କଲେଜ ଛାତ୍ରୀଙ୍କ ଘରେ ପଶି ବେକ କାଟିଦେଲେ ଏକ ତରଫା ପ୍ରେମିକ। ଏପରି ଘଟଣା ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ଏକ ମାମଲା ରୁଜୁ କରି ହତାସିଆ ପ୍ରେମିକକୁ ଅଟକ ରଖି ପଚରାଉଚରା କରୁଛି।

ବାଲୁଗାଁ ମହାବିଦ୍ୟାଳୟରେ ଯୁକ୍ତ ଦୁଇର ଦ୍ୱିତୀୟ ବର୍ଷରେ ପାଠ ପଢ଼ନ୍ତି ମଙ୍ଗୁ(ଛଦ୍ମନାମ)। ତାଙ୍କୁ ଜଣେ ଟ୍ୟୁସନ୍‌ ମାଷ୍ଟର ଏକ ତରଫା ପ୍ରେମ କରୁଥିଲେ। ଏପରି ବିବାହ କରିବା ପାଇଁ ପ୍ରେମ ନିବେଦନ କରୁଥିଲେ। ମାତ୍ର ଏଥିରେ ମଙ୍ଗୁ ରାଜି ହୋଇନଥିଲେ। ଯେଉଁଥିପାଇଁ ଟ୍ୟୁସନ୍‌ ସାର ବିଚଳିତ ହୋଇପଡ଼ିଥିଲେ। ଆଉ ପ୍ରେମୀକାଙ୍କ ଉପରେ ପ୍ରତିଶୋଧ ନେବା ପାଇଁ ସୁଯୋଗ ଖୋଜୁଥିଲେ।

ଆଜି ରାତି ରାତି ପ୍ରାୟ ୭ରୁ ୮ଟା ହେବ। ମଙ୍ଗୁ ଓ ତାଙ୍କ ଭାଉଜଙ୍କ ସହ ଘରେ ଥିଲେ। ଏହି ସମୟରେ ପ୍ରେମିକ ପ୍ରବର ଘର ପଛ ପାର୍ଶ୍ୱ ଦେଇ ଆସି ଏକ ଧାରୁଆ ଛୁରିରେ ମଙ୍ଗୁଙ୍କ ଗଳା କାଟି ଦେଇଥିଲେ। ତେବେ ଚିତ୍କାର ଶୁଣି ମଙ୍ଗୁଙ୍କ ଭାଉଜ ଚାଲି ଆସିବାରୁ ହତାସିଆ ପ୍ରେମିକ ପ୍ରବର ସେଠାରୁ ଚମ୍ପଟ ମାରିଥିଲେ।

ସାହି ପଡ଼ିଶା ମଙ୍ଗୁଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story