ଆଗରୁ ଝିନ୍‌ଝଟ୍‌ ଥିଲା, ଏବେ ସରଳ କରିଦେଲା ଓପିଏସ୍‌ସି: ଆଶାୟୀ ପାଇବେ ଏହି ସୁବିଧା

କଟକ (ଓଡ଼ିଶା ରିପୋର୍ଟର): ନିଯୁକ୍ତି ପ୍ରକ୍ରିୟାରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ବୃଦ୍ଧି କରିବା ପାଇଁ ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ନିଜର ୱେବସାଇଟ୍‌ର ଉନ୍ନତିକରଣ କରିଛି। ଆୟୋଗର ଅଫିସିଆଲ୍‌ ୱେବସାଇଟ୍‌ www.opsc.gov.in ରେ କମ୍ପ୍ରିହେନ୍‌ସିଭ୍‌ ସିଲେକ୍‌ସନ ମ୍ୟାନେଜମେଣ୍ଟ ସିଷ୍ଟମ୍‌(CSMS) ଲାଗୁ କରାଯାଇଛି। ଏହା ଦ୍ୱାରା ବିଭିନ୍ନ ସରକାରୀ ବିଭାଗ, ପରୀକ୍ଷା ପରିଚାଳନା କର୍ତ୍ତୃପକ୍ଷ ଓ ଆଶାୟୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉପଯୁକ୍ତ ସମନ୍ୱୟ ରକ୍ଷା କରାଯାଇପାରିବ। ଏଥିରେ ପ୍ରଥମ କରି ପଞ୍ଜିକୃତ ହେଉଥିବା ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ଏକ ପରମାନେଟ୍‌ ପବ୍ଲିକ […]

opsc

opsc

Manoranjan Sial
  • Published: Wednesday, 05 February 2020
  • Updated: 05 February 2020, 05:57 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ନିଯୁକ୍ତି ପ୍ରକ୍ରିୟାରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ବୃଦ୍ଧି କରିବା ପାଇଁ ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ନିଜର ୱେବସାଇଟ୍‌ର ଉନ୍ନତିକରଣ କରିଛି। ଆୟୋଗର ଅଫିସିଆଲ୍‌ ୱେବସାଇଟ୍‌ www.opsc.gov.in ରେ କମ୍ପ୍ରିହେନ୍‌ସିଭ୍‌ ସିଲେକ୍‌ସନ ମ୍ୟାନେଜମେଣ୍ଟ ସିଷ୍ଟମ୍‌(CSMS) ଲାଗୁ କରାଯାଇଛି।

ଏହା ଦ୍ୱାରା ବିଭିନ୍ନ ସରକାରୀ ବିଭାଗ, ପରୀକ୍ଷା ପରିଚାଳନା କର୍ତ୍ତୃପକ୍ଷ ଓ ଆଶାୟୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉପଯୁକ୍ତ ସମନ୍ୱୟ ରକ୍ଷା କରାଯାଇପାରିବ। ଏଥିରେ ପ୍ରଥମ କରି ପଞ୍ଜିକୃତ ହେଉଥିବା ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ଏକ ପରମାନେଟ୍‌ ପବ୍ଲିକ ସର୍ଭିସ୍‌ ଆକାଉଣ୍ଟ ନମ୍ୱର (ppsan) ପ୍ରଦାନ କରାଯିବ। ସେହି ଆକାଉଣ୍ଟରେ ଛାତ୍ରଛାତ୍ରୀଙ୍କ ବ୍ୟକ୍ତିଗତ ତଥ୍ୟ ଅନ୍‌ଲାଇନ୍‌ରେ ଷ୍ଟୋର କରାଯାଇ ରଖାଯିବ।

ଓପିଏସ୍‌ସି ଦ୍ୱାରା ପରିଚାଳିତ ଯେ କୌଣସି ଅନ୍ୟ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ଆଉ ବ୍ୟକ୍ତିଗତ ତଥ୍ୟ ଦେବାକୁ ପଡ଼ିବ ନାହିଁ। CSMS ଦ୍ୱାରା ନିଯୁକ୍ତି ସଂକ୍ରାନ୍ତିୟ ବିଜ୍ଞପ୍ତିଠାରୁ ଆରମ୍ଭ କରି ଆବେଦନ ଗ୍ରହଣ କରିବା, ଆଲବଦନ ଗୁଡିକର ଯାଞ୍ଚ କରିବା, ଅନ୍‌ଲାଇନ୍‌ରେ question bankକୁ ପରିଚାଳନା କରିବା, ପରୀକ୍ଷା କେନ୍ଦ୍ରର ସ୍ଥିତି, ପରୀକ୍ଷା ନିୟନ୍ତ୍ରକ ଚୟନ, ଉତ୍ତର ଖାତା ମୂଲ୍ୟାୟନ, ଅନ୍‌ଲାଇନ୍‌ରେ ଡକ୍ୟୁମେଣ୍ଟ ଯାଞ୍ଚ ଏବଂ ବିଭିନ୍ନ ପରୀକ୍ଷାର ଫଳ ପ୍ରକାଶନ ସମ୍ପର୍କରେ ତଥ୍ୟ ରହିବ। ଏହା ଦ୍ୱାରା ଛାତ୍ରଛାତ୍ରୀମାନେ ବିଶେଷ ଉପକୃତ ହେବା ସହ ନିଯୁକ୍ତି ପ୍ରକ୍ରିୟାରେ ସ୍ୱଚ୍ଛତା ଆସିପାରିବ ବୋଲି ଆୟୋଗ ଅଧ୍ୟକ୍ଷ ବ୍ରିଗେଡିୟର ଡଃ. ଏଲ.ସି ପଟ୍ଟନାୟକ କହିଛନ୍ତି। ଦେଶରେ ଏହା ପ୍ରଥମ ଲୋକସେବା ଆୟୋଗ ଯେଉଁଠାରେ ଟେକ୍ନୋଲୋଜିକୁ ବହୁଳ ଭାବରେ ବ୍ୟବହାର କରାଯାଉଛି। ଖୁବ୍‌ଶୀଘ୍ର ଆୟୋଗ ପକ୍ଷରୁ ଏକ ମୋବାଇଲ୍‌ ଆପ୍‌ ମଧ୍ୟ ଆରମ୍ଭ କରାଯିବ ବୋଲି ଅଧ୍ୟକ୍ଷ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story