ରାଜରାସ୍ତାରେ ମାଣ ବସାଇଲେ କମ୍ପ୍ୟୁଟର ଶିକ୍ଷୟିତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱର ଲୋୟର ପିଏମଜିରେ କମ୍ପ୍ୟୁଟର ଶିକ୍ଷକମାନେ ଅଭିନବ ପ୍ରତିବାଦ କରିଛନ୍ତି। ଦାବି ପୂରଣ ଲାଗି ରାଜରାସ୍ତାରେ ମାଣ ବସାଇ ଲକ୍ଷ୍ମୀ ପୂଜା କରିଛନ୍ତି। ଆଉଟସୋସିଂ ଉଚ୍ଛେଦ କରି ନିୟମିତ କରିବା ଓ ସରକାରୀ ମାନ୍ୟତା ଆଦି ଦାବିରେ ୫ ଦିନ ହେଲା ଶିକ୍ଷକମାନେ ଲୋୟର ପିଏମଜିରେ ଧାରଣାରେ ବସିଛନ୍ତି।

ଆଇସିଟି  ସ୍କୁଲ କୋ-ଅର୍ଡିନେସନ ଆସୋସିଏସନ ପକ୍ଷରୁ ଚାଲିଥିବା ଏହି ଧାରଣାରେ ରାଜ୍ୟର ବିଭିନ୍ନ ସ୍କୁଲର ଶହ ଶହ କମ୍ପ୍ୟୁଟର ଶିକ୍ଷକ ସାମିଲ ହୋଇଛନ୍ତି।

ସୂଚନାଯୋଗ୍ୟ, ନଭେମ୍ୱର ୨୩ ତାରିଖରେ ଲୋୟର ପିଏମଜିରେ ଆନ୍ଦୋଳନ କରୁଥିବା ଆଶାକର୍ମୀମାନେ ରାଜରାସ୍ତାରେ ପାଳିଥିଲେ ମାଣବସା ଗୁରୁବାର।

Ordigital Desk
• Published: Thursday, 30 November 2017
• Updated: 30 November 2017, 12:57 PM IST

Sports

Latest News

ଭୁବନେଶ୍ୱର: ଭୁବନେଶ୍ୱର ଲୋୟର ପିଏମଜିରେ କମ୍ପ୍ୟୁଟର ଶିକ୍ଷକମାନେ ଅଭିନବ ପ୍ରତିବାଦ କରିଛନ୍ତି। ଦାବି ପୂରଣ ଲାଗି ରାଜରାସ୍ତାରେ ମାଣ ବସାଇ ଲକ୍ଷ୍ମୀ ପୂଜା କରିଛନ୍ତି। ଆଉଟସୋସିଂ ଉଚ୍ଛେଦ କରି ନିୟମିତ କରିବା ଓ ସରକାରୀ ମାନ୍ୟତା ଆଦି ଦାବିରେ ୫ ଦିନ ହେଲା ଶିକ୍ଷକମାନେ ଲୋୟର ପିଏମଜିରେ ଧାରଣାରେ ବସିଛନ୍ତି।

ଆଇସିଟି  ସ୍କୁଲ କୋ-ଅର୍ଡିନେସନ ଆସୋସିଏସନ ପକ୍ଷରୁ ଚାଲିଥିବା ଏହି ଧାରଣାରେ ରାଜ୍ୟର ବିଭିନ୍ନ ସ୍କୁଲର ଶହ ଶହ କମ୍ପ୍ୟୁଟର ଶିକ୍ଷକ ସାମିଲ ହୋଇଛନ୍ତି।

ସୂଚନାଯୋଗ୍ୟ, ନଭେମ୍ୱର ୨୩ ତାରିଖରେ ଲୋୟର ପିଏମଜିରେ ଆନ୍ଦୋଳନ କରୁଥିବା ଆଶାକର୍ମୀମାନେ ରାଜରାସ୍ତାରେ ପାଳିଥିଲେ ମାଣବସା ଗୁରୁବାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos