ଓବିସି କମିଶନ କାର୍ଯ୍ୟକ୍ଷମ କରିବା ଦାବିରେ ଘେରିଲେ କଂଗ୍ରେସ ଓ ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜନଗଣନା ସହ ରାଜ୍ୟରେ ଆର୍ଥିକ,ସାମାଜିକ ଓ ଜାତିଗତ ଗଣନା କରିବା ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିଶ ପାଇଁ ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ନେବାପରେ ଓଡ଼ିଶାରେ ରାଜନୀତି ଜୋର ଧରିଛି। ଜାତିଗତ ଜନଗଣନା କଥା କହୁଥିବା ଓଡ଼ିଶା ସରକାର ଏପର୍ଯ୍ୟନ୍ତ କାହିଁକି ଓବିସି କମିଶନକୁ କାର୍ଯ୍ୟକ୍ଷମ କରିନାହାନ୍ତି ବୋଲି ପ୍ରଶ୍ନ କରି ସରକାରଙ୍କ ଆନ୍ତରିକତା ଉପରେ ଉଭୟ ବିଜେପି ଓ କଂଗ୍ରେସ ପ୍ରଶ୍ନ ଉଠାଇଛନ୍ତି। ଉଭୟ ଦଳ ଆଜି ସାମ୍ବାଦିକ ସମ୍ମିଳନୀ କରି ଶାସକ ବିଜେଡିକୁ […]

tar

tar

Manoranjan Sial
  • Published: Monday, 13 January 2020
  • Updated: 13 January 2020, 09:02 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜନଗଣନା ସହ ରାଜ୍ୟରେ ଆର୍ଥିକ,ସାମାଜିକ ଓ ଜାତିଗତ ଗଣନା କରିବା ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିଶ ପାଇଁ ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ନେବାପରେ ଓଡ଼ିଶାରେ ରାଜନୀତି ଜୋର ଧରିଛି। ଜାତିଗତ ଜନଗଣନା କଥା କହୁଥିବା ଓଡ଼ିଶା ସରକାର ଏପର୍ଯ୍ୟନ୍ତ କାହିଁକି ଓବିସି କମିଶନକୁ କାର୍ଯ୍ୟକ୍ଷମ କରିନାହାନ୍ତି ବୋଲି ପ୍ରଶ୍ନ କରି ସରକାରଙ୍କ ଆନ୍ତରିକତା ଉପରେ ଉଭୟ ବିଜେପି ଓ କଂଗ୍ରେସ ପ୍ରଶ୍ନ ଉଠାଇଛନ୍ତି। ଉଭୟ ଦଳ ଆଜି ସାମ୍ବାଦିକ ସମ୍ମିଳନୀ କରି ଶାସକ ବିଜେଡିକୁ ଘେରିବାକୁ ଉଦ୍ୟମ କରିଥିବାବେଳେ ଓବିସି କମିଶନ ଗଠନ ପାଇଁ ପ୍ରକ୍ରିୟା ଜାରି ରହିଛି ବୋଲି ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି।

ବିଜେପି ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ନବୀନ ପଟ୍ଟନାୟକ ରାଜ୍ୟରେ କ୍ଷମତାକୁ ଆସିବାର ୨୦ବର୍ଷ ପରେ ରାଜ୍ୟରେ ପଛୁଆ ବର୍ଗର ଲୋକଙ୍କ ବିକାଶ କଥା ମନେପଡ଼ିଲା। ଦେଶର ସମ୍ବିଧାନ ଦ୍ୱାରା ପଛୁଆ ବର୍ଗର ଲୋକମାନଙ୍କୁ ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଦେବାର ଅଧିକାରକୁ ସମସ୍ତ ରାଜ୍ୟ ପାଳନ କରୁଥିବାବେଳେ ଓଡ଼ଇଶା ଏକମାତ୍ର ରାଜ୍ୟ ଯେକି ପଛୁଆ ବର୍ଗଙ୍କୁ ଆବଶ୍ୟକ ସଂରକ୍ଷଣ ସୁବିଧା ଦେଉନାହିଁ। ଏପର୍ଯ୍ୟନ୍ତ ପଛୁଆ ବର୍ଗର କମିଶନର(ଓବିସି) ନିଯୁକ୍ତି ମଧ୍ୟ କରିନାହାନ୍ତି। କାହିଁକି ଏପର୍ଯ୍ୟନ୍ତ ଓବିସି କମିଶନ ପଦବୀ ଖାଲି ପଡ଼ିଛି ଓ ଓବିସି ବର୍ଗର ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ଆବଶ୍ୟକ ସଂରକ୍ଷଣ ଦେବାରେ କାହିଁକି ବିଫଳ ହୋଇଛନ୍ତି ସେ ନେଇ ରାଜ୍ୟ ସରକାର ସ୍ପଷ୍ଟୀକରଣ ଦେବାକୁ ବିଜେପି ଦାବି କରିଛି।

ଶ୍ରୀ ହରିଚନ୍ଦନ ଆହୁରି ମଧ୍ୟ କହିଛନ୍ତି ଯେ, ଯେଉଁ ରାଜ୍ୟ ସରକାରଙ୍କର ପଛୁଆ ବର୍ଗର ଲୋକମାନଙ୍କ ହିତାଧିକାରି ତାଲିକା ପ୍ରସ୍ତୁତ କରିବାରେ ଅକ୍ଷମ , ଓବିସି ତାଲିକାରେ କିଏ ରହିବ, ଏସଇସିସି ତାଲିକାରେ କିଏ ରହିବ ସେ କ୍ଷମତା ତାଙ୍କ ଉପରେ ଛାଡ଼ି ଦିଆଯାଉ ବୋଲି କହୁଛନ୍ତି। ରାଜ୍ୟ ସରକାର ତୁରନ୍ତ ଶିକ୍ଷା ଏବଂ ନିଯୁକ୍ତି କ୍ଷେତ୍ରରେ ପଛୁଆ ବର୍ଗର ଲୋକମାନଙ୍କ ପାଇଁ ସଂରକ୍ଷଣକୁ ଲାଗୁ କରନ୍ତୁ ନହେଲେ ବିଜେର୍ପି ସାରା ରାଜ୍ୟରେ ବ୍ୟାପକ ଜନଆନ୍ଦୋଳନ କରିବ ବୋଲି ସେ ଚେତାବନୀ ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ ଓ ଉମାକାନ୍ତ ପଟ୍ଟନାୟକ ଉପସ୍ଥିତ ଥିଲେ।

ଅନ୍ୟପକ୍ଷରେ କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ନେତା ସତ୍ୟପ୍ରକାଶ ନାୟକ କହିଛନ୍ତି ଯେ, ୨୦୨୧ ରେ ହେବାକୁ ଥିବା ଜନଗଣନା ସମୟରେ ଓବିସି ଓ ଏସଇବିସିଙ୍କ ପାଇଁ ସ୍ୱତନ୍ତ୍ର ଗଣନା କରିବା ପାଇଁ କେନ୍ଦ୍ରକୁ ରାଜ୍ୟ କ୍ୟାବିନେଟ୍ ସୁପାରିଶ କରିବା କେବଳ ଧର୍ମକୁ ଆଖିଠାର ସଦୃଶ। ବାସ୍ତବତା ହେଉଛି ରାଜ୍ୟରେ ଓବିସି ଓ ଏସ୍ସିବିସି ବର୍ଗର ଲୋକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୃଣା କରୁଛନ୍ତି। ଏନେଇ ତଥ୍ୟ ପ୍ରମାଣ ଉପସ୍ଥାପନ କରି କଂଗ୍ରେସ ଅଭିଯୋଗ କରିଛି ଯେ, ୨୦୦୬ରୁ ସମସ୍ତ ନୀତି ନିୟମ ଓ ସାମ୍ବିଧାନିକ ବିଧି ବ୍ୟବସ୍ଥାକୁ ଉଲ୍ଲଘଂନ କରି ଓବିସି କମିଶନଙ୍କୁ ଅଚଳ କରିବା, ୨୦୧୧ ମସିହାରେ ଓବିସି କମିଶନ ପୁର୍ନଗଠନ କରିବା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର କରିବା ଘଟଣା ହିଁ ନବୀନ ପଟ୍ଟନାୟକ ନେତୃତ୍ୱାଧୀନ ରାଜ୍ୟ ସରକାରଙ୍କର ଆନ୍ତରିକତାର ପ୍ରମାଣ ଦେଉଛି। କେବଳ ସେତିକି ନୁହେଁ ୨୦୧୨ ମସିହାରେ ରାଜ୍ୟ ସରକାର ହାଇକୋର୍ଟରେ ଏକ ସତ୍ୟପାଠ ଦାଖଲ କରି ଓବିସି କମିଶନ ପୁର୍ନଗଠନ ପାଇଁ ୬ ମାସ ସମୟ ଲୋଡ଼ିଥିଲେ। ୮ ବର୍ଷ ବିତି ଯାଇଥିଲେ ମଧ୍ୟ କମିଶନ ତ ଦୂରର କଥା କେବେ ଓବିସିମାନଙ୍କ ପାଇଁ ସାମାନ୍ୟତମ ଚିନ୍ତା ମଧ୍ୟ କରିନାହାନ୍ତି। ଆଗାମୀ ପୌର ନିର୍ବାଚନକୁ ଆଖି ଆଗରେ ରଖି ୨୦ ବର୍ଷ ଧରି ଶୋଇଥିବା ସରକାର ହଠାତ୍ ଭୋଟ ରାଜନୀତି ପାଇଁ ଓବିସି ଓ ଏସିଇବିସିମାନଙ୍କ ପାଇଁ ଚିହିଁକି ଉଠିବା କୁମ୍ଭୀରକାନ୍ଦଣା ସଦୃଶ ବୋଲି କଂଗ୍ରେସ ପ୍ରଶ୍ନ କରିଛି।

ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ନିଶିକାନ୍ତ ମିଶ୍ର, ଜିନେଶ ଦାସ, ଦେବେନ୍ଦ୍ର ମଲ୍ଲିକ, ଦୀପକ ମହାପାତ୍ର, ନରେଶ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story