ବିଶୃଙ୍ଖଳାରେ ମର୍ମାହତ ହୋଇ ଦଳ ଛାଡ଼ିଲି: ଚନ୍ଦ୍ରଶେଖର ସାହୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):୨୦୦୯ ପରଠୁ ଦଳ ମୋତେ ଅଣଦେଖା କଲା। ମୋ ଅଭିଜ୍ଞତାକୁ ବ୍ୟବହାର କଲାନି। ଦଳ ଭିତରେ ଚାଲିଥିବା ଟଣାଓଟରା ଓ ବିଜେପୁରରେ ଶୋଚନୀୟ ପରାଜୟ ବି ମୋତେ ବ୍ୟତିବ୍ୟସ୍ତ କରିବାରୁ ଶେଷରେ ମୁଁ ଦଳ ଛାଡ଼ିଲି ବୋଲି କଂଗ୍ରେସରୁ ଇସ୍ତଫା ଦେବା ପରେ ଆଜି ଗଣମାଧ୍ୟମ ଆଗରେ କହିଛନ୍ତି ବରିଷ୍ଠ ନେତା ଚନ୍ଦ୍ରଶେଖର ସାହୁ।

ଚନ୍ଦ୍ରଶେଖର ଇସ୍ତଫା ଦେବା ପରେ ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ବାହିନୀପତି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି,“ ଇସ୍ତଫା ଦେଇଥିବା ୩ ଜଣଙ୍କ ପାଇଁ କଂଗ୍ରେସର କ୍ଷତି ହେବ। ବିଶୃଙ୍ଖଳା, ଦୁର୍ବଳ ନେତୃତ୍ୱ ଓ ସେମାନଙ୍କୁ ଦଳରେ ଅବହେଳା କରାଯାଇଥିବା ନେଇ ସେମାନେ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ଅତ୍ୟନ୍ତ ଗମ୍ଭୀର।”

ଗତକାଲି ଚନ୍ଦ୍ରଶେଖର ସାହୁ ଇସ୍ତଫାପତ୍ର AICC ଓ ପିସିସି ସଭାପତିଙ୍କ ନିକଟକୁ ପଠାଇଥିଲେ। ଚନ୍ଦ୍ରଶେଖରଙ୍କ ସମେତ ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ଥିବା ଭଗବାନ ଗନ୍ତାୟତ, ବ୍ରହ୍ମପୁର ନଗର କଂଗ୍ରେସ ସଭାପତି ସଞ୍ଜିତ ପାଣିଗ୍ରାହୀ ଏବଂ ବିକ୍ରମ ପଣ୍ଡା ପ୍ରମୁଖ ଦଳରୁ ଇସ୍ତଫା ଦେଇଥିଲେ।

ସେ ଆଉ କ’ଣ କହୁଛନ୍ତି ଶୁଣନ୍ତୁ

Ordigital Desk
• Published: Friday, 30 March 2018
• Updated: 30 March 2018, 03:02 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):୨୦୦୯ ପରଠୁ ଦଳ ମୋତେ ଅଣଦେଖା କଲା। ମୋ ଅଭିଜ୍ଞତାକୁ ବ୍ୟବହାର କଲାନି। ଦଳ ଭିତରେ ଚାଲିଥିବା ଟଣାଓଟରା ଓ ବିଜେପୁରରେ ଶୋଚନୀୟ ପରାଜୟ ବି ମୋତେ ବ୍ୟତିବ୍ୟସ୍ତ କରିବାରୁ ଶେଷରେ ମୁଁ ଦଳ ଛାଡ଼ିଲି ବୋଲି କଂଗ୍ରେସରୁ ଇସ୍ତଫା ଦେବା ପରେ ଆଜି ଗଣମାଧ୍ୟମ ଆଗରେ କହିଛନ୍ତି ବରିଷ୍ଠ ନେତା ଚନ୍ଦ୍ରଶେଖର ସାହୁ।

ଚନ୍ଦ୍ରଶେଖର ଇସ୍ତଫା ଦେବା ପରେ ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ବାହିନୀପତି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି,“ ଇସ୍ତଫା ଦେଇଥିବା ୩ ଜଣଙ୍କ ପାଇଁ କଂଗ୍ରେସର କ୍ଷତି ହେବ। ବିଶୃଙ୍ଖଳା, ଦୁର୍ବଳ ନେତୃତ୍ୱ ଓ ସେମାନଙ୍କୁ ଦଳରେ ଅବହେଳା କରାଯାଇଥିବା ନେଇ ସେମାନେ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ଅତ୍ୟନ୍ତ ଗମ୍ଭୀର।”

ଗତକାଲି ଚନ୍ଦ୍ରଶେଖର ସାହୁ ଇସ୍ତଫାପତ୍ର AICC ଓ ପିସିସି ସଭାପତିଙ୍କ ନିକଟକୁ ପଠାଇଥିଲେ। ଚନ୍ଦ୍ରଶେଖରଙ୍କ ସମେତ ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ଥିବା ଭଗବାନ ଗନ୍ତାୟତ, ବ୍ରହ୍ମପୁର ନଗର କଂଗ୍ରେସ ସଭାପତି ସଞ୍ଜିତ ପାଣିଗ୍ରାହୀ ଏବଂ ବିକ୍ରମ ପଣ୍ଡା ପ୍ରମୁଖ ଦଳରୁ ଇସ୍ତଫା ଦେଇଥିଲେ।

ସେ ଆଉ କ’ଣ କହୁଛନ୍ତି ଶୁଣନ୍ତୁ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos