ରାଜନୀତିକୁ ଓହ୍ଲାଇବେ ସୁରଙ୍କ ପାଇଲଟ ପୁଅ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜନୀତି ମଇଦାନକୁ ଓହ୍ଲାଇବେ ସୁର ରାଉତରାୟଙ୍କ ସାନପୁଅ ମନ୍ମଥ ରାଉତରାୟ। ଏନେଇ ସୂଚନା ଦେଇଛନ୍ତି ଜଟଣୀ ବିଧାୟକ ତଥା କଂଗ୍ରେସ ନେତା ସୁର ରାଉତରାୟ। ବର୍ତ୍ତମାନ ଏୟାର ଇଣ୍ଡିଆରେ ପାଇଲଟ୍ ଅଛନ୍ତି ମନ୍ମଥ ରାଉତରାୟ। ବାପା ସୁର କହିଛନ୍ତି ଯେ, ମନ୍ମଥ ୨୦ ଦିନ ବିମାନ ଉଡ଼ାଣ ଓ ବାକି ୧୦ ଦିନ ଲୋକଙ୍କ କଥା ବୁଝୁଛନ୍ତି। ଭୁବନେଶ୍ୱର ଓ ଜଟଣୀରେ ରହି ଲୋକଙ୍କ କଥା ବୁଝୁଛନ୍ତି ମନ୍ମଥ। ମୋ ଠାରୁ ମନ୍ମଥ ବେଶୀ ଲୋକଙ୍କ […]

BeFunky-collage-(37)-1

BeFunky-collage-(37)-1

Tapas Behera
  • Published: Saturday, 04 January 2020
  • Updated: 04 January 2020, 04:20 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜନୀତି ମଇଦାନକୁ ଓହ୍ଲାଇବେ ସୁର ରାଉତରାୟଙ୍କ ସାନପୁଅ ମନ୍ମଥ ରାଉତରାୟ। ଏନେଇ ସୂଚନା ଦେଇଛନ୍ତି ଜଟଣୀ ବିଧାୟକ ତଥା କଂଗ୍ରେସ ନେତା ସୁର ରାଉତରାୟ। ବର୍ତ୍ତମାନ ଏୟାର ଇଣ୍ଡିଆରେ ପାଇଲଟ୍ ଅଛନ୍ତି ମନ୍ମଥ ରାଉତରାୟ। ବାପା ସୁର କହିଛନ୍ତି ଯେ, ମନ୍ମଥ ୨୦ ଦିନ ବିମାନ ଉଡ଼ାଣ ଓ ବାକି ୧୦ ଦିନ ଲୋକଙ୍କ କଥା ବୁଝୁଛନ୍ତି। ଭୁବନେଶ୍ୱର ଓ ଜଟଣୀରେ ରହି ଲୋକଙ୍କ କଥା ବୁଝୁଛନ୍ତି ମନ୍ମଥ। ମୋ ଠାରୁ ମନ୍ମଥ ବେଶୀ ଲୋକଙ୍କ  କଥା ବୁଝିବେ ବୋଲି ସୁର କହିଛନ୍ତି।

ବଡ଼ପୁଅ ସିଦ୍ଧାର୍ଥ ବହୁ ଦୂରରେ।  ମନ୍ମଥ ଏଠି ଅଛି, ପୂର୍ବରୁ ରାଜନୀତି କଥା ବୁଝିଛି। ତେଣୁ ମନ୍ମଥ ରାଜନୀତି କରିବ କହିଲେ ବିଧାୟକ ସୁର ରାଉତରାୟ। ପୂର୍ବରୁ ରାଜନୀତି ପାଇଁ ପ୍ରସ୍ତୁତ ବୋଲି ସୁରଙ୍କ ବଡ଼ପୁଅ OTVକୁ  ସୂଚନା ଦେଇଛନ୍ତି।

ସେ କହିଥିଲେ ଯେ, ଏବେ ବାପାଙ୍କ ବୟସ ହୋଇଗଲାଣି। ଯଦି ବାପା ଆମକୁ କହିବେ, ଓଡ଼ିଶାକୁ ପରିବର୍ତ୍ତନ କରିବାର ଅଛି, ତୁମେ ଆସ। ଆମେ ନିଶ୍ଚୟ ଆସିବୁ। ସିଦ୍ଧାର୍ଥ ଆମେରିକାରେ ରୁହନ୍ତି। ସେଠାରେ ଗୋଟେ ବଡ଼ କମ୍ପାନୀର ନିର୍ଦ୍ଦେଶକ ଭାବରେ ବି କାମ କରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story