ବିଜେପି, ବିଜେଡି ଫର୍ମୁଲା ଆପଣାଇବ କଂଗ୍ରେସ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଂଗ୍ରେସ ଆପଣାଇବ ବିଜେପି ଓ ବିଜେଡି ଫର୍ମୁଲା। ବଦଳିବ କଂଗ୍ରେସର ସାଂଗଠନିକ ଢାଞ୍ଚା। ନେତା ନୁହେଁ, ଆଗାମୀ ଦିନରେ କ୍ୟାଡର ଭିତ୍ତିକ ଦଳ ହେବ କଂଗ୍ରେସ। ୨୦୨୪ ସାଧାରଣ ନିର୍ବାଚନ ଲାଗି କଂଗ୍ରେସ ପ୍ରସ୍ତୁତ କରୁଥିବା ରୋଡ଼ମ୍ୟାପ୍‌ କ୍ୟାଡର ବା ପ୍ରେରକ ନିଯୁକ୍ତି ଦଳର ପ୍ରମୁଖ ଷ୍ଟ୍ରାଟେଜି ରହିଛି। ପ୍ରତିପକ୍ଷଙ୍କୁ ମୁକାବିଲା କରିବା ଲାଗି ସ୍ୱତନ୍ତ୍ର ପ୍ରଶିକ୍ଷଣ ପ୍ରାପ୍ତ କ୍ୟାଡର ସୃଷ୍ଟି ଲାଗି ଦଳ ଏଭଳି ଯୋଜନା କରିଛି। ତେବେ ଏହାଦ୍ୱାରା କିଛି ଲାଭ ହେବନି […]

k-908

k-908

Tapas Behera
  • Published: Monday, 09 September 2019
  • Updated: 10 September 2019, 08:11 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଂଗ୍ରେସ ଆପଣାଇବ ବିଜେପି ଓ ବିଜେଡି ଫର୍ମୁଲା। ବଦଳିବ କଂଗ୍ରେସର ସାଂଗଠନିକ ଢାଞ୍ଚା। ନେତା ନୁହେଁ, ଆଗାମୀ ଦିନରେ କ୍ୟାଡର ଭିତ୍ତିକ ଦଳ ହେବ କଂଗ୍ରେସ। ୨୦୨୪ ସାଧାରଣ ନିର୍ବାଚନ ଲାଗି କଂଗ୍ରେସ ପ୍ରସ୍ତୁତ କରୁଥିବା ରୋଡ଼ମ୍ୟାପ୍‌ କ୍ୟାଡର ବା ପ୍ରେରକ ନିଯୁକ୍ତି ଦଳର ପ୍ରମୁଖ ଷ୍ଟ୍ରାଟେଜି ରହିଛି। ପ୍ରତିପକ୍ଷଙ୍କୁ ମୁକାବିଲା କରିବା ଲାଗି ସ୍ୱତନ୍ତ୍ର

ପ୍ରଶିକ୍ଷଣ ପ୍ରାପ୍ତ କ୍ୟାଡର ସୃଷ୍ଟି ଲାଗି ଦଳ ଏଭଳି ଯୋଜନା କରିଛି। ତେବେ ଏହାଦ୍ୱାରା କିଛି ଲାଭ ହେବନି ବୋଲି ବିଜେପି କହିଥିବା ବେଳେ ବିଜେଡି ଚ୍ୟାଲେଞ୍ଜକୁ ସ୍ୱାଗତ କରେ ବୋଲି କହିଛି।

ବିଜେପିର ଆରଏସ୍ଏସ୍ ଓ ବିଜୁ ଜନତା ଦଳର ବିଜୁ ଯୁବ ବାହିନୀ ଭଳି ନିଜକୁ କ୍ୟାଡର ଭିତ୍ତିକ ଦଳରେ ପରିଣତ କରିବାକୁ ପ୍ରୟାସ ଆରମ୍ଭ କରିଛି କଂଗ୍ରେସ। ପ୍ରେରକ ନାଁରେ ପରିଚିତ ଏହି କ୍ୟାଡରମାନଙ୍କୁ ସାକ୍ଷାତକାର ମାଧ୍ୟମରେ ଚୟନ କରାଯିବ। କଂଗ୍ରେସର ନୀତି, ଆଦର୍ଶ ଓ ଅଭିମୁଖ୍ୟ ସଂପର୍କରେ ଏମାନଙ୍କୁ ପ୍ରଶିକ୍ଷଣ ଦିଆଯିବ। ଏଥିଲାଗି ଜିଲ୍ଲା, ରାଜ୍ୟ ଓ ଜାତୀୟସ୍ତରରେ ସିଲାବସ୍ ବି ପ୍ରସ୍ତୁତ ହୋଇଛି। କ୍ୟାଡର ଚୟନରୁ ଆରମ୍ଭ କରି ପ୍ରଶିକ୍ଷଣ ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ବିଭାଗ ଏହି ଦାୟିତ୍ୱରେ ରହିବ।

ପ୍ରେରକମାନଙ୍କୁ ଦଳର ଦିଗ୍‌ଦର୍ଶକ ମଣ୍ଡଳୀ ହିସାବରେ ବିବେଚନା କରାଯିବ। ସେହିପରି ଏମାନେ ସିଧାସଳଖ ଆରଏସଏସ ଓ ବିଜୁ ଯୁବବାହିନୀକୁ କାଉଣ୍ଟର କରିବେ। ଉଭୟ ରାଜ୍ୟ ଓ ଜାତୀୟସ୍ତରରେ ଦଳ ତଳକୁ ତଳକୁ ଯାଉଥିବା ଓ ଯୁବପିଢ଼ି ଏହାଠାରୁ ଦୂରେଇ ଯାଉଥିବା ଦେଖି କଂଗ୍ରେସ ଏଭଳି ଷ୍ଟ୍ରାଟେଜି ଆପଣେଇଥିବା କୁହାଯାଉଛି।

ତେବେ କଂଗ୍ରେସର ଏହି ନୂଆ ଯୋଜନାକୁ ଗୁରୁତ୍ୱ ଦେଇନି। ବିଜେପି ସେପଟେ କଂଗ୍ରେସର ପଦକ୍ଷେପ ଦଳୀୟ ଗଡ଼ ଭୁଶୁଡି ପଡ଼ିଥିବାର ପ୍ରମାଣ ବୋଲି କହିଛି ବିଜେଡି ଅନ୍ୟପକ୍ଷରେ ଦଳକୁ କ୍ୟାଡ଼ର ଭିତ୍ତିକ ପାର୍ଟି ନକଲେ ଅନ୍ୟ ଚାରା ନାହିଁ ବୋଲି ବିଶେଷଜ୍ଞ ମତ ରଖିଛନ୍ତି। ଏପଟେ ସଭ୍ୟ ସଂଗ୍ରହ ଲାଗି ବି କଂଗ୍ରେସ ନୂଆ ଷ୍ଟ୍ରାଟେଜି ଆପଣେଇଛି। ଏଥର ସଭ୍ୟଙ୍କ ସହ ସେମାନଙ୍କ ଭୋଟ ପରିଚୟ ପତ୍ରକୁ ଲିଙ୍କ୍ କରାଯିବ। ଜଣେ ବ୍ୟକ୍ତି ମାତ୍ର ପାଞ୍ଚ ଟଙ୍କା ଦେଇ ପାଞ୍ଚ ବର୍ଷ ପାଇଁ କଂଗ୍ରେସର ସଭ୍ୟ ହୋଇପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story