ତୈଳଦର ବୃଦ୍ଧି ପ୍ରତିବାଦରେ ଯୁବକଂଗ୍ରେସର ବିକ୍ଷୋଭ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଙ୍କଟ ସମୟରେ ତୈଳଦର ବୃଦ୍ଧିକୁ ତୀବ୍ର ବିରୋଧ କରି ଓଡ଼ିଶା ପ୍ରଦେଶ ଯୁବକଂଗ୍ରେସ ପକ୍ଷରୁ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ମାଷ୍ଟରକ୍ୟାଣ୍ଟିନ ଛକଠାରେ ପ୍ରଦେଶ ଯୁବକଂଗ୍ରେସ ସଭାପତି ଲୋକନାଥ ମହାରଥୀଙ୍କ ନେତୃତ୍ୱରେ ଯୁବକଂଗ୍ରେସ କର୍ମୀମାନେ ଏକଜୁଟ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୁଶପୁତ୍ତଳିକା ଦାହ କରିଥିଲେ। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ମହାରଥି କହିଛନ୍ତି ଯେ, ଏବେ କରୋନା ମହାମାରୀରେ […]

2-1

2-1

Tapas Behera
  • Published: Friday, 12 June 2020
  • Updated: 12 June 2020, 08:03 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଙ୍କଟ ସମୟରେ ତୈଳଦର ବୃଦ୍ଧିକୁ ତୀବ୍ର ବିରୋଧ କରି ଓଡ଼ିଶା ପ୍ରଦେଶ ଯୁବକଂଗ୍ରେସ ପକ୍ଷରୁ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।
ମାଷ୍ଟରକ୍ୟାଣ୍ଟିନ ଛକଠାରେ ପ୍ରଦେଶ ଯୁବକଂଗ୍ରେସ ସଭାପତି ଲୋକନାଥ ମହାରଥୀଙ୍କ ନେତୃତ୍ୱରେ ଯୁବକଂଗ୍ରେସ କର୍ମୀମାନେ ଏକଜୁଟ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୁଶପୁତ୍ତଳିକା ଦାହ କରିଥିଲେ। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ମହାରଥି କହିଛନ୍ତି ଯେ, ଏବେ କରୋନା ମହାମାରୀରେ ସମଗ୍ର ଦେଶ ହନ୍ତସନ୍ତ ହେଉଥିବାବେଳେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଦର ମନଇଚ୍ଛା ବଢ଼ାଇ ଚାଲିବା ଜନସାଧାରଣଙ୍କ ଆର୍ଥିକ ମାନଦଣ୍ଡକୁ ଦୋହଲାଇ ଦେଇଛି। ଦୀର୍ଘ ଦିନ ଧରି ଲକଡାଉନରେ ହନ୍ତସନ୍ତ ହେବାପରେ  ଲୋକମାନେ ଜୀବନଜୀବିକା ପାଇଁ ଘରୁ ବାହାରିଛନ୍ତି। ଆଉ ଏହି ସମୟରେ ତୈଳଦର ବୃଦ୍ଧି ବାହାରିଲେ ସେତେବେଳେ ଏହି ତେଲ ଦର ବୃଦ୍ଧି ସେମାନଙ୍କୁ ଆଘାତ ଦେଇଛି।

ଆର୍ନ୍ତଜାତିକ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୨୦ ଡଲାର ଥିଲାବେଳେ ପେଟ୍ରୋଲ ଲିଟର ପିଛା ୭୦ ଟଙ୍କା ଥିଲା। ଏବେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ବ୍ୟାରେଲ୍ ପିଛା ୩୦ ଡଲାରରୁ କମ୍ ଥିବାବେଳେ କେନ୍ଦ୍ର ସରକାର ଡିଜେଲ ଓ ପେଟ୍ରୋଲ ଦରକୁ ହୁ ହୁ ହୋଇ ବଢ଼ାଇ ଚାଲିଛନ୍ତି। ଫଳରେ ଲୋକମାନଙ୍କର ଦୁର୍ଦ୍ଦଶା ଅହେତୁକ ଭାବରେ ବୃଦ୍ଧି ପାଇଛି । କେନ୍ଦ୍ର ଓ ରାଜ୍ୟ ସରକାର ତୈଳ ଉପରେ ଶତକଡା ୭୫ ଭାଗ ଟିକସ ନେଉଛନ୍ତି।

ଏଭଳି ପରିସ୍ଥିତିରେ ଯଦି ସରକାର ଟିକସ ନେବା କମାଇ ଦିଅନ୍ତେ, ତେବେ ତୈଳ ଦର ବହୁତ କମି ଯାଆନ୍ତା। କିନ୍ତୁ ସରକାର ଏହା ନକରି ମନଇଚ୍ଛା ତୈଳ ଦର ବୃଦ୍ଧି କରି ସାଧାରଣ ଲୋକଙ୍କ ଜୀବନ ଜୀବକାକୁ ପ୍ରଭାବିତ କରୁଛନ୍ତି।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମନୋରନ ଦାଶ, ରଂଜିତ୍ ପାତ୍ର, ସଂକୁନା କହଁର, ଦେବାଶିଷ ମହାପାତ୍ର, ବିରଂଚି ବାରିକ, ଦୀପକ ମହାପାତ୍ର, ବିଶ୍ୱରଂଜନ ଦାସ, ଚିନ୍ମୟ ପ୍ରଧାନ, ବିପ୍ଳବ ପରିଡା, ନଳିନୀକାନ୍ତ ନାୟକ, ପ୍ରତାପ କୁମାର ପ୍ରଧାନ, ଶୁଭ୍ରକାନ୍ତ ଜେନା, କାର୍ତିକେଶ୍ୱର ତାଣ୍ଡି ଓ ଆଲୋକ କୁମାର ଦିଗଲ ପ୍ରମୁଖ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story