ବିଧାୟକ ନବ ଦାସ ଓ ପୂର୍ବତନ ସାଂସଦ ଭକ୍ତ ଦାସଙ୍କୁ ନେଇ କଂଗ୍ରେସର ବଢୁଛି ଅଡୁଆ

ଭୁବନେଶ୍ୱର: ବିଧାୟକ ନବ ଦାସ ଓ ପୂର୍ବତନ ସାଂସଦ ଭକ୍ତ ଚରଣ ଦାସଙ୍କୁ ନେଇ କଂଗ୍ରେସର ଅଡୁଆ ବଢିବାରେ ଲାଗିଛି। ନବଙ୍କୁ ବିଧାନସଭାରେ ଅଶ୍ଳୀଳ ଭିଡିଓ ଦେଖୁଥିବା ଅଭିଯୋଗ ସମ୍ପର୍କରେ ଏଆଇସିସି ସ୍ପଷ୍ଟୀକରଣ ମାଗିଛି। ଦଳର କିଛି ନେତା ମଧ୍ୟ ଏଆଇସିସି ପାଖକୁ ନବ ଦେଖିଥିବା ଭିଡିଓ କ୍ଳିପିଂସ୍ ପଠାଇଥିବା ଜଣାପଡ଼ିଛି। ଏପଟେ ଭକ୍ତଙ୍କ ବିରୋଧରେ ଦଳର ଅନ୍ୟ ନେତାଙ୍କ ବିଷୋଦଗାର ଦଳୀୟ କନ୍ଦଳକୁ ନୂଆ ମୋଡ଼ ଦେଇଛି। କିଛି କଂଗ୍ରେସ ବିଧାୟକ ବିଧାନସଭାରେ ନବ ଦେଖିଥିବା […]

naba-bhakta

naba-bhakta

Rakesh Mallick
  • Published: Saturday, 19 December 2015
  • Updated: 19 December 2015, 05:49 PM IST

Sports

Latest News

ଭୁବନେଶ୍ୱର: ବିଧାୟକ ନବ ଦାସ ଓ ପୂର୍ବତନ ସାଂସଦ ଭକ୍ତ ଚରଣ ଦାସଙ୍କୁ ନେଇ କଂଗ୍ରେସର ଅଡୁଆ ବଢିବାରେ ଲାଗିଛି। ନବଙ୍କୁ ବିଧାନସଭାରେ ଅଶ୍ଳୀଳ ଭିଡିଓ ଦେଖୁଥିବା ଅଭିଯୋଗ ସମ୍ପର୍କରେ ଏଆଇସିସି ସ୍ପଷ୍ଟୀକରଣ ମାଗିଛି। ଦଳର କିଛି ନେତା ମଧ୍ୟ ଏଆଇସିସି ପାଖକୁ ନବ ଦେଖିଥିବା ଭିଡିଓ କ୍ଳିପିଂସ୍ ପଠାଇଥିବା ଜଣାପଡ଼ିଛି। ଏପଟେ ଭକ୍ତଙ୍କ ବିରୋଧରେ ଦଳର ଅନ୍ୟ ନେତାଙ୍କ ବିଷୋଦଗାର ଦଳୀୟ କନ୍ଦଳକୁ ନୂଆ ମୋଡ଼ ଦେଇଛି।

କିଛି କଂଗ୍ରେସ ବିଧାୟକ ବିଧାନସଭାରେ ନବ ଦେଖିଥିବା ଭିଡିଓ କ୍ଲିପିଂସକୁ ଏଆଇସିସି ପାଖକୁ ପଠାଇଛନ୍ତି। ଏହାସହ ଅଭିଯୋଗ କରିଛନ୍ତି, ପ୍ରଶ୍ନକାଳ ଚାଲିଥିବା ବେଳେ କିପରି ଥିଲା ନବଙ୍କ ଆଚରଣ। ଏଆଇସିସି ଏହାକୁ ଗୁରୁତର ସହ ନେଇ ନବଙ୍କ ପାଖରୁ ସ୍ପଷ୍ଟୀକରଣ ମାଗିଛି। ତେବେ ଏ ସମ୍ପର୍କରେ ନବ ଦାସ ପ୍ରତିକ୍ରିୟା ଦେଇନାହାନ୍ତି। ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହୀନପତି କହିଛନ୍ତି, ଏଆଇସିସି ରିପୋର୍ଟ ମାଗିଥିଲେ, ପିସିସି ସଭାପତି ସତ ରିପୋର୍ଟ ଦେବେ। ଦଳର ଆଭ୍ୟନ୍ତରୀଣ ବିଷୟ ହୋଇଥିବାରୁ କିଛି କହିବାକୁ ମନା କରିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର। ସେହିପରି ପିସିସି ସଭାପତି ଓ ସହପ୍ରଭାରୀ ମଧ୍ୟ ଏ ଘଟଣା ସମ୍ପର୍କରେ କିଛି କହିବାକୁ ମନା କରିଦେଇଛନ୍ତି।

ଗୋଟିଏ ପଟେ ନବ ଦାସଙ୍କୁ ନେଇ ଅଡୁଆ ଅନ୍ୟ ପଟେ ଭକ୍ତ ଦାସଙ୍କୁ ନେଇ ଦଳ ଭିତରେ ତୁ ତୁ ମେ ମେ ଲାଗି ରହିଛି। ବରିଷ୍ଠ ନେତା ସୁରେଶ ରାଉତରାୟ କହିଛନ୍ତି କଳାହାଣ୍ଡି କଂଗ୍ରେସରେ ଭକ୍ତଙ୍କ କୌଣସି ପ୍ରଭାବ ନାହିଁ। ସେ ପିସିସି ସଭାପତି ହେବାକୁ ଲକ୍ଷ୍ୟ ରଖିଥିଲେ। ଭକ୍ତି ଏହାର ଜବାବ ଦେଇ କହିଛନ୍ତି ପିସିସି ସଭାପତି ହେବାର ଥିଲେ ଭୁବନେଶ୍ୱରରେ ରାଜନୀତି କରିଥାନ୍ତି। କଳାହାଣ୍ଡି ଓ ଦିଲ୍ଲୀରେ ରାଜନୀତି କରୁନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story