ଆଦିବାସୀ ମହିଳାଙ୍କ ହତ୍ୟାକୁ ଚପାଇବାକୁ ଷଡ଼ଯନ୍ତ୍ର କରୁଛି ପୁଲିସ: କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାଲକାନଗିରି ସଦର ମହକୁମା ପୁଲିସ କ୍ୟାଣ୍ଟିନରେ  କାର୍ଯ୍ୟରତ ଆଦିବାସୀ ମହିଳାଙ୍କୁ ଅମାନୁଷିକ ଭାବେ ଗଣଦୁଷ୍କର୍ମ ଓ ହତ୍ୟା କରାଯିବା ଘଟଣାକୁ ଚାପି ଦେବାକୁ ପୁଲିସ ଷଡ଼ଯନ୍ତ୍ର କରୁଛି ବୋଲି କଂଗ୍ରେସ ଅଭିଯୋଗ କରିଛି।  ହତ୍ୟା ଘଟଣାକୁ ମାସେ ବିତିଯାଇଥିଲେ ମଧ୍ୟ ପୁଲିସ କାହାରିକୁ ଗିରଫ କରିନାହିଁ ଓ ରାଜ୍ୟ ସରକାର ମଧ୍ୟ ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ନିରବ ରହିଛନ୍ତି। ଯାହାକି ରାଜ୍ୟ ସରକାରଙ୍କ ଅସଲ ମୁଖା ଖୋଲିଦେଇଛି ବୋଲି କଂଗ୍ରେସ କହିଛି। ଆଜି […]

690

690

Tapas Behera
  • Published: Wednesday, 10 June 2020
  • Updated: 10 June 2020, 06:25 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାଲକାନଗିରି ସଦର ମହକୁମା ପୁଲିସ କ୍ୟାଣ୍ଟିନରେ  କାର୍ଯ୍ୟରତ ଆଦିବାସୀ ମହିଳାଙ୍କୁ ଅମାନୁଷିକ ଭାବେ ଗଣଦୁଷ୍କର୍ମ ଓ ହତ୍ୟା କରାଯିବା ଘଟଣାକୁ ଚାପି ଦେବାକୁ ପୁଲିସ ଷଡ଼ଯନ୍ତ୍ର କରୁଛି ବୋଲି କଂଗ୍ରେସ ଅଭିଯୋଗ କରିଛି।  ହତ୍ୟା ଘଟଣାକୁ ମାସେ ବିତିଯାଇଥିଲେ ମଧ୍ୟ ପୁଲିସ କାହାରିକୁ ଗିରଫ କରିନାହିଁ ଓ ରାଜ୍ୟ ସରକାର ମଧ୍ୟ ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ନିରବ ରହିଛନ୍ତି। ଯାହାକି ରାଜ୍ୟ ସରକାରଙ୍କ ଅସଲ ମୁଖା ଖୋଲିଦେଇଛି ବୋଲି କଂଗ୍ରେସ କହିଛି।

ଆଜି କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ କହିଛନ୍ତି ଯେ, ରାଜ୍ୟରେ ମହିଳାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା କରାଯାଉଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ଗୃହ ବିଭାଗ ଅପରାଧିଙ୍କୁ ଘଂଟ ଘୋଡ଼ାଉଛନ୍ତି। ମୁଖ୍ୟମନ୍ତ୍ରୀଙ୍କର ମା’କୁ ସମ୍ମାନ ଆହ୍ୱାନ ଏକ ନାଟକବାଜିରେ ପରିଣତ ହୋଇଛି। ଗୃହ ବିଭାଗ ସଂପୂର୍ଣ୍ଣ ଅପାରଗ ହୋଇପଡ଼ିଥିବାରୁ ଗଣଦୁଷ୍କର୍ମ ବଢ଼ିଚାଲିଛି। ସେ କହିଛନ୍ତି ଯେ,  ମାଲକାନଗିରିରେ ଏବେ ରାଜଧାନୀ ଭୁବନେଶ୍ୱରଠୁ ଅଧିକ ପୁଲିସ୍ ଓ ପାରାମିଲିଟାରୀ ଫୋର୍ସ ଥିବାବେଳେ ପୁଲିସ କ୍ୟାଂଟିନରେ ହେଲପର ଭାବରେ କାର୍ଯ୍ୟ କରି ଆସୁଥିବା ଚନ୍ଦ୍ରମାଙ୍କୁ ପୁଲିସ ଛାଉଣୀ ମଧ୍ୟରେ ଗଣଦୁଷ୍କର୍ମ ଓ ହତ୍ୟା କରାଯିବା ହିଁ ପୁଲିସର ଅପାରଗତାକୁ ପଦାରେ ପକାଇଛି। ଚନ୍ଦ୍ରମାର ଛାତି ଏବଂ ତଳିପେଟରେ ଲୁହା ରଡ୍ ଭୁଷା ଯାଇଛି ଏବଂ ଅମାନବୀୟ ଭାବେ ତା’ର ସର୍ବାଙ୍ଗକୁ ଖିନ୍‌ଭିନ୍ କରି ଆକ୍ରମଣ କରାଯାଇଛି। ଆଉ ସବୁଠୁ ପରିତାପର ବି ପୁଲିସ ନିଜେ ଏବେ ଏହି ଘଟଣାକୁ ଚପାଇ ଦେବାକୁ ବସିଛି। ଯଦି ସରକାର ତୁରନ୍ତ ଦୋଷୀକୁ ଗିରଫ କରି ମୃତକର ପରିବାରକୁ ନ୍ୟାୟ ନଦିଅନ୍ତି ତେବେ ଆଗାମୀ ଦିନରେ ବିଧାନସଭା ଘେରାଉ କରାଯିବ ବୋଲି ଶ୍ରୀ ମାଝୀ ଚେତାବନୀ ଦେଇଛନ୍ତି। ଏହାସହିତ ମୃତକର ପରିବାରକୁ ତୁରନ୍ତ ୨୦ ଲକ୍ଷ ଟଙ୍କା ଆର୍ଥିକ କ୍ଷତିପୂରଣ ଦେବାକୁ ଶ୍ରୀ ମାଝୀ ଦାବି କରିଛନ୍ତି।

ଶ୍ରୀ ମାଝୀ କହିଛନ୍ତି ଯେ, ଚନ୍ଦ୍ରମାକୁ ଚିକିତ୍ସା ପାଇଁ ୩ଦିନ ଧରି ମାଲକାନଗିରି ମୁଖ୍ୟ ଡାକ୍ତରଖାନାରେ ପକାଇ ରଖାଯାଇଥିଲା। ସେଠାରୁ କୋରାପୁଟ ଲକ୍ଷ୍ମଣନାୟକ ମେଡିକାଲ କଲେଜ ଓ ପରେ ବ୍ରହ୍ମପୁର ମେଡିକାଲ କଲେଜ ଓ ହସ୍ପିଟାଲ ନିଆଯାଇଥିଲା। ଆଉ ଏ ସମସ୍ତ କାର୍ଯ୍ୟ ପୁଲିସ ହେପାଜତରେ ହୋଇଥିଲା। କୋରାପୁଟରୁ ବ୍ରହ୍ମପୁର ଯିବା ସମୟରେ ଚନ୍ଦ୍ରମା ସହ ଆମ୍ବୁଲାନ୍ସରେ ଯାଉଥିବା ତା’ର ସ୍ୱାମୀ ବୁଦୁରା ଗୌଡ଼ ଏବଂ ତା’ର ୨ୟ ସ୍ତ୍ରୀ ଯମୁନା ମାଟିଆର ଟିପ ଚିହ୍ନ ୬ଟି ସାଧା କାଗଜରେ ପୁଲିସ୍ ନେଇ ଯାଇଥିଲା। ଆଉ ବ୍ରହ୍ମପୁର ଯିବା ବାଟରେ ହିଁ ରାୟଗଡ଼ଠାରେ ଚନ୍ଦ୍ରମାର ମୃତ୍ୟୁ ହୋଇଥିଲା। ଏପହାପରେ ପୁଲିସ ହଠାତ୍ ଚନ୍ଦ୍ରମାର ସ୍ୱାମୀ ବୁଦୁରା ଗୌଡ଼ଠୁ ମୋବାଇଲ ଫୋନ୍ ଛଡ଼ାଇ ନେଇଥିଲା। ଚନ୍ଦ୍ରମାର ପୋଷ୍ଟମର୍ଟମ ରାୟଗଡ଼ା ମୁଖ୍ୟ ଚିକିତ୍ସାଳୟରେ ହୋଇଥିଲା ।

ଚନ୍ଦ୍ରମାର ମୃତ ଶରୀରକୁ ସିଧାସଳଖ ମାଲକାନଗିରି ଅଣାଯାଇଥିଲା। ମାତ୍ର ରାତି ଅଧରେ ପୁଲିସ ଉପସ୍ଥିତ ରହି ଶବଦାହ କାର୍ଯ୍ୟ କରିବା ପାଇଁ ବୁଦୁରା ଗୌଡ଼କୁ ବାଧ୍ୟ କରିଥିଲେ। ଫଟୋ ଓ ଭିଡିଓ ସୁଟିଂ ନକରିବା ପାଇଁ ପୁଲିସ ଧମକ ଚମକ ଦେଲେ ଓ ସମସ୍ତଙ୍କ ଠାରୁ ମୋବାଇଲ ଫୋନ ଛଡ଼ାଇ ନେଇଥିଲେ। ପୁଲିସର ଏପରି କାର୍ଯ୍ୟ ଚନ୍ଦ୍ରମାର ଗଣଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ପୁଲିସର ଭୂମିକା ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଏହି ଘଟଣାରେ ତୁରନ୍ତ ତଦନ୍ତ ପାଇଁ ମାଲକାନଗିରି କଂଗ୍ରେସର ଏକ ପ୍ରତିନିଧି ଦଳ ମେ’ ୧୫ତାରିଖରେ ମାଲକାନାଗିରି ଏସପିଙ୍କ ସହ ଆଲୋଚନା କରିଥିଲେ। ୧୫ ଦିନ ଭିତରେ ସମସ୍ତ ଦୋଷୀଙ୍କୁ ଧରିବା ପାଇଁ ଏସପି ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ସମଗ୍ର ଘଟଣାରେ ପୁଲିସର ଭୂମିକା ସନ୍ଦେହଜନକ ଥିବାରୁ ମାଲ୍‌କାନଗିରି ଏସପି ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିନାହାନ୍ତି ।

ଶ୍ରୀ ମାଝୀ କହିଛନ୍ତି ଯେ କୁନ୍ଦୁଲି ପୀଡ଼ିତାର ନ୍ୟାୟ ଦାବିରେ କୁନ୍ଦୁଲିରୁ ଦିଲ୍ଳୀ ପର୍ଯ୍ୟନ୍ତ ସେ ଲଢ଼େଇ କରିଥିଲେ ମଧ୍ୟ ନବୀନ ସରକାର ଅପରାଧିକୁ ସୁରକ୍ଷା ଦେବାରେ ସଫଳ ହୋଇଛନ୍ତି। କିନ୍ତୁ ସଂଗ୍ରାମ ଜାରି ରହିଛି। ପିପିଲିର ବେବିନା, ଟିକିରିର ଇତିଶ୍ରୀ, ନବରଙ୍ଗପୁରର ହେମଲତା ପ୍ରେରିକା, ଧର୍ମଶାଳାର ସ୍ମିତାରାଣୀ ବିଶ୍ୱାଳ ଗଣଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଥିବା ବେଳେ ଏବଂ ଯାଜପୁରର ମନିଷା ମଲ୍ଲିକ ପୁଲିସ ଦ୍ୱାରା ଅପହରଣ ଓ ଦୁଷ୍କର୍ମର ଶିକାର ହୋଇ ନ୍ୟାୟ ପାଇଁ ଲଢ଼େଇ କରୁଛି। ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା ଗୃହ ବିଭାଗ ଏବେ ପଙ୍ଗୁ ହୋଇଯାଇଛି ତଥାପି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାରତରେ ୧ ନମ୍ବର। ଏହା କେଉଁ ଗଣିତର ସୂତ୍ରରେ ସମ୍ଭବ ହୋଇପାରିଲା ତାହା ରାଜ୍ୟବାସୀ ଜାଣିବାକୁ ଚାହୁଁଛନ୍ତି ବୋଲି କଂଗ୍ରେସ ପ୍ରଶ୍ନ କରିଛିି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story