‘ଟ୍ରାଫିକ ନିୟମ ଉଲ୍ଲଘଂନ ନାଁରେ ଲୋକଙ୍କୁ ଅତ୍ୟାଚାର କରୁଛି ପୁଲିସ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟ୍ରାଫିକ ନିୟମ ଉଲ୍ଲଘଂନ ନାଁରେ ସାଧାରଣ ଲୋକଙ୍କୁ ଅତ୍ୟାଚାର କରାଯାଉଛି ବୋଲି ଜଟଣୀ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ ଅଭିଯୋଗ କରିଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ରାଉତରାୟ କହିଛନ୍ତି ଯେ ପୁଲିସ ଓ ଆରଟିଓ ଗାଡ଼ି ଚାଳକଙ୍କୁ ଯେଉଁ ବ୍ୟବହାର କରୁଛନ୍ତି ତାହା ହିଟଲରୀ ଶାସନ ଓ ଇଦ୍ ଅମିନ୍ ଶାସନକୁ ବଳି ଯାଇଛି। ଗାଡ଼ିଚାଳକଙ୍କ ଉପରେ ଯେଉଁ ଜରିମାନା ଲାଗୁ କରାଯାଉଛି, ତାହା ଗାଡ଼ିର […]

sura,,,

sura,,,

Manoranjan Sial
  • Published: Monday, 02 March 2020
  • Updated: 02 March 2020, 07:36 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟ୍ରାଫିକ ନିୟମ ଉଲ୍ଲଘଂନ ନାଁରେ ସାଧାରଣ ଲୋକଙ୍କୁ ଅତ୍ୟାଚାର କରାଯାଉଛି ବୋଲି ଜଟଣୀ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ ଅଭିଯୋଗ କରିଛନ୍ତି।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ରାଉତରାୟ କହିଛନ୍ତି ଯେ ପୁଲିସ ଓ ଆରଟିଓ ଗାଡ଼ି ଚାଳକଙ୍କୁ ଯେଉଁ ବ୍ୟବହାର କରୁଛନ୍ତି ତାହା ହିଟଲରୀ ଶାସନ ଓ ଇଦ୍ ଅମିନ୍ ଶାସନକୁ ବଳି ଯାଇଛି। ଗାଡ଼ିଚାଳକଙ୍କ ଉପରେ ଯେଉଁ ଜରିମାନା ଲାଗୁ କରାଯାଉଛି, ତାହା ଗାଡ଼ିର କ୍ରୟ ମୂଲ୍ୟ ଠାରୁ ଅଧିକ। ରୋଗୀ, ଛାତ୍ର, ପରୀକ୍ଷାର୍ଥୀ ଏବଂ ଅତି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଯାଉଥିବା ଗାଡ଼ିକୁ ଅଟକା ଯାଇ ଗାଳିଗୁଲଜ କରିବା ସହ ଥାନାକୁ ଜବରଦସ୍ତ ଗାଡ଼ି ନିଆଯାଉଛି। ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ଏହା ସ୍ପୃହଣୀୟ ନୁହେଁ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସାଧାରଣ ଜନତାଙ୍କ ଠାରୁ ଯେଉଁଭଳି ଭାବରେ ଜରିମାନା ଆଦାୟ କରୁଛନ୍ତି, ଏହା ଏକ ଜନବିରୋଧି ନିଷ୍ପତ୍ତି ବୋଲି ଶ୍ରୀ ରାଉତରାୟ କହିଛନ୍ତି । ଲୋକ ଭୋଟ ଦେଇ ବିଜେଡି ଓ ବିଜେପିକୁ ସରକାରରେ ବସାଇଛନ୍ତି। ମାତ୍ର ସରକାରରେ ବସିଲା ପରେ ଲୋକମାନଙ୍କ ପ୍ରତି ଉଭୟ ବିଜେଡି ଓ ବିଜେପି ସରକାର ଯେଉଁ ଅମାନୁଷିକ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି, ତାହା ଲୋକଙ୍କୁ ଅତିଷ୍ଠ କଲାଣି।

ଲୋକମାନଙ୍କ କ୍ରୋଧ ପୁଞ୍ଜିଭୂତ ହେଉଛି। ଯଦି ସାଧାରଣ ଜନତାର ଭୁଲ୍ ଥାଏ,ତାହେଲେ ଜରିମାନା ଆଦାୟର ଶୈଳୀ ଏପରି ନୁହେଁ ବୋଲି ଶ୍ରୀ ରାଉତରାୟ କହିଛନ୍ତି। ଯଦି କେନ୍ଦ୍ର ଓ ରାଜ୍ୟ ସରକାର ତାଙ୍କର ଆଚରଣ ଓ ଉଚ୍ଚାରଣରେ ପରିବର୍ତ୍ତନ ନକରିନ୍ତି ଏବଂ ପୁଲିସ ଓ ଆରଟିଓ ତାଙ୍କର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନରେ ଯଦି ସଂଶୋଧନ ନକରନ୍ତି ତେବେ ଆରଟିଓ ଅଫିସ୍ ଏବଂ କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟକୁ ଘେରାଉ କରାଯିବ ବୋଲି ଶ୍ରୀ ରାଉତରାୟ ଚେତାବନୀ ଦେଇଛନ୍ତି। ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ହିଟ୍‌ଲରୀ ଶାସନକୁ କଂଗ୍ରେସ ବରଦାସ୍ତ କରିବ ନାହିଁ। ଏହାର ଦୃଢ଼ ଜବାବ ଦିଆଯିବ ବୋଲି ଶ୍ରୀ ରାଉତରାୟ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story