ରେଳ ଧାରଣା ଉପରେ ଚଢ଼ିଗଲା କଣ୍ଟେନର୍

ସମ୍ୱଲପୁର(ସଞ୍ଜୟ ଜେନା): ରେଳ ଧାରଣା ଉପରେ ଚଢ଼ିଗଲା କଣ୍ଟେନର୍। ଆଜି ସମ୍ବଲପୁର-ବୁର୍ଲା ରାସ୍ତାର ଲକ୍ଷ୍ମୀଡୁଙ୍ଗୁରୀ ନିକଟରେ ଏହି ଦୁର୍ଘଟଣା ଘଟିଛି। ରାସ୍ତାକୁ ଲାଗି ଥିବା ରେଳ ଧାରଣା ଉପରେ କଣ୍ଟେନର୍‌ଟି ଚଢ଼ି ଯାଇଛି। ତେବେ ସୌଭାଗ୍ୟବସତଃ କଣ୍ଟେନ୍‌ର ଡ୍ରାଇଭର୍ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏହାସହ କୌଣସି ଜନଜୀବନ କ୍ଷୟକ୍ଷତି ହୋଇନାହିଁ। କଣ୍ଟେନର୍‌ଟି ରେଳ ଧାରଣାରେ ଚଢ଼ିଯିବା ଫଳରେ ସମ୍ବଲପୁର-ହୀରାକୁଦ ମଧ୍ୟରେ କିଛି ସମୟ ଧରି ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ବିଭିନ୍ନ ଷ୍ଟେସନ୍‌ରେ ଟ୍ରେନ୍ ଅଟକି ରହିଥିଲା। […]

container

container

Jitendra Garnayak
  • Published: Sunday, 03 March 2019
  • Updated: 03 March 2019, 11:47 AM IST

Sports

Latest News

ସମ୍ୱଲପୁର(ସଞ୍ଜୟ ଜେନା): ରେଳ ଧାରଣା ଉପରେ ଚଢ଼ିଗଲା କଣ୍ଟେନର୍। ଆଜି ସମ୍ବଲପୁର-ବୁର୍ଲା ରାସ୍ତାର ଲକ୍ଷ୍ମୀଡୁଙ୍ଗୁରୀ ନିକଟରେ ଏହି ଦୁର୍ଘଟଣା ଘଟିଛି। ରାସ୍ତାକୁ ଲାଗି ଥିବା ରେଳ ଧାରଣା ଉପରେ କଣ୍ଟେନର୍‌ଟି ଚଢ଼ି ଯାଇଛି।

ତେବେ ସୌଭାଗ୍ୟବସତଃ କଣ୍ଟେନ୍‌ର ଡ୍ରାଇଭର୍ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏହାସହ କୌଣସି ଜନଜୀବନ କ୍ଷୟକ୍ଷତି ହୋଇନାହିଁ।

760କଣ୍ଟେନର୍‌ଟି ରେଳ ଧାରଣାରେ ଚଢ଼ିଯିବା ଫଳରେ ସମ୍ବଲପୁର-ହୀରାକୁଦ ମଧ୍ୟରେ କିଛି ସମୟ ଧରି ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ବିଭିନ୍ନ ଷ୍ଟେସନ୍‌ରେ ଟ୍ରେନ୍ ଅଟକି ରହିଥିଲା। ରେଳ କର୍ମଚାରୀମାନେ ପହଞ୍ଚି କଣ୍ଟେନରଟିକୁ ଧାରଣା ଉପରୁ ହଟାଇବା ପରେ ପୁଣି ରେଳ ଚଳାଚଳ ସ୍ୱାଭାବିକ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story