ବ୍ରହ୍ମବରଦାରେ ବଢ଼ିଲା କଣ୍ଟେନମେଣ୍ଟ ଅବଧି

ଯାଜପୁର (ଓଡ଼ିଶା ରିପୋର୍ଟର): ଯାଜପୁର ଜିଲ୍ଳା ବ୍ରହ୍ମବରଦାରେ ଜଣେ କରୋନା ଆକ୍ରାନ୍ତ ଚି଼ହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତୁରନ୍ତ ତାହାକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଥିଲ।। ଆଜି ରାତି ଆଠଟାରେ ଏହି ଅବଧି ସରୁଥିବା ବେଳେ ପ୍ରଶାସନ ପକ୍ଷରୁ ଏହାକୁ  ପୁଣି  ଥରେ ବଢ଼ାଯାଇଛି। ଆସନ୍ତା ୧୨ ତାରିଖ ରାତି ଆଠଟା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ  ଆଜି ଏହି ସୂଚନା ଦେଇଛନ୍ତି। ବ୍ରହ୍ମବରଦାର […]

jajpur-district

jajpur-district

Tapaswini Nayak
  • Published: Wednesday, 08 April 2020
  • Updated: 08 April 2020, 02:18 PM IST

Sports

Latest News

ଯାଜପୁର (ଓଡ଼ିଶା ରିପୋର୍ଟର): ଯାଜପୁର ଜିଲ୍ଳା ବ୍ରହ୍ମବରଦାରେ ଜଣେ କରୋନା ଆକ୍ରାନ୍ତ ଚି଼ହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତୁରନ୍ତ ତାହାକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଥିଲ।। ଆଜି ରାତି ଆଠଟାରେ ଏହି ଅବଧି ସରୁଥିବା ବେଳେ ପ୍ରଶାସନ ପକ୍ଷରୁ ଏହାକୁ  ପୁଣି  ଥରେ ବଢ଼ାଯାଇଛି। ଆସନ୍ତା ୧୨ ତାରିଖ ରାତି ଆଠଟା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ  ଆଜି ଏହି ସୂଚନା ଦେଇଛନ୍ତି।

ବ୍ରହ୍ମବରଦାର ପାଖାପାଖି ୧୦ଟି ଗାଁକୁ କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ଘୋଷଣା କରାଯାଇଥିଲା। ହେଲେ ସର୍ଭେଲାନସ କାମ ଶେଷ ହୋଇନଥିବାରୁ ପୁଣିଥରେ ଏପରି ପଦକ୍ଷେପ ନିଆଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି। 

ସୂଚନାଯୋଗ୍ୟ, ବ୍ରହ୍ମବରଦାରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେ  ନଜାମୁଦ୍ଦିନ୍‌ ଧର୍ମ ସଭାରେ ଯୋଗଦେଇ ଗତ ୧୮ ତାରିଖରେ ଘରକୁ ଫେରିଥିଲେ। ଘରକୁ ଫେରିବା ପରେ ସେ ଜିଲ୍ଲାର ବିଭିନ୍ନ ଧର୍ମ ସଭାରେ ଯୋଗ ଦେଇଥିଲେ। ‘କରୋନା’ରେ ଆକ୍ରାନ୍ତ ବ୍ୟକ୍ତି ଜଣକ ମୌଲବି ବୋଲି ଜଣାପଡ଼ିଥିଲା।  ତା’ପରେ ଜିଲ୍ଲା ପ୍ରଶାସନ ବ୍ରହ୍ମବରଦାର ପାଖାପାଖି ୧୦ଟି ଗାଁକୁ କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ଘୋଷଣା କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story