କରୋନା ମୁକାବିଲା: ପର୍ଯ୍ୟାପ୍ତ ନୁହେଁ ସରକାରୀ ସ୍ୱାସ୍ଥ୍ୟସେବା, ସବୁ ସେବାକୁ ହାତକୁ ନେବେ ସରକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱ ମହାମାରୀ ‘କରୋନା’ର ସଂକ୍ରମଣକୁ ରୋକିବା ପାଇଁ ସରକାରୀସ୍ତରରେ ବ୍ୟାପକ ପଦକ୍ଷେପ ନିଆଯାଇଥିବାବେଳେ ଏବେ ରାଜ୍ୟରେ ଉପଲବ୍ଧ ଥିବା ସମସ୍ତ ସେବାକୁ ରାଜ୍ୟ ସରକାର ନିଜ ନିୟନ୍ତ୍ରଣକୁ ନେବାକୁ ନିଷ୍ପତ୍ତି ନେଇଛନ୍ତି। କରୋନା ମହାମାରୀ ଏବେ ବ୍ୟାପକ ସ୍ୱାସ୍ଥ୍ୟ ସମସ୍ୟା ଭାବେ ଉଭା ହୋଇଥିବାରୁ ରାଜ୍ୟରେ ଉପଲବ୍ଧ ଥିବା ସମସ୍ତ ସେବାକୁ ଏହାର ମୁକାବିଲା ନିମନ୍ତେ ଉପଯୋଗ କରିବାର ଆବଶ୍ୟକତା ଦେଖାଦେଇଛି। ବିପର୍ଯ୍ୟୟ ପରିଚାଳନା ଆଇନ-୨୦୦୫ର ଧାରା ୨୨ ଓ ୨୪ର ପ୍ରାବଧାନ ଆଧାରରେ […]

mask

mask

Tapas Behera
  • Published: Monday, 06 April 2020
  • Updated: 06 April 2020, 09:26 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱ ମହାମାରୀ ‘କରୋନା’ର ସଂକ୍ରମଣକୁ ରୋକିବା ପାଇଁ ସରକାରୀସ୍ତରରେ ବ୍ୟାପକ ପଦକ୍ଷେପ ନିଆଯାଇଥିବାବେଳେ ଏବେ ରାଜ୍ୟରେ ଉପଲବ୍ଧ ଥିବା ସମସ୍ତ ସେବାକୁ ରାଜ୍ୟ ସରକାର ନିଜ ନିୟନ୍ତ୍ରଣକୁ ନେବାକୁ ନିଷ୍ପତ୍ତି ନେଇଛନ୍ତି। କରୋନା ମହାମାରୀ ଏବେ ବ୍ୟାପକ ସ୍ୱାସ୍ଥ୍ୟ ସମସ୍ୟା ଭାବେ ଉଭା ହୋଇଥିବାରୁ ରାଜ୍ୟରେ ଉପଲବ୍ଧ ଥିବା ସମସ୍ତ ସେବାକୁ ଏହାର ମୁକାବିଲା ନିମନ୍ତେ ଉପଯୋଗ କରିବାର ଆବଶ୍ୟକତା ଦେଖାଦେଇଛି।

ବିପର୍ଯ୍ୟୟ ପରିଚାଳନା ଆଇନ-୨୦୦୫ର ଧାରା ୨୨ ଓ ୨୪ର ପ୍ରାବଧାନ ଆଧାରରେ ରାଜ୍ୟ କାର୍ଯ୍ୟନିର୍ବାହୀ କମିଟି ଆଜି ଓଡ଼ିଶା ସରକାରଙ୍କ ଦ୍ୱାରା ‘କୋଭିଡ-୧୯’ ମହାମାରୀ ବିରୁଦ୍ଧରେ ଚାଲିଥିବା ଲଢ଼େଇରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ରାଜ୍ୟରେ କାର୍ଯ୍ୟରତ ସମସ୍ତ ସରକାରୀ,ବେସରକାରୀ ଓ ଘରୋଇ ସଂସ୍ଥାକୁ ନିଜ ନିୟନ୍ତ୍ରଣକୁ ନେବାକୁ ରାଜ୍ୟର ସ୍ୱାସ୍ଥ୍ୟ ସଚିବ, ମେଡିକାଲ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶକ ଓ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକଙ୍କୁ କ୍ଷମତା ନ୍ୟସ୍ତ କରିଛନ୍ତି।

ରାଜ୍ୟ ବିପର୍ଯ୍ୟୟ ପରିଚାଳନାର କାର୍ଯ୍ୟନିର୍ବାହୀ କମିଟି ଅଧ୍ୟକ୍ଷ ତଥା ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କ ଦ୍ୱାରା ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, ବିଶ୍ୱ ମହାମାରୀ ‘କରୋନା’ ସଂକ୍ରମଣ ସ୍ଥିତିକୁ ପ୍ରଭାବୀ ଢଙ୍ଗରେ ମୁକାବିଲା ନିମନ୍ତେ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ସ୍ୱାସ୍ଥ୍ୟସେବା କର୍ମଚାରୀ ଓ ସମ୍ବଳ ପର୍ଯ୍ୟାପ୍ତ ନୁହେଁ। ତେଣୁ ସରକାରୀ ବିଭାଗ,ସଂସ୍ଥା, ଘରୋଇ କ୍ଷେତ୍ର ଓ ସିଭିଲ ସୋସାଇଟି ସଂସ୍ଥାଗୁଡ଼ିକରେ ଥିବା ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କର ସେବାର ଆବଶ୍ୟକତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ତେଣୁ ରାଜ୍ୟ ସରକାରଙ୍କ ‘କରୋନା’ ଲଢ଼େଇରେ ଏସବୁ ସରକାରୀ,ଘରୋଇ ଓ ସିଭିଲି ସୋସାଇଟି ସଂସ୍ଥାରେ କାର୍ଯ୍ୟରତ ଡାକ୍ତର, ନର୍ସିଂ ଷ୍ଟାଫ୍ , ପାରାମେଡିକାଲ କର୍ମଚାରୀ ଓ ସ୍ୱାସ୍ଥ୍ୟସେବା ଅଭିଜ୍ଞତା ଥିବା ବ୍ୟକ୍ତିମାନଙ୍କୁ ରାଜ୍ୟ ସରକାର ଉପଯୋଗ କରିବେ। ରାଜ୍ୟ ସରକାରଙ୍କ ଏହି କ୍ଷମତାପ୍ରାପ୍ତ ଅଧିକାରୀମାନେ ଏସବୁ କର୍ମଚାରୀଙ୍କୁ ନୋଟିସ୍ ପଠାଇ ଯେତେବେଳେ ଚାହିଁବେ ସେମାନଙ୍କର ସହାୟତା ନେଇପାରିବେ ବୋଲି ଆଜି ପ୍ରକାଶିତ ନିର୍ଦ୍ଦେଶନାମାରେ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story