ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୯ ମୁଣ୍ଡ ନେଲା କରୋନା। ଫଳରେ ରାଜ୍ୟରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୬୨ ରେ ପହଞ୍ଚି ଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
୯ ମୃତକଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୩ ଜଣ ଥିବା ବେଳେ ବାଲେଶ୍ୱରରୁ ଜଣେ, ଖୋର୍ଦ୍ଧାରୁ ଜଣେ, ମାଲକାନଗିରିରୁ ଜଣେ, ରାୟଗଡ଼ାରୁ ୨ ଜଣ ଓ ସମ୍ବଲପୁରରୁ ଜଣେ ରହିଛନ୍ତି।
ଏହା ସହିତ ଗଞ୍ଜାମରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୫୮କୁ ବୃଦ୍ଧି ପାଇଥିବା ବେଳେ ବାଲେଶ୍ୱରରେ ୮, ଖୋର୍ଦ୍ଧାରେ ୪୯, ମାଲକାନଗିରିରେ ୩, ରାୟଗଡ଼ାରେ ୧୭ ଓ ସମ୍ବଲପୁରରେ ୮କୁ ବୃଦ୍ଧି ପାଇଛି।
Regret to inform the demise of Nine #COVID19 positive patients while under treatment in hospitals.
1. A 62-year old male of Balasore district who was also suffering from Carcinoma Prostate with bone metastasis.
— H & FW Dept Odisha (@HFWOdisha) August 18, 2020
2. An 81-year old female of Bhubaneswar who was also suffering from Diabetes, Hypertension.
3. A 68-year old male of Ganjam who was also suffering from Coronary Artery Disease, Hypertension, Parkinsonism, Obstructive Sleep Apnea.
4. A 68-year old female of Ganjam district.
— H & FW Dept Odisha (@HFWOdisha) August 18, 2020
5. A 79-year old male of Ganjam district.
6. A 61-year old male of Malkangiri district who was also suffering from Diabetes & hypertension & Bronchial Asthma.
7. A 65-year old male of Rayagada district.
— H & FW Dept Odisha (@HFWOdisha) August 18, 2020
8. A 68-year old male of Rayagada district who was also suffering from hypertension.
9. A 42-year old male of Sambalpur district.
— H & FW Dept Odisha (@HFWOdisha) August 18, 2020
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।