ରାଜ୍ୟରେ କରୋନା ନେଲା ୧୦ ଜୀବନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୧୦  ଜୀବନ ନେଲା କରୋନା। ଫଳରେ ରାଜ୍ୟରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା  ୩୭୨ରେ ପହଞ୍ଚି ଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

୧୦ ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ୪ ଆକ୍ରାନ୍ତ ଥିବା ବେଳେ, ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲ୍ଲାରୁ ୨ ଜଣ ଲେଖାଏ ଆଖି ବୁଜିଛନ୍ତି। ଏହାବ୍ୟତୀତ ବରଗଡ଼ ଓ ଭଦ୍ରକ ଜିଲ୍ଲାରୁ ଜଣେ ଲେଖା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

ଆହୁରି ପଢ଼ନ୍ତୁ

ବେଡ୍‌ ମିଳିଲାନି ବୋଲି…

ବୋହୂର ପିଲାପିଲି ପାଇଁ ୭ ବର୍ଷର ଶିଶୁକୁ ବଳି

କାହିଁକି ଦ୍ରୁତ ବେଗରେ ବଢ଼ୁଛି ସଂକ୍ରମଣ, ଏମିତି ଆଶଙ୍କା କଲେ ବିଷେଶଜ୍ଞ

ଅଧଘଣ୍ଟାଏରେ କୋଭିଡ୍ ଟେଷ୍ଟ୍ , ଟାଟା ତିଆରି କଲା କିଟ୍‌

ବୋହୂର ପିଲାପିଲି ହେଉ ନ ଥିବାରୁ ୭ ବର୍ଷର ଶିଶୁକୁ ମାରି ଦେଲା ଶ୍ୱଶୁର, କହିଲା…

ବରିଷ୍ଠ ସେବାୟତ ପ୍ରେମାନନ୍ଦ ଦାସମହାପାତ୍ରଙ୍କ ପରଲୋକ

ଡାକ୍ତରଖାନା ଷ୍ଟ୍ରେଚରରେ ରୋଗୀଙ୍କୁ ନେଇ ସହର ବୁଲିଲେ ସଂପର୍କୀୟ

ଆଜି ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର, ୭ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା

ମୋଦିଙ୍କ ଜନ୍ମ ସପ୍ତାହରେ ବିଜେପିର ବୁଦ୍ଧିଜୀବୀ ସମ୍ମିଳନୀ

କାହିଁକି ସୁପ୍ରିମକୋର୍ଟ ଗଲେ ବର୍ଷା ?

ଦେବୀଙ୍କ ପରେ ଆଗକୁ କାହା ପାଳି ପଡ଼ିବ ?

‘ଗର୍ଭବତୀ, ଶିଶୁ ଓ ବୟସ୍କଙ୍କ ପାଇଁ କୋଭିଡ୍ ହସ୍ପିଟାଲ ଯିବା ଜରୁରୀ’