ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଖି ବୁଜିଲେ ଆଉ ୧୧ କରୋନା ଆକ୍ରାନ୍ତ । ଫଳରେ ରାଜ୍ୟରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୮୦ରେ ପହଞ୍ଚି ଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୩ ଜଣ କରୋନାରେ ଆଖି ବୁଜିଛନ୍ତି। ସେମାନଙ୍କ ମଧ୍ୟରୁ ରାଜଧାନୀ ଭୁବନେଶ୍ୱରରୁ କେବଳ ୨ ଜଣ ଅଛନ୍ତି। ଏହାବ୍ୟତୀତ ବଲାଙ୍ଗିରରୁ ଜଣେ, କନ୍ଧମାଳରୁ ଜଣେ, ପୁରୀ ଓ କେନ୍ଦୁଝର ଜିଲ୍ଲାରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।
Regret to inform of the demise of eleven Covid positive patients while under treatment in hospitals.
1.A 72 year old male of Bhubaneswar who was also suffering from Hypertension & Diabetes & Coronary Artery Disease.
2.A 70 year old female of Bhubaneswar.
— H & FW Dept Odisha (@HFWOdisha) September 9, 2020
3. A 65 year old female of Bolangir district who was also suffering from Hypertension.
4.A 62 year old male of Ganjam district.
5.A 60 year old male of Ganjam district who was also suffering from hypertension.
— H & FW Dept Odisha (@HFWOdisha) September 9, 2020
6.A 55 year old male of Ganjam district who was also suffering from Diabetes.
7.A 65 year old male of Ganjam district who was also suffering from Diabetes, Hypertension.
8.A 50 year old male of Kandhamal district who was also suffering from Diabetes.
— H & FW Dept Odisha (@HFWOdisha) September 9, 2020
9. A 75 year old female of Khordha district who was also suffering from Diabetes & Hypertension & Acute Kidney Injury.
10.A 46 year old male of Keonjhar district who was also suffering from Diabetes & Hypertension.
11.A 46 year old male of Puri district.
— H & FW Dept Odisha (@HFWOdisha) September 9, 2020
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।