ରାଜ୍ୟରେ କରୋନା ନେଲା ଆଉ ୫ ମୁଣ୍ଡ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୫ ମୁଣ୍ଡ ନେଲା କରୋନା। ଫଳରେ ରାଜ୍ୟରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୫୯ ରେ ପହଞ୍ଚି ଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଗଞ୍ଜାମ, ବାଲେଶ୍ୱର, କନ୍ଧମାଳ, ମାଲକାନଗିରି ଓ ପୁରୀ ଜିଲ୍ଲାରୁ ଜଣେ ଲେଖାଏ ଆକ୍ରାନ୍ତ କରୋନାରେ ଆଖି ବୁଜିଥିବା ଜଣାଯାଇଛି। ମୃତକଙ୍କ ମଧ୍ୟରେ ୩ ମହିଳା ଓ ୨ ପୁରୁଷ ଥିବା ଜଣାଯାଇଛି। ମୃତା ମହିଳା ୩ ଜଣ […]

Coronavirus-_-1

Coronavirus-_-1

Niharika Rout
  • Published: Wednesday, 29 July 2020
  • Updated: 29 July 2020, 11:59 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୫ ମୁଣ୍ଡ ନେଲା କରୋନା। ଫଳରେ ରାଜ୍ୟରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୫୯ ରେ ପହଞ୍ଚି ଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଗଞ୍ଜାମ, ବାଲେଶ୍ୱର, କନ୍ଧମାଳ, ମାଲକାନଗିରି ଓ ପୁରୀ ଜିଲ୍ଲାରୁ ଜଣେ ଲେଖାଏ ଆକ୍ରାନ୍ତ କରୋନାରେ ଆଖି ବୁଜିଥିବା ଜଣାଯାଇଛି।

ମୃତକଙ୍କ ମଧ୍ୟରେ ୩ ମହିଳା ଓ ୨ ପୁରୁଷ ଥିବା ଜଣାଯାଇଛି। ମୃତା ମହିଳା ୩ ଜଣ ପୁରୀ, ଗଞ୍ଜାମ ଓ ମାଲକାନଗିରି ଜିଲ୍ଲାର ବୋଲି ଜଣାଯାଇଛି।ମାଲକାନଗିରି ଜିଲ୍ଲାରେ ୬୨ ବର୍ଷ ବୟସ୍କା ମହିଳା  ହାଇପରଟେନସନରେ ପୀଡ଼ିତ ଥିବା ବେଳେ କରୋନାରେ ଆକ୍ରାନ୍ତ ହୋଇ ଆଖି ବୁଜିଛନ୍ତି। କରୋନା ଯୋଗୁ ଗଂଜାମରେ  ପ୍ରାଣ ହରାଇଥିବା ୬୦ ବର୍ଷୀୟା ମହିଳା ଡାଇବେଟିସ୍ ଓ ହାଇପରଟେନସନ୍‌ରେ ପୀଡ଼ିତ ଥିଲେ ।

କନ୍ଧମାଳର ମୃତକ ପୁରୁଷଜଣକ ଲିଭର ସମସ୍ୟା, ଜଣ୍ଡିସ ଓ ହେପାଟିକଏନ୍ସେ ଫାଲୋପାଥିରେ ପୀଡ଼ିତ ଥିଲେ । ତାଙ୍କର ବୟସ  ୫୦ ବର୍ଷ । ବାଲେଶ୍ୱର ଜିଲ୍ଲାର ୪୬ ବର୍ଷର ପୁରୁଷ  କରୋନାରେ ଆଖି ବୁଜିଥିବା ବେଳେ ସେ ଡାଇବେଟିସ୍ ଓ  ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ । ପୁରୀର  ଜଣେ ମହିଳା କରୋନାରେ ଆଖି ବୁଜିଥିବା ବେଳେ ତାଙ୍କ ବୟସ ୫୫।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story