ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୧୦ ମୁଣ୍ଡ ନେଲା କରୋନା। ଫଳରେ ରାଜ୍ୟରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୩୫ ରେ ପହଞ୍ଚି ଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୧୦ ମୃତକଙ୍କ ମଧ୍ୟରେ ସୁନ୍ଦରଗଡ଼ ଓ ଭଦ୍ରକ ଜିଲ୍ଲାର ଜଣେ ଲେଖା ମହିଳାଙ୍କ ମୃତ୍ୟୁ ହୋଇଛି।
Regret to inform of the demise of ten Covid positive patients while under treatment in hospitals.
1. A 52 year old Male of Ganjam district who was also suffering from Diabetes & Hypertension.
— H & FW Dept Odisha (@HFWOdisha) August 6, 2020
6. A 54 year old male of Sundergarh district who was also suffering from Uncontrolled Diabetes.
7. A 55 year old male of Ganjam district who was also suffering from Relapsed Tuberculosis.

8. A 53 year old female of Bhadrak district who was also suffering from Diabetes & Hypertension.
9. A 61 year old male of Kandhamal district who was also suffering from Diabetes & Hypertension.
— H & FW Dept Odisha (@HFWOdisha) August 6, 2020
10. A 52 year old male of Keonjhar district who was also suffering from Diabetes & Hypertension & Chronic Kidney Disease.
— H & FW Dept Odisha (@HFWOdisha) August 6, 2020
ରାଜ୍ୟରେ ୧୦ ମୃତକଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରେ ୩, ଭଦ୍ରକରେ ଜଣେ, କନ୍ଧମାଳ ଜିଲ୍ଲାରେ ଜଣେ, କେନ୍ଦୁଝରରେ ଜଣେ, ନବଗଙ୍ଗପୁର, ନୟାଗଡ଼ ଜିଲ୍ଲାରେ ଜଣେ ଲେଖା ଓ ସୁନ୍ଦରଗଡ଼ରେ ୨ ଜଣଙ୍କ ମୃତ୍ୟୁ ହୋଇଛି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।