କରୋନା ସାମଗ୍ରୀ କିଣା ଦୁର୍ନୀତି ମାମଲା: ଲୋକାୟୁକ୍ତରେ ଶୁଣାଣି ଆରମ୍ଭ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ମୁକାବିଲା ପାଇଁ ଉଦ୍ଧିଷ୍ଟ ସାମଗ୍ରୀ କ୍ରୟରେ ବ୍ୟାପକ ଅନିୟମିତତା ଅଭିଯୋଗ ମାମଲାର ଶୁଣାଣି ଆଜି ଓଡ଼ିଶା ଲୋକାୟୁକ୍ତଙ୍କ ପାଖରେ ଆରମ୍ଭ ହୋଇଛି। ଓଡ଼ିଶା ରାଜ୍ୟ ଔଷଧ ନିଗମ ମାଧ୍ୟମରେ ଏହି କରୋନା ସାମଗ୍ରୀ ଓ ଉପକରଣ କିଣାରେ ହୋଇଥିବା ଅନିୟମିତତା ମାମଲାର ଆବେଦନକାରୀ ସୁଦର୍ଶନ ଦାସ ନିଜର ତଥ୍ୟ ଉପସ୍ଥାପନ କରିଛନ୍ତି। କଂଗ୍ରେସ ପକ୍ଷରୁ ଜାରି ପ୍ରେସ୍ ରିଲିଜ୍ ଅନୁସାରେ, ମହାମାରୀ ସମୟରେ ମହାଦୁର୍ନୀତିର ଅଭିଯୋଗର ପ୍ରଥମ ଶୁଣାଣି ଆଜି ପୂର୍ବାହ୍ନ […]

corona-kit

corona-kit

Tapas Behera
  • Published: Monday, 22 June 2020
  • Updated: 22 June 2020, 09:41 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ମୁକାବିଲା ପାଇଁ ଉଦ୍ଧିଷ୍ଟ ସାମଗ୍ରୀ କ୍ରୟରେ ବ୍ୟାପକ ଅନିୟମିତତା ଅଭିଯୋଗ ମାମଲାର ଶୁଣାଣି ଆଜି ଓଡ଼ିଶା ଲୋକାୟୁକ୍ତଙ୍କ ପାଖରେ ଆରମ୍ଭ ହୋଇଛି। ଓଡ଼ିଶା ରାଜ୍ୟ ଔଷଧ ନିଗମ ମାଧ୍ୟମରେ ଏହି କରୋନା ସାମଗ୍ରୀ ଓ ଉପକରଣ କିଣାରେ ହୋଇଥିବା ଅନିୟମିତତା ମାମଲାର ଆବେଦନକାରୀ ସୁଦର୍ଶନ ଦାସ ନିଜର ତଥ୍ୟ ଉପସ୍ଥାପନ କରିଛନ୍ତି।

କଂଗ୍ରେସ ପକ୍ଷରୁ ଜାରି ପ୍ରେସ୍ ରିଲିଜ୍ ଅନୁସାରେ, ମହାମାରୀ ସମୟରେ ମହାଦୁର୍ନୀତିର ଅଭିଯୋଗର ପ୍ରଥମ ଶୁଣାଣି ଆଜି ପୂର୍ବାହ୍ନ ୧୧ ଟା ସମୟରେ ଲୋକାୟୁକ୍ତଙ୍କ ପାଖରେ ଅନୁÂିତ ହୋଇଯାଇଛି ।ଆବେଦନକାରୀ ଶ୍ରୀ ଦାସ  ଲୋକାୟୁକ୍ତଙ୍କ ୩ ଜଣିଆ ଖଣ୍ଡପୀଠ ସମ୍ମୁଖରେ ଯୁକ୍ତି ସହିତ ତଥ୍ୟ ଉପସ୍ଥାପନ କରିଛନ୍ତି। ଶ୍ରୀ ଦାସ କହିଛନ୍ତି ଯେ, କରୋନା ମହାମାରୀ ସମୟରେ ଓଡ଼ିଶା ସରକାରଙ୍କ ଅଧିନସ୍ଥ ଓଡ଼ିଶା ଔଷଧ ନିଗମ ମହାଦୁର୍ନୀତିରେ ବୁଡ଼ି ରହିଛି। ମାସ୍କ କିଣାରେ ବ୍ୟାପକ ଦୁର୍ନୀତି ହେବାର ସ୍ପଷ୍ଟ ପ୍ରମାଣ ରହିଛି। ଏହା ସହିତ ଟେଷ୍ଟିଂ କିଟ୍, ରିୟଲ ଟାଇମ୍ ପିସିଆର, ରାପିଡ୍ ଟେଷ୍ଟିଂ ମେସିନ୍, ବାଇପାପ ମେସିନ, ପିପିଇ, ନେବୁଲାଇଜର ଇତ୍ୟାଦି ସରଞ୍ଜାମ କିଣାରେ ମଧ୍ୟ ଦୁର୍ନୀତି ହୋଇଥିବାର ଅଭିଯୋଗ ପଛରେ ସତ୍ୟତା ରହିଛି। ସରକାରଙ୍କ ପକ୍ଷରୁ ଏହି ଅଭିଯୋଗ ସଂକ୍ରାନ୍ତରେ କୌଣସି ସ୍ପଷ୍ଟୀକରଣ ଦିଆନଯିବା ଅତ୍ୟନ୍ତ ପରିତାପର ବିଷୟ।

ସୂଚନାଯୋଗ୍ୟ, ଓଡ଼ିଶା ଔଷଧ ନିଗମରେ ହୋଇଥିବା ଏହି ଦୁର୍ନୀତିର ନିରପେକ୍ଷ ତଦନ୍ତ ତଥା ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁÂାନ ଦାବି କରି ଶ୍ରୀ ଦାସ ଗତ ୧୭ ତାରିଖରେ ଲୋକାୟୁକ୍ତଙ୍କ ପାଖରେ ଏକ ପିଟିସନ ଦାଖଲ କରିଥିଲେ। ତା’ର ଆଜି ପ୍ରଥମ ଶୁଣାଣି ହୋଇଥିଲା । ଶୁଣାଣି ସମୟରେ ଶ୍ରୀ ଦାସ ଉପରୋକ୍ତ ଅଭିଯୋଗଗୁଡ଼ିକ ଉପରେ ତଥ୍ୟ ସହିତ ତାଙ୍କର ଯୁକ୍ତି ଉପସ୍ଥାପନ କରିଥିଲେ।

ଲୋକାୟୁକ୍ତ ଅଧ୍ୟକ୍ଷ ନ୍ୟାୟମୂର୍ତି ଅଜିତ୍ ସିଂହଙ୍କ ଅଧ୍ୟକ୍ଷତାରେ ଆର୍.ପି. ଶର୍ମା ଓ ବି.କେ ନାୟକଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠ ଶ୍ରୀ ଦାସଙ୍କର ତଥ୍ୟ ସମ୍ବଳିତ ଯୁକ୍ତି ଶୁଣିବା ପରେ ଅପରପକ୍ଷଙ୍କୁ ତାଙ୍କର ମତ ରଖିବା ପାଇଁ ନୋଟିସ୍ ଜାରି କରିଛନ୍ତି। ଆଜିର ଏହି ଶୁଣାଣି ସମୟରେ ଶ୍ରୀ ଦାସଙ୍କ ସହ ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନ୍ଗୋ ଓ ଯଜେ୍ଞଶ୍ୱର ବାବୁ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story