ଇମ୍ୟୁନିଟି ପାୱାର ବୃଦ୍ଧି ନେଇ ଚାଞ୍ଚଲ୍ୟକର ତଥ୍ୟ ଦେଉଛି ସେରୋ ସର୍ଭେଲାନ୍ସ

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଓ ଆରଏମଆରସି ମିଳିତ ଭାବରେ ସେରୋ ସର୍ଭେଲାନ୍ସ କରୁଛି। ପ୍ରଥମ ପର୍ଯ୍ୟାୟରେ ୫ଟି ସ୍ଥାନରେ ଏହା କରାଯାଉଥିବା ବେଳେ ପୁରୀରେ ଏହା ଶେଷ ହୋଇଛି ଓ ସରକାରଙ୍କୁ ଆମ ରିପୋର୍ଟ ଦିଆଯାଇଛି। ଏହି ସର୍ଭେ ଦ୍ୱାରା ୪ ସପ୍ତାହ ତଳର ସଂକ୍ରମଣ ଜଣାପଡୁଛି ବୋଲି କହିଛନ୍ତି RMRC ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତିଙ୍କ ସୂଚନା। ସେ କହିଛନ୍ତି ଯେ ଭୁବନେଶ୍ୱରରେ ଏହା ୨ଟି ପର୍ଯ୍ୟାୟରେ କରାଯାଉଥିବା ବେଳେ ପ୍ରଥମ ପର୍ଯ୍ୟାୟରେ କମ୍ୟୁନିଟି […]

8nm-1

8nm-1

Tapas Behera
  • Published: Sunday, 19 July 2020
  • Updated: 19 July 2020, 08:43 PM IST

Sports

Latest News

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଓ ଆରଏମଆରସି ମିଳିତ ଭାବରେ ସେରୋ ସର୍ଭେଲାନ୍ସ କରୁଛି। ପ୍ରଥମ ପର୍ଯ୍ୟାୟରେ ୫ଟି ସ୍ଥାନରେ ଏହା କରାଯାଉଥିବା ବେଳେ ପୁରୀରେ ଏହା ଶେଷ ହୋଇଛି ଓ ସରକାରଙ୍କୁ ଆମ ରିପୋର୍ଟ ଦିଆଯାଇଛି। ଏହି ସର୍ଭେ ଦ୍ୱାରା ୪ ସପ୍ତାହ ତଳର ସଂକ୍ରମଣ ଜଣାପଡୁଛି ବୋଲି କହିଛନ୍ତି RMRC ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତିଙ୍କ ସୂଚନା।

ସେ କହିଛନ୍ତି ଯେ ଭୁବନେଶ୍ୱରରେ ଏହା ୨ଟି ପର୍ଯ୍ୟାୟରେ କରାଯାଉଥିବା ବେଳେ ପ୍ରଥମ ପର୍ଯ୍ୟାୟରେ କମ୍ୟୁନିଟି ସେରୋ ସର୍ଭେଲାନ୍ସ କରାଯାଇଛି। ଏଥିରେ ୯ଶହଟି ସାମ୍ପଲ ସଂଗ୍ରହ କରାଯାଇଛି। ପର୍ଯ୍ୟାୟରେ ହାଇ ରିସ୍କ କମ୍ୟୁନିଟିର ସର୍ଭେଲାନ୍ସ କରାଯାଉଛି, ଯାହାକି ଖୁବ ଶୀଘ୍ର ଶେଷ ହେବ ଏବଂ ମିଳିତ ବିବରଣୀ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରାଯିବ ବୋଲି ସଂଘମିତ୍ରା କହିଛନ୍ତି।

ଏହା ପରେ ଗଂଜାମ ଗଜପତି ବଡମ୍ବା ନରସିଂହପୁରରେ ଏହି ସର୍ଭେ କରାଯିବ। ବର୍ତ୍ତମାନ ଯେଉଁ ସେରୋଲଜିକାଲ ସର୍ଭେ ହେଉଛି, ତାହା ୪ ସପ୍ତାହ ପୂର୍ବର ସଂକ୍ରମଣ ବିଷୟରେ ତଥ୍ୟ ପ୍ରଦାନ କରିଥାଏ। ଭୁତାଣୁ ଶରୀରରେ ପ୍ରବେଶ କରିବାର ଚାରି ସପ୍ତାହ ପରେ ଶରୀରର ପ୍ରତିରୋଧକ ଶକ୍ତି ଜଣାପଡ଼ିଥାଏ।

ସେଥିପାଇଁ ସିରିଏଲ୍ ସେରୋ ସର୍ଭେ ନିର୍ଦ୍ଦିଷ୍ଟ ସମୟରେ କରିବା ପାଇଁ ଲକ୍ଷ୍ୟ ରଖିଥିବା କହିଛନ୍ତି ସଂଘମିତ୍ରା। ଏହାସହିତ ସେ କହିଛନ୍ତି, ଯଦି ଏବେ ଆମେ ଭୁବନେଶ୍ୱରରେ କଲୁ ପୁଣି ୪ସପ୍ତାହ ପରେ ଏଠାରେ କରାଯିବ। ସେଥିରୁ ଜାଣିପାରିବା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କେଉଁ ଦିଗକୁ ଯାଉଛି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story