କଟକରେ ସ୍ଥିତି ଭୟଙ୍କର, ନିଆଯିବ ଏହି ସବୁ ପଦକ୍ଷେପ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):କରୋନା କାୟା ମେଲାଇଛି ୫୨ ବଜାର ୫୩ ଗଳିର ସହର କଟକରେ । ସାହି, ବଜାରଠୁ ମେଡ଼ିକାଲ ଯାଏଁ, ଅଣାୟତ୍ତ ହେଉଛି ସଂକ୍ରମଣ ସ୍ଥିତି ।କେବଳ ସିଏମସି ଅଞ୍ଚଳରେ ସଂକ୍ରମିତଙ୍କ ସଂଖ୍ୟା ୨ଶହ ପାଖାପାଖି ପହଞ୍ଚିଥିବାବେଳେ ସହରର ୩ ପ୍ରମୁଖ ଅଣକୋଭିଡ୍ ମେଡ଼ିକାଲରେ ସ୍ଥିତି ଗମ୍ଭୀର ହେଉଛିା କିଭଳି ସଂକ୍ରମଣକୁ ନିୟନ୍ତ୍ରଣ କରାଯାଇପାରିବ, ସେନେଇ ସାହି ମୁରବୀ ଏବଂ ପୂଜା କମିଟିର ସହାୟତା ଲୋଡ଼ିଛନ୍ତି ସିଏମ୍ସି କର୍ତ୍ତୃପକ୍ଷ ଏବଂ କମିଶନରେଟ୍ ପୁଲିସ। ଡୋର୍ ଟୁ ଡୋର୍ […]

singapore corona

singapore corona

Tapas Behera
  • Published: Monday, 06 July 2020
  • Updated: 06 July 2020, 07:28 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):କରୋନା କାୟା ମେଲାଇଛି ୫୨ ବଜାର ୫୩ ଗଳିର ସହର କଟକରେ । ସାହି, ବଜାରଠୁ ମେଡ଼ିକାଲ ଯାଏଁ, ଅଣାୟତ୍ତ ହେଉଛି ସଂକ୍ରମଣ ସ୍ଥିତି ।କେବଳ ସିଏମସି ଅଞ୍ଚଳରେ ସଂକ୍ରମିତଙ୍କ ସଂଖ୍ୟା ୨ଶହ ପାଖାପାଖି ପହଞ୍ଚିଥିବାବେଳେ ସହରର ୩ ପ୍ରମୁଖ ଅଣକୋଭିଡ୍ ମେଡ଼ିକାଲରେ ସ୍ଥିତି ଗମ୍ଭୀର ହେଉଛିା କିଭଳି ସଂକ୍ରମଣକୁ ନିୟନ୍ତ୍ରଣ କରାଯାଇପାରିବ, ସେନେଇ ସାହି ମୁରବୀ ଏବଂ ପୂଜା କମିଟିର ସହାୟତା ଲୋଡ଼ିଛନ୍ତି ସିଏମ୍ସି କର୍ତ୍ତୃପକ୍ଷ ଏବଂ କମିଶନରେଟ୍ ପୁଲିସ। ଡୋର୍ ଟୁ ଡୋର୍ ନମୁନା ସଂଗ୍ରହ କରାଯିବା ସହ ଆସନ୍ତାକାଲିଠୁ ମେଡ଼ିକାଲ ଗୁଡ଼ିକରେ ଆଣ୍ଟିଜେନ୍ ଟେଷ୍ଟ କରିବାକୁ ନିଷ୍ପତ୍ତି ହୋଇଛି।

ଆଉ ଚିନ୍ତା ବଢ଼ାଉଛି ସହରର ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲ୍, ଏସିସିବି ଏବଂ ଶିଶୁଭବନ। କାରଣ ଏହି ୩ ପ୍ରମୁଖ ଅଣକୋଭିଡ୍ ହସ୍ପିଟାଲ୍ ମଧ୍ୟରୁ ଆଚାର୍ଯ୍ୟ ହରିହରରେ ସଂକ୍ରମିତ ସଂଖ୍ୟା ୧୦୭ ଥିବାବେଳେ ଏସ୍‌ସିବି ଲିଙ୍କରେ ପହଞ୍ଚିଲାଣି ୩୩ରେ ।ସେହିପରି ଶିଶୁଭବନରେ ଜଣେ ୬ ବର୍ଷ ବୟସର ଶିଶୁରୋଗୀ ଏବେ କରୋନା ସଂକ୍ରମିତ । ଏହି ଘଟଣା ପରେ ଶିଶୁଭବନରେ କେବଳ ଜରୁରୀକାଳୀନ ବିଭାଗକୁ ଛାଡ଼ି ଓପିଡିକୁ ବନ୍ଦ କରିଦିଆଯାଇଛି । କାଲିଠୁ ଏସବୁ ମେଡ଼ିକାଲରେ ସବୁ ରୋଗୀଙ୍କ ଆଣ୍ଟିଜେନ୍ ଟେଷ୍ଟ କରାଯିବ ପରେ ନୂଆ ରୋଗୀ ଆଡମିଶନ କରାଯିବ ।

କେବଳ ମେଡ଼ିକାଲ୍ ନୁହେଁ, ଚାଉଳିଆଗଞ୍ଜ, ରାଣୀହାଟ, ମଙ୍ଗଳାବାଗ, ଥୋରିଆସାହି, ମହାନଦୀ ବିହାର, ସିଡିଏ, କାଠଗୋଲା ସାହି, ମାଣିକ ଘୋଷ ବଜାରକୁ ବି ମାଡ଼ିଗଲାଣି ଅଦୃଶ୍ୟ ଭୂତାଣୁ । ରାଣୀହାଟ ମାଳିସାହିରେ ସର୍ବାଧିକ ୧୩ ଏବଂ ମାଣିକ ଘୋଷ ବଜାରରେ ୧୨ ଜଣ ସଂକ୍ରମିତ ହୋଇସାରିଲେଣି ।ସ୍ଥିତିକୁ ଦେଖି ମାଳିସାହି ଏବଂ ସିଡିଏ ସେକ୍ଟର-୯ର କିଛି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ରେ ରଖାଯାଇଛି। ସେହିପରି ଗଂଜାମ, ଖୋର୍ଦ୍ଧା, ଯାଜପୁର, ଗଜପତି, ବାଲେଶ୍ୱର ସମେତ କଟକ ଜିଲ୍ଲାର ୫ଟି ବ୍ଲକ ବାସିନ୍ଦାଙ୍କୁ ସିଏମ୍ସି ଅଞ୍ଚଳକୁ ପ୍ରବେଶ ଉପରେ କଟକଣା ଲଗାଯାଇଛି । ଯଦି ଆସିବେ ତେବେ ୧୪ ଦିନ ସରକାରୀ କ୍ୱାରେଣ୍ଟିନ ବାଧ୍ୟତାମୂଳକ । ଏସବୁ ଲୋକଙ୍କ ସମ୍ପର୍କରେ ଖବର ରଖିବେ ଆକ୍ଟିଭ୍ ସର୍ଭେଲାନ୍ସ ଟିମ୍ । ଏଥିପାଇଁ ସାହି ମୁରବୀ ଓ ପୂଜା କମିଟି ଗଠନ କରାଯିବା ସହ କମିଟିର ସଦସ୍ୟ, ସିଏମ୍ସି କମିଶନର ଏବଂ କିଛି ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଡିସିପି ଆଲୋଚନା କରିଛନ୍ତି । ସିଏମସିରେ ବର୍ତ୍ତମାନ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୯୩ ଥିବାବେଳେ ଆକ୍ଟିଭ୍ କେସ୍ ୧୬୯ ଓ ମୃତ୍ୟୁସଂଖ୍ୟା ୨ରେ ରହିଛି । ସୁସ୍ଥ ହୋଇଛନ୍ତି ୨୨ ଜଣ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story