କ୍ୟାନ୍ସର ହସ୍ପିଟାଲରେ କରୋନା

କଟକ(ଓଡ଼ିଶା ରିପୋର୍ଟର): କଟକ  ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲରେ କରୋନା। ହସ୍ପିଟାଲର ଜଣେ ରୋଗୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କ୍ୟାନ୍ସର ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଲଲାଟେନ୍ଦୁ ଷଡ଼ଙ୍ଗୀ ଏନେଇ ସୂଚନା ଦେଇଛନ୍ତି। ସଂପୃକ୍ତ ରୋଗୀ ହସ୍ପିଟାଲ ଇମର୍ଜେନ୍ସି ୱାର୍ଡରୁ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ପରେ ସଂପୃକ୍ତ ରୋଗୀଙ୍କୁ କିମ୍ସ କୋଭିଡ଼ ହସ୍ପିଟାଲ ପଠାଗଲା। ୱାର୍ଡ ସିଲ୍ ସହ ସାନିଟାଇଜ କରାଯାଉଥିବା କହିଲେ ନିର୍ଦ୍ଦେଶକ। ସଂସ୍ପର୍ଶରେ ଆସିଥିବା ଡାକ୍ତର ଓ ଷ୍ଟାଫ୍‌ଙ୍କୁ ଆଇସୋଲେସନରେ ପଠାଯିବ। ଆସନ୍ତାକାଲି ଡାକ୍ତର […]

ahrcc-1

ahrcc-1

Tapas Behera
  • Published: Wednesday, 24 June 2020
  • Updated: 24 June 2020, 07:29 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): କଟକ  ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲରେ କରୋନା। ହସ୍ପିଟାଲର ଜଣେ ରୋଗୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କ୍ୟାନ୍ସର ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଲଲାଟେନ୍ଦୁ ଷଡ଼ଙ୍ଗୀ ଏନେଇ ସୂଚନା ଦେଇଛନ୍ତି। ସଂପୃକ୍ତ ରୋଗୀ ହସ୍ପିଟାଲ ଇମର୍ଜେନ୍ସି ୱାର୍ଡରୁ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ପରେ ସଂପୃକ୍ତ ରୋଗୀଙ୍କୁ କିମ୍ସ କୋଭିଡ଼ ହସ୍ପିଟାଲ ପଠାଗଲା। ୱାର୍ଡ ସିଲ୍ ସହ ସାନିଟାଇଜ କରାଯାଉଥିବା କହିଲେ ନିର୍ଦ୍ଦେଶକ। ସଂସ୍ପର୍ଶରେ ଆସିଥିବା ଡାକ୍ତର ଓ ଷ୍ଟାଫ୍‌ଙ୍କୁ ଆଇସୋଲେସନରେ ପଠାଯିବ। ଆସନ୍ତାକାଲି ଡାକ୍ତର ଏବଂ ଷ୍ଟାଫମାନଙ୍କ କରୋନା ଟେଷ୍ଟ କରାଯିବ। ସେପଟେ ଭୁବନେଶ୍ୱରରୁ ଆଉ ୨୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୨ରୁ ୩ଟି ହୋମ୍‌ କ୍ୱାରେଣ୍ଟିନ୍‌ ଓ ୧୯ଟି ଲୋକାଲ୍‌ କଣ୍ଟାକ୍ଟ କେସ୍ ରହିଛି। ଏ ନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

୧୯ ଲୋକାଲ୍‌ କଣ୍ଟାକ୍ଟ୍‌ କେସ୍ ମଧ୍ୟରୁ ୧୬ଜଣ ଏକ ଘରୋଇ ହସ୍ପିଟାଲର କର୍ମଚାରୀ। ୧୬ ଜଣଙ୍କ ମଧ୍ୟରୁ ୩ ଜଣ ପୁରୁଷ ଏବଂ ୧୩ ଜଣ ମହିଳା କର୍ମଚାରୀ ଅଛନ୍ତି। ନୀଳାଦ୍ରି ବିହାରୁ ୨ଟି ଓ ଶୈଳଶ୍ରୀ ବିହାରରୁ ଗୋଟିଏ ଲୋକାଲ୍‌ କେସ୍ ରହିଛି। ପୂର୍ବ ପଜିଟିଭଙ୍କ ସଂସ୍ପର୍ଶରେ ଆସି ନୀଳାଦ୍ରି ବିହାରର ୨ଜଣ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ସେହିପରି ହୋମ୍‌ କ୍ୱାରେଣ୍ଟିନ୍‌ କେସ୍‌ରେ ଚନ୍ଦ୍ରଶେଖରପୁରରୁ ଜଣେ, VSS ନଗରରୁ ଜଣେ ଓ ଆଉ ଜଣେ ରେଲ୍‌ୱ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story