‘ମଣିଷ ଦେହରେ ମାସେ ପର୍ଯ୍ୟନ୍ତ ସକ୍ରିୟ ରହୁଛି କରୋନା ଭାଇରସ୍‌’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମଣିଷ ଦେହରେ ମାସେ ପର୍ଯ୍ୟନ୍ତ ସକ୍ରିୟ ରହୁଛି କରୋନା ଭାଇରସ୍‌। ପ୍ରଥମ ଲହରରେ ଭାଇରସ୍‌ ମଣିଷ ଦେହରେ ୧୫ ଦିନ ରହୁଥିଲା। ଦ୍ୱିତୀୟ ଲହରରେ ଦେଖାଯାଉଛି ଏହି ଡେଲଟା ଭାଇରସ୍‌ ମାସେ ପର୍ଯ୍ୟନ୍ତ ମଣିଷ ଦେହରେ ସକ୍ରିୟ ରହୁଛି। ଏନେଇ ସୂଚନା ଦେଇଛନ୍ତି ଆଇଏଲ୍‌ଏସ୍‌ ନିର୍ଦ୍ଦେଶକ ଅଜୟ ପରିଡ଼ା। ସେ କହିଛନ୍ତି-“ଡେଲଟା  ଭାଇରସ ଯୋଗୁ ଓଡ଼ିଶାରେ ଅଧିକ ସଂଖ୍ୟକ ପଜିଟିଭି ଚିହ୍ନଟ ହୋଇଛନ୍ତି। ଲୋକେ କୋଭିଡ୍‌ କଟକଣା ମାନୁଥିବାରୁ କେତେକ ଜିଲ୍ଲାରେ ସଂକ୍ରମଣ ଧୀରେ […]

ajay-parida

ajay-parida

Manoranjan Sial
  • Published: Thursday, 22 July 2021
  • Updated: 22 July 2021, 07:35 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମଣିଷ ଦେହରେ ମାସେ ପର୍ଯ୍ୟନ୍ତ ସକ୍ରିୟ ରହୁଛି କରୋନା ଭାଇରସ୍‌। ପ୍ରଥମ ଲହରରେ ଭାଇରସ୍‌ ମଣିଷ ଦେହରେ ୧୫ ଦିନ ରହୁଥିଲା। ଦ୍ୱିତୀୟ ଲହରରେ ଦେଖାଯାଉଛି ଏହି ଡେଲଟା ଭାଇରସ୍‌ ମାସେ ପର୍ଯ୍ୟନ୍ତ ମଣିଷ ଦେହରେ ସକ୍ରିୟ ରହୁଛି। ଏନେଇ ସୂଚନା ଦେଇଛନ୍ତି ଆଇଏଲ୍‌ଏସ୍‌ ନିର୍ଦ୍ଦେଶକ ଅଜୟ ପରିଡ଼ା।

ସେ କହିଛନ୍ତି-“ଡେଲଟା  ଭାଇରସ ଯୋଗୁ ଓଡ଼ିଶାରେ ଅଧିକ ସଂଖ୍ୟକ ପଜିଟିଭି ଚିହ୍ନଟ ହୋଇଛନ୍ତି। ଲୋକେ କୋଭିଡ୍‌ କଟକଣା ମାନୁଥିବାରୁ କେତେକ ଜିଲ୍ଲାରେ ସଂକ୍ରମଣ ଧୀରେ ଧୀରେ କମୁଛି। ଲୋକଙ୍କ ବ୍ୟବହାର, ଭ୍ୟାକ୍ସିନେସନ ଓ ଭାଇରସ୍‌ ଯଦି ରୂପ ବଦଲାଏ, ତାହାହେଲେ ତୃତୀୟ ଲହର ଆସିବାର ସମ୍ଭାବନା ରହିଛି।”

ସେ ଆହୁରି କହିଛନ୍ତି-“ଡେଲ୍‌ଟା ଭାଇରସ ଯୋଗୁ ଦ୍ଵିତୀୟ ଲହର ଭୟଙ୍କର ହେଲା। ସାରା ଦେଶରେ ୬୫,୦୦୦ ସିକ୍ୱିଏସିଂ ହୋଇଛି। ସେଥିରୁ ୯୬ ପ୍ରତିଶତ ଲୋକ ଡେଲଟା ଭାଇରସ୍‌ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ଓଡ଼ିଶାରେ ୯୩ ପ୍ରତିଶତ ଲୋକ ଡେଲ୍‌ଟା ଭାଇରସ୍‌ ଦ୍ୱାରା ସଂକ୍ରମିତ ହୋଇଛନ୍ତି।”

ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୧୯୪୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୧୨୦ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୮୨୮ ଲୋକାଲ୍‌ କେସ୍‌। ସେହିପରି ଖୋର୍ଦ୍ଧାରୁ ସର୍ବାଧିକ ୪୮୦ ପଜିଟିଭ ଚିହ୍ନଟ ହୋଇଥିବା ବେଳେ କଟକରୁ ୨୭୯ ଅଛନ୍ତି। ଅନୁଗୋଳରୁ ୮୫ , ବାଲେଶ୍ୱରରୁ ୯୮, ବରଗଡ଼ରୁ ୧୭, ବଳାଙ୍ଗିରରୁ ୭, ବୌଦ୍ଧରୁ ୪, ଦେବଗଡ଼ରୁ ୫, ଢେଙ୍କାନାଳରୁ  ୩୪, ଗଜପତିରୁ ୪, ଗଞ୍ଜାମରୁ ୬, ଜଗତସିଂହପୁର ଜିଲ୍ଲାରୁ ୧୧୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାଛଡ଼ା ଯାଜପୁରରୁ ୧୧୫, ଝାରସୁଗୁଡ଼ାରୁ ୬, କଳାହାଣ୍ଡିରୁ ୪, କନ୍ଧମାଳରୁ ୧୯, କେନ୍ଦ୍ରାପଡ଼ାରୁ ୧୧୨, କେନ୍ଦୁଝରରୁ ୨୧, , କୋରାପୁଟରୁ ୭, ମାଲକାନଗିରିରୁ ୨୪, ମୟୂରଭଞ୍ଜରୁ ୬୬, ନବରଙ୍ଗପୁରରୁ ୯, ନୟାଗଡ଼ରୁ ୮୮, ନୂଆପଡ଼ାରୁ ୨, ପୁରୀରୁ ୮୩, ରାୟଗଡ଼ାରୁ ୧୮, ସମ୍ବଲପୁରରୁ ୨୫, ସୋନପୁରରୁ ୧୨, ସୁନ୍ଦରଗଡ଼ରୁ ୪୭, ଷ୍ଟେଟ ପୁଲ୍‌ରୁ ୯୯ ପଜିଟିଭ ଚିହ୍ନଟ ହୋଇଛନ୍ତି। 

ସେପଟେ କରୋନାରେ ପ୍ରାଣ ହରାଇଛନ୍ତି ଆଉ ୬୭ ଜଣ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story