ସାବଧାନ: ସ୍ଥିତି ଭୟଙ୍କର, ଜୀବନ ନେଉଛି ଜୁଲାଇ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କାୟା ବିସ୍ତାର ପର୍ଯ୍ୟାୟରେ ପହଞ୍ଚିଛି କରୋନା। ଦିନକୁ ଦିନ ଅଣାୟତ ହେଉଛି ସ୍ଥିତି। କରୋନା ଦେଖାଇଲାଣି କରାଳ ରୂପ। ଜୁଲାଇର ପ୍ରଥମ ୪ ଦିନରେ କରୋନାରେ ଗଲାଣି ୯ ଜୀବନ। ଆକ୍ରାନ୍ତ ହେଲେଣି ୧୫୩୬ ଜଣ। ମାସକରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୯୯୩କୁ ଛୁଇଁଲାଣି। ଜୁନ୍ ୪ ତାରିଖରେ କରୋନା ଆକ୍ରାନ୍ତ ଥିଲେ ୨୬୦୮ ଜଣ। ଆଜି ଜୁଲାଇ ୪ରେ ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଛି ୮୬୦୧। ମାସକ ତଳେ ମୃତ୍ୟୁବରଣ କରିଥିଲେ ୮ […]

890

890

Tapas Behera
  • Published: Saturday, 04 July 2020
  • Updated: 04 July 2020, 04:27 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କାୟା ବିସ୍ତାର ପର୍ଯ୍ୟାୟରେ ପହଞ୍ଚିଛି କରୋନା। ଦିନକୁ ଦିନ ଅଣାୟତ ହେଉଛି ସ୍ଥିତି। କରୋନା ଦେଖାଇଲାଣି କରାଳ ରୂପ। ଜୁଲାଇର ପ୍ରଥମ ୪ ଦିନରେ କରୋନାରେ ଗଲାଣି ୯ ଜୀବନ। ଆକ୍ରାନ୍ତ ହେଲେଣି ୧୫୩୬ ଜଣ। ମାସକରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୯୯୩କୁ ଛୁଇଁଲାଣି।

ଜୁନ୍ ୪ ତାରିଖରେ କରୋନା ଆକ୍ରାନ୍ତ ଥିଲେ ୨୬୦୮ ଜଣ। ଆଜି ଜୁଲାଇ ୪ରେ ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଛି ୮୬୦୧। ମାସକ ତଳେ ମୃତ୍ୟୁବରଣ କରିଥିଲେ ୮ ଜଣ।  ଏବେ ମୃତ୍ୟୁସଂଖ୍ୟା ୩୪ରେ ପହଞ୍ଚିଲାଣି। ମାସକ ମଧ୍ୟରେ କରୋନାରେ ଗଲାଣି ୨୬ ଜଣଙ୍କ ଜୀବନ।

ଗତକାଲି ରାଜ୍ୟରେ ୪୯୫ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ସଂକ୍ରମିତ ସଂଖ୍ୟା ୨୦୬୬ରେ ପହଞ୍ଚିଛି। ଏବେ ସୁଦ୍ଧା ୫୭୦୫ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୮୫୩ଟି କେସ୍‌ ସକ୍ରିୟ ରହିଛି।  ସେହିପରି  ୩୪ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଲାଣି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story