‘କରୋନା’ ମାଡ଼ରେ ଟ୍ରକ ମାଲିକ ଦେବାଳିଆ: ବୀମା ସହ ବର୍ଷେ ଯାଏଁ ଋଣ କିସ୍ତି ସ୍ଥଗିତ ପାଇଁ ଦାବି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲକଡାଉନ୍‌ ମାଡ଼ରେ ଦୋହଲି ଯାଇଛି ରାଜ୍ୟର ଟ୍ରକ ମାଲିକ ଓ କର୍ମଚାରୀଙ୍କ ଆର୍ଥିକ ସ୍ଥିତି। ପ୍ରାୟ ଦେଢ଼ ମାସ ହେଲାଣି, ପରିବହନ ବ୍ୟବସ୍ଥା ଠପ୍‌ ଯୋଗୁ ରୋଜଗାର ହରାଇଛନ୍ତି ହଜାର ହଜାର ଟ୍ରକ ମାଲିକ, ଡ୍ରାଇଭର ଓ ହେଲ୍‌ପର। ଏଭଳି ସ୍ଥିତିରେ ଟ୍ରକ୍‌ ମାଲିକମାନେ କେମିତି ଋଣ ସୁଝିବେ? କର୍ମଚାରୀଙ୍କ ପରିବାରକୁ ଦାନା ଯୋଗାଇବ କିଏ? ସେନେଇ ସମସ୍ତେ ଚିନ୍ତାରେ ପଡ଼ିଥିବାବେଳେ ଏମାନଙ୍କୁ ବୀମା ସହ ବର୍ଷେ ଯାଏଁ ବ୍ୟାଙ୍କ କିସ୍ତି ଘୁଞ୍ଚାଇବାକୁ ଉଠିଛି […]

truckk

truckk

Manoranjan Sial
  • Published: Wednesday, 29 April 2020
  • Updated: 29 April 2020, 08:04 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲକଡାଉନ୍‌ ମାଡ଼ରେ ଦୋହଲି ଯାଇଛି ରାଜ୍ୟର ଟ୍ରକ ମାଲିକ ଓ କର୍ମଚାରୀଙ୍କ ଆର୍ଥିକ ସ୍ଥିତି। ପ୍ରାୟ ଦେଢ଼ ମାସ ହେଲାଣି, ପରିବହନ ବ୍ୟବସ୍ଥା ଠପ୍‌ ଯୋଗୁ ରୋଜଗାର ହରାଇଛନ୍ତି ହଜାର ହଜାର ଟ୍ରକ ମାଲିକ, ଡ୍ରାଇଭର ଓ ହେଲ୍‌ପର। ଏଭଳି ସ୍ଥିତିରେ ଟ୍ରକ୍‌ ମାଲିକମାନେ କେମିତି ଋଣ ସୁଝିବେ? କର୍ମଚାରୀଙ୍କ ପରିବାରକୁ ଦାନା ଯୋଗାଇବ କିଏ? ସେନେଇ ସମସ୍ତେ ଚିନ୍ତାରେ ପଡ଼ିଥିବାବେଳେ ଏମାନଙ୍କୁ ବୀମା ସହ ବର୍ଷେ ଯାଏଁ ବ୍ୟାଙ୍କ କିସ୍ତି ଘୁଞ୍ଚାଇବାକୁ ଉଠିଛି ଦାବି।

ମହାମାରୀ ‘କରୋନା’ ପାଇଁ ମାର୍ଚ୍ଚ ୨୪ ମଧ୍ୟରାତ୍ରିରୁ ଦେଶବ୍ୟାପୀ ଦିଆଯାଇଥିଲା ଲକ୍‌ଡାଉନ୍‌। ଇତି ମଧ୍ୟରେ ଲକ୍‌ଡାଉନକୁ ବିତିଗଲାଣି ମାସେ। ଫଳରେ ଚକ ଓ ଅଖ ବନ୍ଦ। ଟ୍ରକ୍‌ ବେପାର ଏକ ପ୍ରକାର ଠପ୍ ହୋଇଯାଇଛି। କେବଳ କିଛି ମାଲିକ ଟ୍ରକ୍‌ ଜରିଆରେ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଛନ୍ତି। କିନ୍ତୁ ସିଂହଭାଗ ଟ୍ରକ ଏବେ ରାସ୍ତାରେ ଛିଡ଼ା ହୋଇଛି। କୋରାପୁଟରୁ କଟକ ହେଉ କିମ୍ବା ସମ୍ବଲପୁରରୁ ଭୁବନେଶ୍ୱର। ଟ୍ରକ ଚଳାଚଳ ବନ୍ଦ ରହିବାରୁ ମାଲିକ ତ କ୍ଷତି ସହୁଛନ୍ତି, ତା’ସହ ହାତବାନ୍ଧି ବସି ରହିଛନ୍ତି ଡ୍ରାଇଭର, ହେଲ୍‌ପର। ସେମାନଙ୍କ କହିବା କଥା, ମାତ୍ର ୫%ରୁ ୭% ଟ୍ରକ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଦାୟିତ୍ୱରେ ଅଛନ୍ତି। ଅନ୍ୟ ଟ୍ରକର ଡ୍ରାଇଭର, ହେଲ୍‌ପରଙ୍କ ଆର୍ଥିକ ଅବସ୍ଥା ସାଂଘାତିକ ହୋଇପଡ଼ିଛି।

ଅଲ୍‌ ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ କଂଗ୍ରେସର ତଥ୍ୟ କହୁଛି, ରାଜ୍ୟରେ ପ୍ରାୟ ୨ ଲକ୍ଷ ଟ୍ରକ ଅଛି। ଆଉ ଏହି ୨ ଲକ୍ଷ ଟ୍ରକ ଉପରେ ମାଲିକ, ଡ୍ରାଇଭର, ହେଲପର ଓ ଶ୍ରମିକଙ୍କୁ ମିଶାଇ ପ୍ରାୟ ୮୦ ଲକ୍ଷ ଲୋକ ସଂସାର ନିର୍ଭର କରୁଛି। କିନ୍ତୁ ଲକଡାଉନ୍‌ ପରଠୁ ବ୍ୟବସାୟିକ କାରବାର ଠପ୍ ହୋଇଯାଇଛି। ଯେଉଁ ଟ୍ରକ ଗୁଡ଼ିକ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଛନ୍ତି, ସେହି ଟ୍ରକର କର୍ମଚାରୀଙ୍କ ସ୍ୱାସ୍ଥ୍ୟବସ୍ଥା କିମ୍ବା ଆର୍ଥିକ ସ୍ଥିତି ସମ୍ପର୍କରେ ସରକାର ଚିନ୍ତା କରୁନଥିବା ଅଭିଯୋଗ କରିଛି ସଂଘ। ଯେଉଁ ଟ୍ରକ ସବୁ ଛିଡ଼ା ହୋଇଛି, ଟାୟାର ସହ ଯନ୍ତ୍ରପାତି ଜଙ୍କ୍ ଲାଗିଗଲାଣି। ଏଭଳି ସ୍ଥିତିରେ ଋଣ ନେଇଥିବା ଟ୍ରକ ମାଲିକଙ୍କ କିସ୍ତିକୁ ବର୍ଷେ ଯାଏଁ ଘୁଞ୍ଚାଇବା ସହ ଡିଜେଲ୍ ଉପରେ ଭ୍ୟାଟ୍ ଛାଡ଼, ଡ୍ରାଇଭର ଓ ହେଲ୍‌ପରଙ୍କ ପାଇଁ ୫୦ ଲକ୍ଷର ବୀମା ଘୋଷଣା ପାଇଁ ସରକାରଙ୍କ ନିକଟରେ ଦାବି ଉଠାଇଛି ଅଲ ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ କଂଗ୍ରେସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story