କରୋନା ମହାଦୁର୍ନୀତିର ନିରପେକ୍ଷ ତଦନ୍ତ ଦାବି କଲା କଂଗ୍ରେସ, ରାଜ୍ୟପାଳଙ୍କୁ ଭେଟିଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ମହାଦୁର୍ନୀତିର ନିରପେକ୍ଷ ତଦନ୍ତ ପାଇଁ ଆଜି ରାଜ୍ୟବ୍ୟାପୀ କଂଗ୍ରେସ ପକ୍ଷରୁ ଦାବି ଜୋରଦାର ହୋଇଛି। କଂଗ୍ରେସର ସମସ୍ତ ଜିଲ୍ଲା କମିଟି ଆଜି ଜିଲ୍ଲାପାଳମାନଙ୍କ ମାଧ୍ୟମରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦେଇଥିବାବେଳେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସର ଏକ ପ୍ରତିନିଧିମଣ୍ଡଳ ରାଜ୍ୟପାଳଙ୍କୁ ଭେଟି ଦାବିପତ୍ର ଦେଇଛି। ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, କରୋନା ମହାମାରୀ ସମୟରେ ରାଜ୍ୟ ସରକାର ମହାଦୁର୍ନୀତିରେ ବୁଡ଼ି ରହିଛନ୍ତି। […]

909

909

Tapas Behera
  • Published: Thursday, 11 June 2020
  • Updated: 11 June 2020, 08:09 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ମହାଦୁର୍ନୀତିର ନିରପେକ୍ଷ ତଦନ୍ତ ପାଇଁ ଆଜି ରାଜ୍ୟବ୍ୟାପୀ କଂଗ୍ରେସ ପକ୍ଷରୁ ଦାବି ଜୋରଦାର ହୋଇଛି। କଂଗ୍ରେସର ସମସ୍ତ ଜିଲ୍ଲା କମିଟି ଆଜି ଜିଲ୍ଲାପାଳମାନଙ୍କ ମାଧ୍ୟମରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦେଇଥିବାବେଳେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସର ଏକ ପ୍ରତିନିଧିମଣ୍ଡଳ ରାଜ୍ୟପାଳଙ୍କୁ ଭେଟି ଦାବିପତ୍ର ଦେଇଛି।
ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, କରୋନା ମହାମାରୀ ସମୟରେ ରାଜ୍ୟ ସରକାର ମହାଦୁର୍ନୀତିରେ ବୁଡ଼ି ରହିଛନ୍ତି। କରୋନା ଯୋଦ୍ଧାମାନଙ୍କ ପ୍ରତି ସମ୍ମାନ ଜଣାଇବା ଆଳରେ ରାଜ୍ୟ ସରକାର କୁମ୍ଭୀର କାନ୍ଦଣା କାନ୍ଦୁଥିବାବେଳେ ନିମ୍ନମାନର ପିପିଇ କିଟ୍ ଦେଇ ଏହି ଆଗଧାଡ଼ିର ଯୋଦ୍ଧାମାନଙ୍କ ଜୀବନକୁ ବିପଦମୁହଁକୁ ଠେଲି ଦେଇଛନ୍ତି। କରୋନା ସାମଗ୍ରୀ କିଣା ନାଁରେ ରାଜ୍ୟ ସରକାରଙ୍କ ଔଷଧ ନିଗମରେ ଶହଶହ କୋଟି ଟଙ୍କାର ମହାଦୁର୍ନୀତି ହେବା ଅତ୍ୟନ୍ତ କ୍ଷୋଭ ଓ ଦୁଃଖର ବିଷୟ। ଚଢ଼ାଦରରେ ମନଇଚ୍ଛା ସାମଗ୍ରୀ କିଣା ଯାଇଛି। ରାଜ୍ୟ ଭିତରେ ଥିବା ଏମଏସଏମଇ ସଂସ୍ଥାଗୁଡିକ ଠାରୁ ୨୦% ଜିନିଷ କିଣିବା ବାଧ୍ୟତାମୂଳକ ଥିବାବେଳେ କାହିଁକି ଓଡ଼ିଶାର ସଂସ୍ଥାମାନଙ୍କ ଠାରୁ ଔଷଧ, ସାନିଟାଇଜର, ମାସ୍କ ଆଦି ଜିନିଷପତ୍ର କିଣାଯାଇନାହିଁ। ଏହି ଦୁର୍ନୀତିରେ ରାଜ୍ୟର ବରିଷ୍ଠ ଅଫିସରଗଣ ଓ ଦାୟିତ୍ୱରେ ଥିବା ମନ୍ତ୍ରିସ୍ତରୀୟ କମିଟିର କାର୍ଯ୍ୟ ସନ୍ଦେହଜନକ। ତେଣୁ ଏହାର ନିରପେକ୍ଷ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବା ପାଇଁ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କୁ କଂଗ୍ରେସ ସ୍ମାରକପତ୍ର ଦେଇଛି।
ରାଜ୍ୟପାଳଙ୍କୁ ଭେଟିଥିବା ପ୍ରତିନିଧି ଦଳରେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ,ଚିନ୍ମୟ ସୁନ୍ଦର ଦାସ, ଦେଓ ପ୍ରସାଦ, ନାସିର ଅହମ୍ମଦ ଓ ନିରଞ୍ଜନ ନାୟକ ପ୍ରମୁଖ ସାମିଲ ଥିଲେ। ପିସିିସି ନିର୍ଦ୍ଦେଶରେ ସମସ୍ତ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ମଧ୍ୟ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସଂପୃକ୍ତ ଜିଲ୍ଲାପାଳଙ୍କ ଜରିଆରେ ସ୍ମାରକପତ୍ର ପ୍ରଦାନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story