କରୋନା ସାମଗ୍ରୀ କିଣାରେ ମହାଦୁର୍ନୀତି, ଲୋକାୟୁକ୍ତଙ୍କ ପାଖରେ ମାମଲା

ଭୁବନେଶ୍ୱର (ଓଡି଼ଶା ରିପୋର୍ଟର): କରୋନା ସାମଗ୍ରୀ କିଣାରେ ବ୍ୟାପକ ଦୁର୍ନୀତି ଅଭିଯୋଗରେ ଆଜି ଲୋକାୟୁକ୍ତରେ ମାମଲା ରୁଜୁ ହୋଇଛି। କଂଗ୍ରେସ ନେତା ସୁଦର୍ଶନ ଦାସ ଆଜି ବରିଷ୍ଠ ନେତାମାନଙ୍କ ସହ ଲୋକାୟୁକ୍ତ ଅଫିସ୍ ଯାଇ ଓଡ଼ିଶା ଔଷଧ ନିଗମରେ ବ୍ୟାପକ ଅନିୟମିତତା ସମ୍ପର୍କରେ ଅଭିଯୋଗ କରିଛନ୍ତି। ଶ୍ରୀ ଦାସ କହିଛନ୍ତି ଯେ, କରୋନା ସାମଗ୍ରୀ ଯଥା- ମାକ୍ସ, ଟେଷ୍ଟିଂଗ କିଟ, ରିଏଲଟାଇମ ପିସିଆର, ରେପିଡ୍ ଟେଷ୍ଟିଂ ମେସିନ, ପିପିଇ, ନେବୁଲାଇଜର, ବାଇପାପ୍ ମେସିନ୍ ଇତ୍ୟାଦି କିଣାରେ ଦୁର୍ନୀତିର […]

sura

sura

Manoranjan Sial
  • Published: Wednesday, 17 June 2020
  • Updated: 17 June 2020, 07:05 PM IST

Sports

Latest News

ଭୁବନେଶ୍ୱର (ଓଡି଼ଶା ରିପୋର୍ଟର): କରୋନା ସାମଗ୍ରୀ କିଣାରେ ବ୍ୟାପକ ଦୁର୍ନୀତି ଅଭିଯୋଗରେ ଆଜି ଲୋକାୟୁକ୍ତରେ ମାମଲା ରୁଜୁ ହୋଇଛି। କଂଗ୍ରେସ ନେତା ସୁଦର୍ଶନ ଦାସ ଆଜି ବରିଷ୍ଠ ନେତାମାନଙ୍କ ସହ ଲୋକାୟୁକ୍ତ ଅଫିସ୍ ଯାଇ ଓଡ଼ିଶା ଔଷଧ ନିଗମରେ ବ୍ୟାପକ ଅନିୟମିତତା ସମ୍ପର୍କରେ ଅଭିଯୋଗ କରିଛନ୍ତି। ଶ୍ରୀ ଦାସ କହିଛନ୍ତି ଯେ, କରୋନା ସାମଗ୍ରୀ ଯଥା- ମାକ୍ସ, ଟେଷ୍ଟିଂଗ କିଟ, ରିଏଲଟାଇମ ପିସିଆର, ରେପିଡ୍ ଟେଷ୍ଟିଂ ମେସିନ, ପିପିଇ, ନେବୁଲାଇଜର, ବାଇପାପ୍ ମେସିନ୍ ଇତ୍ୟାଦି କିଣାରେ ଦୁର୍ନୀତିର ତଦନ୍ତ ସହିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଆଜି ଲୋକାୟୁକ୍ତଙ୍କ ପାଖରେ ଏକ ମାମଲା ଦାୟର ହୋଇଛି ।

କଂଗ୍ରେସ ନେତା ତଥା ବିଧାୟକ ସୁରେଶ କୁମାର ରାଉତରାୟ, ତାରାପ୍ରସାଦ ବାହିନୀପତି, ପୂର୍ବତନ ଅର୍ଥ ମନ୍ତ୍ରୀ ପଂଚାନନ କାନୁନଗୋ, ବିଶିଷ୍ଟ ଆଇନଜୀବି ଧରଣୀଧର ନାୟକ, ମନୋରଞ୍ଜନ ଦାସ ପ୍ରମୁଖଙ୍କ ଗହଣରେ ଯାଇ ଲୋକାୟୁକ୍ତଙ୍କ ପାଖରେ ଶ୍ରୀ ଦାସ ପିଟିସନ ଦାଖଲ କରିଛନ୍ତି । ଲୋକାୟୁକ୍ତ ଅଧ୍ୟକ୍ଷ ପିଟିସନଟିକୁ ଗ୍ରହଣ କରିଛନ୍ତି । ଆଇନ ଅନୁସାରେ ଯଥାବିଧି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ
କହିଛନ୍ତି ବୋଲି ଶ୍ରୀ ଦାସ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story