ଦୁଇ ଜଣଙ୍କୁ ମାରି ଦେଲେ

ବାରିପଦା (ମାଣିକ ଲାଲ୍ ପାଣି): ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅନ୍ତର୍ଗତ କୁକୁଡ଼ାଯୋଡ଼ି ଗାଁରେ ଏକ ବୃଦ୍ଧ ଦମ୍ପତିଙ୍କୁ ହତ୍ୟା କରାଯାଇଛି। ମୃତକ ଦ୍ୱୟ ହେଲେ   ପୂର୍ଣ୍ଣ ହେମ୍ୱ୍ରମ୍‌ ଓ ତାଙ୍କ ପତ୍ନୀ ସଂହ ହେମ୍ୱ୍ରମ୍‌। ପୂର୍ଣ୍ଣଙ୍କ ମୃତଦେହ ଘର ବାହାରେ ରାସ୍ତା ଉପରେ ପଡ଼ିଥିଲା। ତାଙ୍କ ପତ୍ନୀଙ୍କ ମୃତଦେହ ଘର ଭିତରେ ପଡ଼ିଥିଲା। ଗାଁ ଲୋକଙ୍କ କହିବା ଅନୁଯାୟୀ, ଆଜି ସକାଳେ ମୃତଦେହ ପଡ଼ିଥିବା ଦେଖି ପୁଲିସ୍‌କୁ ଖବର ଦିଆଯାଇଥିଲା। ଏହି ଦମ୍ପତିଙ୍କ ଝିଅମାନେ […]

deadbody

deadbody

Jitendra Garnayak
  • Published: Sunday, 09 September 2018
  • Updated: 09 September 2018, 07:15 AM IST

Sports

Latest News

ବାରିପଦା (ମାଣିକ ଲାଲ୍ ପାଣି): ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅନ୍ତର୍ଗତ କୁକୁଡ଼ାଯୋଡ଼ି ଗାଁରେ ଏକ ବୃଦ୍ଧ ଦମ୍ପତିଙ୍କୁ ହତ୍ୟା କରାଯାଇଛି। ମୃତକ ଦ୍ୱୟ ହେଲେ   ପୂର୍ଣ୍ଣ ହେମ୍ୱ୍ରମ୍‌ ଓ ତାଙ୍କ ପତ୍ନୀ ସଂହ ହେମ୍ୱ୍ରମ୍‌।

ପୂର୍ଣ୍ଣଙ୍କ ମୃତଦେହ ଘର ବାହାରେ ରାସ୍ତା ଉପରେ ପଡ଼ିଥିଲା। ତାଙ୍କ ପତ୍ନୀଙ୍କ ମୃତଦେହ ଘର ଭିତରେ ପଡ଼ିଥିଲା।

deadଗାଁ ଲୋକଙ୍କ କହିବା ଅନୁଯାୟୀ, ଆଜି ସକାଳେ ମୃତଦେହ ପଡ଼ିଥିବା ଦେଖି ପୁଲିସ୍‌କୁ ଖବର ଦିଆଯାଇଥିଲା। ଏହି ଦମ୍ପତିଙ୍କ ଝିଅମାନେ ବାହା ହୋଇ ବାହାରେ ରହୁଛନ୍ତି। ତାଙ୍କ ପୁଅ ରାଜ୍ୟ ବାହାରେ କାମ କରନ୍ତି। ସେ ଗତକାଲି ଘରକୁ ଆସି ତାଙ୍କ ଶ୍ୱଶୁର ଘରକୁ ଯାଇଥିଲା। ବୃଦ୍ଧ ଦମ୍ପତି ଘରେ ଏକାକୀ ଥିଲେ।

ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି  ତଦନ୍ତ ଆରମ୍ଭ କରିଛି। ତେବେ ହତ୍ୟାର କାରଣ ଅସ୍ପଷ୍ଟ ରହିଛି।

ବାରିପଦା ସଦର ଥାନା ଆଇଆଇସି ସ୍ୱର୍ଣ୍ଣ ଲତା ମିଞ୍ଜ କହିଛନ୍ତି ଯେ ଗୁଣିଗାରେଡ଼ି ସନ୍ଦେହରୁ ଏହି ହତ୍ୟାକାଣ୍ଡ ଘଟିଥାଇପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story