ଆଶା ଦେଖାଇଲା ସମ୍‌, କୋଭାକ୍ସିନର ମାନବ ପରୀକ୍ଷଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ସମ୍ ହସ୍ପିଟାଲରେ ଆରମ୍ଭ ହେଲା କୋଭାକ୍ସିନର ମାନବ ପରୀକ୍ଷଣ। ଭାରତ ବାୟୋଟେକ ପ୍ରସ୍ତୁତ କୋଭାକ୍ସିନର ହେଲା ପରୀକ୍ଷା। ପରୀକ୍ଷଣ ପାଇଁ ରାଜି ହୋଇଥିବା ସ୍ବେଚ୍ଛାସେବୀଙ୍କ ଠାରେ ଟ୍ରାଏଲ କରାଯାଇଛି। ପରୀକ୍ଷଣର ପ୍ରମୁଖ ଥିବା ପର୍ଯ୍ୟବେକ୍ଷକ ଡାକ୍ତର ଇ. ଭେଙ୍କଟରାଓଙ୍କ ସୂଚନା ଦେଇଛନ୍ତି। ସମ୍ ସହ ଦେଶର ୧୨ଟି ସ୍ଥାନରେ ଏହି କୋଭାକ୍ସିନ ପରୀକ୍ଷା ହେଉଛି। ପୂର୍ବରୁ ଦିଲ୍ଲୀ ଓ ଚେନ୍ନାଇରେ ପ୍ରଥମ ପର୍ଯ୍ୟାୟ ମାନବ ପରୀକ୍ଷଣ ହୋଇଛି। ଚେନ୍ନାଇ ସ୍ଥିତ ଏସଆରଏମ୍ ମେଡିକାଲ କଲେଜ ହସ୍ପିଟାଲରେ […]

iop-1-1

iop-1-1

Tapas Behera
  • Published: Monday, 27 July 2020
  • Updated: 27 July 2020, 06:06 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ସମ୍ ହସ୍ପିଟାଲରେ ଆରମ୍ଭ ହେଲା କୋଭାକ୍ସିନର ମାନବ ପରୀକ୍ଷଣ। ଭାରତ ବାୟୋଟେକ ପ୍ରସ୍ତୁତ କୋଭାକ୍ସିନର ହେଲା ପରୀକ୍ଷା। ପରୀକ୍ଷଣ ପାଇଁ ରାଜି ହୋଇଥିବା ସ୍ବେଚ୍ଛାସେବୀଙ୍କ ଠାରେ ଟ୍ରାଏଲ କରାଯାଇଛି। ପରୀକ୍ଷଣର ପ୍ରମୁଖ ଥିବା ପର୍ଯ୍ୟବେକ୍ଷକ ଡାକ୍ତର ଇ. ଭେଙ୍କଟରାଓଙ୍କ ସୂଚନା ଦେଇଛନ୍ତି। ସମ୍ ସହ ଦେଶର ୧୨ଟି ସ୍ଥାନରେ ଏହି କୋଭାକ୍ସିନ ପରୀକ୍ଷା ହେଉଛି।

ପୂର୍ବରୁ ଦିଲ୍ଲୀ ଓ ଚେନ୍ନାଇରେ ପ୍ରଥମ ପର୍ଯ୍ୟାୟ ମାନବ ପରୀକ୍ଷଣ ହୋଇଛି। ଚେନ୍ନାଇ ସ୍ଥିତ ଏସଆରଏମ୍ ମେଡିକାଲ କଲେଜ ହସ୍ପିଟାଲରେ ଏହାର ପରୀକ୍ଷଣ କରାଯାଇଛି। ଭାରତ ବାୟୋଟେକ୍ ଓ ICMR ମିଳିତ ପ୍ରୟାସରେ ପ୍ରସ୍ତୁତ କ୍ୟାଣ୍ଡିଡେଟ୍ ଭ୍ୟାକ୍ସିନ 'କୋଭାକ୍ସିନ'କୁ ଦେଶର ପ୍ରଥମ ଟିକା ଭାବେ ମାନବ ପରୀକ୍ଷଣ ପାଇଁ ସ୍ୱୀକୃତି ମିଳିଛି।

ଟିକାର ପ୍ରୟୋଗ ପରେ ମନୁଷ୍ୟଙ୍କର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇନି। ୨ ଦଫାରେ ମାନବ ପରୀକ୍ଷଣ ହେବ। ଏବେ ୧୪ଟି ହସ୍ପିଟାଲରେ ଏଭଳି ଟ୍ରାଏଲ ଚାଲିଛି। ଆଇସିଏମଆର-ଭାରତ ବାୟୋଟେକ ଦ୍ୱାରା ନିର୍ମିତ କୋଭାକ୍ସିନର ଫେଜ-୧ ଓ ଫେଜ-୨ ପରୀକ୍ଷଣ କରାଯାଉଛି।

ଜୁଲାଇ ୧୫ରୁ ହିଁ କୋଭାକ୍ସିନର କ୍ରିନିକାଲ ଟ୍ରାଏଲ ଆରମ୍ଭ କରାଯାଥିଲା। ଖୁବଶୀଘ୍ର ଭାରତ କରୋନାକୁ ମାତ୍‌ ଦେବା ଭଳି ଟିକା ବାହାର କରିବାର ଆଶା ସୃଷ୍ଟି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story