ପୂର୍ବରୁ ଲୋକେ ଅଭିଯୋଗ କରୁଥିଲେ, ଏବେ ବ୍ୟବସ୍ଥା ମାନିଲା

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର) ପୂର୍ବରୁ ଲୋକେ ଅଭିଯୋଗ କରୁଥିଲେ, ଏବେ ବ୍ୟବସ୍ଥା ମାନିଲା ଗଞ୍ଜାମରେ ଭଲ ନାହିଁ କୋଭିଡ୍ ପରିଚାଳନାର ସ୍ଥିତି । ଭିତ୍ତିଭୂମି ଭଲ ନାହିଁ, ପରିମଳ ଠିକ୍ ନାହିଁ। ୧୦୮ ଓ ୧୦୪ ଆମ୍ବୁଲାନ୍ସ ଡାକିଲେ ଶୁଣୁନାହାନ୍ତି। ଏମିତି ଅନେକ। ଏପରିକି ଦକ୍ଷିଣ ଓଡିଶାର ସବୁଠୁ ବଡ଼ ଡାକ୍ତରଖାନା ଏମକେସିଜି ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍ ଲଢ଼େଇରେ ଯେମିତି ସମ୍ମୁଖଭାଗରୁ ଲଢ଼ିବା କଥା ସେ କଥା ବି ହେଉନି । ତେଣୁ ଗତକାଲି ଜିଲ୍ଲାରେ କୋଭିଡ୍ […]

790-15-1

790-15-1

Tapas Behera
  • Published: Thursday, 06 August 2020
  • Updated: 06 August 2020, 07:44 PM IST

Sports

Latest News

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର) ପୂର୍ବରୁ ଲୋକେ ଅଭିଯୋଗ କରୁଥିଲେ, ଏବେ ବ୍ୟବସ୍ଥା ମାନିଲା ଗଞ୍ଜାମରେ ଭଲ ନାହିଁ କୋଭିଡ୍ ପରିଚାଳନାର ସ୍ଥିତି । ଭିତ୍ତିଭୂମି ଭଲ ନାହିଁ, ପରିମଳ ଠିକ୍ ନାହିଁ। ୧୦୮ ଓ ୧୦୪ ଆମ୍ବୁଲାନ୍ସ ଡାକିଲେ ଶୁଣୁନାହାନ୍ତି। ଏମିତି ଅନେକ। ଏପରିକି ଦକ୍ଷିଣ ଓଡିଶାର ସବୁଠୁ ବଡ଼ ଡାକ୍ତରଖାନା ଏମକେସିଜି ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍ ଲଢ଼େଇରେ ଯେମିତି ସମ୍ମୁଖଭାଗରୁ ଲଢ଼ିବା କଥା ସେ କଥା ବି ହେଉନି । ତେଣୁ ଗତକାଲି ଜିଲ୍ଲାରେ କୋଭିଡ୍ ପରିଚାଳନା ସ୍ଥିତି ସମୀକ୍ଷାବେଳେ ଏସବୁ ଅବ୍ୟବସ୍ଥା ନେଇ ଅସନ୍ତୋଷ ପ୍ରକାଶ କରିବା ସହ ତୁରନ୍ତ ଏହାରି ଉପରେ କାମ କରିବାକୁ ପରାମର୍ଶ ଦେଇଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ।

ଗଞ୍ଜାମରେ କୋଭିଡ୍ ପରିଚାଳନା ସ୍ଥିତି ସମୀକ୍ଷା ବେଳେ ଖୋଦ୍ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁଭବ କରିଛନ୍ତି ଯେ, ଜିଲ୍ଲାରେ କୋଭିଡ୍ ପରିଚାଳନାରେ ବହୁ ଅବ୍ୟବସ୍ଥା ରହିଛି। ଗତ ୬ ଦିନରେ ଜିଲ୍ଲାରେ ୨୬ ଜଣଙ୍କ ଜୀବନ ଗଲାଣି । ଲୋକେ ବି ଅଭିଯୋଗ କରୁଛନ୍ତି, ପରିଚାଳନାଗତ ତ୍ରୁଟିରୁ ବିଗିଡ଼ିଚାଲିଛି ସ୍ଥିତି। ତେବେ ଜିଲ୍ଲାପାଳଙ୍କ କହିବା କଥା, ସ୍ଥିତିରେ ଉନ୍ନତି ପାଇଁ ଜିଲ୍ଲାରେ କୋଭିଡ୍ ପରିଚାଳନାରେ ବ୍ୟାପକ ପରିବର୍ତ୍ତନ ଅଣାଯାଇଛି।

ନଜର ପକାନ୍ତୁ ଏସବୁ ପଏଣ୍ଟ ଉପରେ..

୧-କୋଭିଡ୍ ପରିଚାଳନାରେ ଅନ୍ୟ ୬ ଜିଲ୍ଲାଭଳି ଗଞ୍ଜାମରେ ଭିତ୍ତିଭୂମି ପର୍ଯ୍ୟାପ୍ତ ନୁହେଁ।

୨-ହସ୍ପିଟାଲରେ ସ୍ୱଚ୍ଛତା, ହାଉସ୍କିପିଂ ସେବା, ପେସେଣ୍ଟ କଲିଂ ଓ ହସ୍ପିଟାଲରୁ ରୋଗୀ ଡିସ୍‌ଚାର୍ଜ ବ୍ୟବସ୍ଥା ଠିକ୍ ନାହିଁ।

୩- ଆଇସିଏମ୍ଆର୍ ଗାଇଡ୍ଲାଇନକୁ ଉଲ୍ଲଂଘନ କରି ବହୁ ଲକ୍ଷଣବିହୀନ ରୋଗୀଙ୍କୁ ନିର୍ଦ୍ଧାରିତ ସମୟ ଅବଧିଠୁ ଅଧିକ ଦିନ ରଖାଯାଉଛି।

୪-ଯାହାଦ୍ୱାରା ସ୍ୱାସ୍ଥ୍ୟ ଭିତ୍ତିଭୂମି ଉପରେ ଅଯଥା ଚାପ ପଡୁଛି, ତେଣୁ ଅଧିକୃତ ମେଡିକାଲ୍  ଅଫିସର ଏବଂ ପରିଚାଳନା ଅଧିକାରୀଙ୍କ ଦ୍ୱାରା ଦୈନନ୍ଦିନ ପେସେଣ୍ଟ ଅଡିଟ୍ ହେବା ନିହାତି ଜରୁରୀ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story