ଭିଡିଓ ଛାଡ଼ି ସରକାରୀ ଟେଷ୍ଟର ଗୁମର ଖୋଲିଲେ ବାପ-ପୁଅ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ସରକାରୀ ରିପୋର୍ଟରେ ପଜିଟିଭ୍, ଘରୋଇ ଲ୍ୟାବ୍ ରିପୋର୍ଟରେ କିନ୍ତୁ ନେଗେଟିଭ୍। କରୋନା ଟେଷ୍ଟ ରିପୋର୍ଟକୁ ନେଇ ଏଭଳି ଅଭିଯୋଗ ଆସିଛି ରାଜଧାନୀ ଭୁବନେଶ୍ୱରରୁ । ଭୁବନେଶ୍ୱର ଆଇଗିଣିଆ ଅଞ୍ଚଳର ଜଣେ ବ୍ୟକ୍ତି ଓ ତାଙ୍କ ପୁଅ ଗତ ୧୭ ତାରିଖରେ କ୍ୟାପିଟାଲ୍ ହସ୍ପିଟାଲରେ କରୋନା ଟେଷ୍ଟ କରାଇଥିଲେ। ୨୧ ତାରିଖରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ନେଇ ବିଏମ୍ସି ଜଣାଇଥିଲା। ତାପରଦିନ  ଅର୍ଥାତ ୨୨ ତାରିଖରେ ଉଭୟେ ଏକ ଘରୋଇ ଲ୍ୟାବ୍ ଦ୍ୱାରା ପୁଣି ଥରେ […]

909

909

Tapas Behera
  • Published: Saturday, 25 July 2020
  • Updated: 25 July 2020, 08:52 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ସରକାରୀ ରିପୋର୍ଟରେ ପଜିଟିଭ୍, ଘରୋଇ ଲ୍ୟାବ୍ ରିପୋର୍ଟରେ କିନ୍ତୁ ନେଗେଟିଭ୍। କରୋନା ଟେଷ୍ଟ ରିପୋର୍ଟକୁ ନେଇ ଏଭଳି ଅଭିଯୋଗ ଆସିଛି ରାଜଧାନୀ ଭୁବନେଶ୍ୱରରୁ । ଭୁବନେଶ୍ୱର ଆଇଗିଣିଆ ଅଞ୍ଚଳର ଜଣେ ବ୍ୟକ୍ତି ଓ ତାଙ୍କ ପୁଅ ଗତ ୧୭ ତାରିଖରେ କ୍ୟାପିଟାଲ୍ ହସ୍ପିଟାଲରେ କରୋନା ଟେଷ୍ଟ କରାଇଥିଲେ। ୨୧ ତାରିଖରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ନେଇ ବିଏମ୍ସି ଜଣାଇଥିଲା। ତାପରଦିନ  ଅର୍ଥାତ ୨୨ ତାରିଖରେ ଉଭୟେ ଏକ ଘରୋଇ ଲ୍ୟାବ୍ ଦ୍ୱାରା ପୁଣି ଥରେ ନିଜ ଆଡୁ କରୋନା ଟେଷ୍ଟ କରାଇଥିଲେ। ତେବେ ରିପୋର୍ଟ ଆସିବା ପୂର୍ବରୁ କିନ୍ତୁ ୨୩ ତାରିଖରେ ଉଭୟଙ୍କୁ ବିଏମ୍ସି ପକ୍ଷରୁ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଏହାର ଦିନକ ପରେ ୨୪ ତାରିଖରେ ଘରୋଇ ଲ୍ୟାବରୁ  ରିପୋର୍ଟ ଆସିବା ସହ ଉଭୟଙ୍କ କରୋନା ରିପୋର୍ଟ ନେଗେଟିଭ୍ ଥିବା ଦର୍ଶାଯାଇଛି । ଏ ସଂପର୍କରେ ସେମାନେ କୋଭିଡ୍ ହସ୍ପିଟାଲ୍ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ବି କୌଣସି ପଦକ୍ଷେପ ନିଆଯାଉନଥିବା ଏକ ଭିଡିଓ ମେସେଜରେ ଜଣାଇଛନ୍ତି । ଏହି ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ତେବେ ବାପ-ପୁଅଙ୍କ ଅଭିଯୋଗ ସଂପର୍କରେ କୋଭିଡ୍ ହସ୍ପିଟାଲ୍ କିମ୍ବା ବିଏମ୍‌ସି କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ । ସେମିତି କେତେବେଳେ ପଜିଟିଭ ତ କେତେବେଳେ ନେଗେଟିଭ। ଏଭଳି ଭିନ୍ନ ଭିନ୍ନ ରିପୋର୍ଟ ଆସୁଥିବା ବେଳେ କାହାକୁ ଲୋକେ ବିଶ୍ୱାସ କରିବେ, ତାହା ଜାଣିପାରୁ ନାହାନ୍ତି। ଫଳରେ ରାଜ୍ୟରେ ହେଉଥିବା କରୋନା ଟେଷ୍ଟିଂରେ ତ୍ରୁଟି ରହିଥିବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ଖୋଦ୍ ରାଜଧାନୀ ଭୁବନେଶ୍ୱରରେ ଏଭଳି ବ୍ୟାପକ ତ୍ରୁଟି ନେଇ ଅଭିଯୋଗ ହୋଇଛି।

କିଛି ଦିନ ତଳେ ଚିନ୍ମୟ ଚାନ୍ଦ ନାମକ ଜଣେ ବ୍ୟକ୍ତି ଅଭିଯୋଗ କରିଥିଲେ ଯେ, ସରକାରୀସ୍ତରରେ ମୋର ପଜିଟିଭ୍ ରିପୋର୍ଟ ଆସିଥିଲା ହେଲେ ବେସରକାରୀସ୍ତରରେ ଆସିଛି ନେଗେଟିଭ୍‌ ରିପୋର୍ଟ । ଏଥିପାଇଁ ମୁଁ ବହୁ ମାନସିକ ନିର୍ଯାତନା ସହଲିଣି ବୋଲି ସେ କହିଛନ୍ତି।

ଖଣ୍ଡଗିରିର ରୁଦ୍ର ବିହାରର ୪୨ ବର୍ଷୀୟ ଚିନ୍ମୟ କହିଛନ୍ତି ଯେ, ଗତ ୬ ତାରିଖ ଦିନ ଆମ ଘର ପାଖରେ ଜଣେ ସ୍ତ୍ରୀ ଲୋକ ପଜିଟିଭ ବାହାରିଥିଲେ।  ପରେ ତାଙ୍କୁ ଆସି ହସପିଟାଲ ନେଇଗଲେ। ୬ ତାରିଖ ପରେ ଆମର ଏଠି ୨୩ ନମ୍ବର ୱାର୍ଡ଼ରେ ପ୍ରତ୍ୟେକ ସସ୍ତାହରେ ଟେଷ୍ଟ ହେଉଛି। ତେଣୁ ଆମର ୯ ତାରିଖ ଦିନ ଟେଷ୍ଟ ହେଲା। ଆଖପାଖର ଆମେ ୩୦ ଜଣ ଯାଇ ଟେଷ୍ଟ କରିଲୁ। ମୋ ସ୍ତ୍ରୀ ବି ଯାଇଥିଲେ। ୯ ତାରିଖ ଦିନ ଟେଷ୍ଟ ପରେ ୧୪ ତାରିଖ ଦିନ ଟେଷ୍ଟ ରିପୋର୍ଟ ଆସିଲା। ମୋତେ ଫୋନ୍ କଲେ କହିଲେ ତୁମର ପଜିଟିଭ ଆସିଛି। ହେମନ୍ତ କୁମାର ସାହୁ ଏବଂ ଜଣେ ଡାକ୍ତର ଫୋନ୍ କରି କହିଲେ ତୁମର ପଜିଟିଭ୍ ଆସିଛି।

ରିପୋର୍ଟକୁ ନେଇ ମୋର ସନ୍ଦେହ ହେଲା।  କାରଣ ମୁଁ ୨ ମାସ ହେଲା ଘରେ ଅଛି । କୁଆଡ଼େ ଯାଇନି। ତାପରେ ମୁଁ ଏହାର ଚେକିଂ ପାଇଁ କିମ୍‌ସ ଯାଇଥିଲି। ହେଲେ ରାସ୍ତାରେ ମୋତେ ଜଣେ କହିଲେ କେୟାର ହସପିଟାଲରେ ହେଉଛି। ତେଣୁ ମୁଁ କେୟାର ହସପିଟାଲ ଯାଇଥିଲି। ୨୨୫୦୦ ଟଙ୍କା ଖର୍ଚ୍ଚ କରି ମୁଁ ଟେଷ୍ଟ କଲି। ପରଦିନ ରିପୋର୍ଟ ଆସିଲା ନେଗେଟିଭ୍। ସେମିତି ଆମର ଜଣେ ପଡ଼ିଶା ଘର ଝିଅକୁ ଜେନେକ୍ସରେ ନେଇ ଟେଷ୍ଟ କଲି । ତାଙ୍କର ରିପୋର୍ଟ ମଧ୍ୟ ନେଗେଟିଭ୍ ଆସିଛି।  ଆମକୁ ଏଠି ଲୋକେ ବାଛନ୍ଦ କରିଦେଲେ। ଆମେ ଖାଇବାକୁ ପାଇଲୁନି। ମୋ ସ୍ତ୍ରୀ ଘରେ ପଶେଇଲାନି। ମୁଁ ଯାଇକି ଛାତ ଉପରେ ଶୋଇଲି। ଦୁଇ ଦିନ ମୁଁ ଛାତ ଉପରେ ଶୋଇଲି। ଦୋକାନୀ ସଉଦା ଦେଲେନି।  ମୁଁ ବହୁତ ମାନସିକ ନିର୍ଯତନା ସହିଲି ବୋଲି ସେ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story