ପୁରୀରେ ଚାଲିଛି ସେବାୟତଙ୍କ କୋଭିଡ୍ ଟେଷ୍ଟ

ପୁରୀ(ଓଡ଼ିଶା ରିପୋର୍ଟର): ସୁପ୍ରିମକୋର୍ଟ ଗାଇଡଲାଇନ୍‌ ଅନୁସାରେ ଆଜି ପୁରୀ ସେବାୟତଙ୍କ କୋଭିଡ୍ ଟେଷ୍ଟ ହେଉଛି । ସୁଆର ମହାସୁଆର ନିଯୋଗ, ପୁଷ୍ପାଳକ ନିଯୋଗ, ବିମାନବଡୁ ନିଯୋଗର ସେବାୟତଙ୍କ କୋଭିଡ୍ ଟେଷ୍ଟ କରାଯାଉଛି । ପୁରୀର ଉତ୍କଳ ହିନ୍ଦି ବିଦ୍ୟାପୀଠ, ବାଗିଡ଼ଇା ଧର୍ମଶାଳା ଓ ମାର୍କଣ୍ଡେଶ୍ୱରସାହି ଗାର୍ଲସ ହାଇସ୍କୁଲରେ ଟେଷ୍ଟ ଶିବିର କରାଯାଇଛି। ପୁରୀ ରଥଯାତ୍ରାରେ ସାମିଲ ୫ ହଜାର ଲୋକଙ୍କର ହେବ କୋଭିଡ୍ ଟେଷ୍ଟ କରାଯିବ । ଅଢେଇ ହଜାର ସେବାୟତଙ୍କର  ୨ ରାଉଣ୍ଡ କୋଭିଡ୍ ଟେଷ୍ଟ […]

corona test

corona test

Niharika Rout
  • Published: Thursday, 25 June 2020
  • Updated: 25 June 2020, 12:49 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ସୁପ୍ରିମକୋର୍ଟ ଗାଇଡଲାଇନ୍‌ ଅନୁସାରେ ଆଜି ପୁରୀ ସେବାୟତଙ୍କ କୋଭିଡ୍ ଟେଷ୍ଟ ହେଉଛି । ସୁଆର ମହାସୁଆର ନିଯୋଗ, ପୁଷ୍ପାଳକ ନିଯୋଗ, ବିମାନବଡୁ ନିଯୋଗର ସେବାୟତଙ୍କ କୋଭିଡ୍ ଟେଷ୍ଟ କରାଯାଉଛି । ପୁରୀର ଉତ୍କଳ ହିନ୍ଦି ବିଦ୍ୟାପୀଠ, ବାଗିଡ଼ଇା ଧର୍ମଶାଳା ଓ ମାର୍କଣ୍ଡେଶ୍ୱରସାହି ଗାର୍ଲସ ହାଇସ୍କୁଲରେ ଟେଷ୍ଟ ଶିବିର କରାଯାଇଛି।

ପୁରୀ ରଥଯାତ୍ରାରେ ସାମିଲ ୫ ହଜାର ଲୋକଙ୍କର ହେବ କୋଭିଡ୍ ଟେଷ୍ଟ କରାଯିବ । ଅଢେଇ ହଜାର ସେବାୟତଙ୍କର  ୨ ରାଉଣ୍ଡ କୋଭିଡ୍ ଟେଷ୍ଟ ହେବ । ସେବାୟତଙ୍କ ବ୍ୟତୀତ ପୁଲିସ୍ ଓ ସଫେଇ କର୍ମଚାରୀଙ୍କର ମଧ୍ୟ କରୋନା ଟେଷ୍ଟ କରାଯିବ। ୨୮ ତାରିଖ ରଥ ଦକ୍ଷିଣ ମୋଡ଼ ପୂର୍ବରୁ ଏହି ଟେଷ୍ଟ ପ୍ରକ୍ରିୟା ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଯେଉଁମାନଙ୍କର ଟେଷ୍ଟ ନେଗେଟିଭ୍ ଆାସିବ ସେମାନେ ହିଁ ରଥ କାର୍ଯ୍ୟରେ ସାମିଲ ହେବେ  ।  ଏହାବ୍ୟତୀତ ସଂପୂର୍ଣ୍ଣ ପୁରୀ ସହରକୁ ସାନିଟାଇଜ୍ କରାଯିବ ବୋଲି ଗତକାଲି ଆୟୋଜିତ ଗୁରୁତ୍ୱପୂର୍ଣ୍ଣ ବୈଠକରେ ପରେ କହିଥିଲେ ଶ୍ରୀମନ୍ଦିର ପରିଚାଳନା କମିଟି ଉପାଧ୍ୟକ୍ଷ ସୁରେଶ ମହାପାତ୍ର ।

ଗତକାଲି ଗୋପବନ୍ଧୁ ଆୟୁର୍ବେଦ କଲେଜରେ ପୁଲିସ୍‌ କର୍ମଚାରୀଙ୍କର ସାମ୍ପଲ ସଂଗ୍ରହ କରାଯାଇଥିଲା। ପ୍ରାୟ ହଜାରେରୁ  ଅଧିକ ପୁଲିସ୍‌ କର୍ମଚାରୀଙ୍କର ସାମ୍ପଲ ସଂଗ୍ରହ କରାଯାଇଥିବା ଜଣାଯାଇଛି।

ଉଲ୍ଲେଖଯୋଗ୍ୟ, ସୁପ୍ରିମକୋର୍ଟ ପୁରୀରେ କଟକଣାଯୁକ୍ତ ରଥଯାତ୍ରା ନିମନ୍ତେ ଅନୁମତି ଦେଇଥିବା ବେଳେ ସ୍ୱାସ୍ଥ୍ୟ ସମସ୍ୟା ସହ କୌଣସି ପ୍ରକାର ସାଲିସ କରାଯିବ ନାହିଁ ବୋଲି ଚେତାଇ ଦେଇଥିଲେ। ଏପରି କିଛି ସମସ୍ୟା ଉପୁଜିଲେ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପରିଚାଳନା କମିଟି ଦାୟୀ ରହିବେ ବୋଲି ସୁପ୍ରିମକୋର୍ଟ ଉଲ୍ଲେଖ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story