‘ଡିସେମ୍ବର ସୁଦ୍ଧା ରାଜ୍ୟରେ ଶେଷ ହେବ କୋଭିଡ୍ ଟିକାକରଣ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନାର ସମ୍ଭାବ୍ୟ ତୃତୀୟ ଲହରର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଶେଷ କରିଥିବାବେଳେ ଆସନ୍ତା ଡିସେମ୍ବର ସୁଦ୍ଧା ରାଜ୍ୟରେ କୋଭିଡ୍ ଟିକାକରଣ କାର୍ଯ୍ୟ ସରିବ ବୋଲି ଆକଳନ କରିଛନ୍ତି। ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶ ଡାକ୍ତର ବିଜୟ ପାଣିଗ୍ରାହୀ ଗଣମାଧ୍ୟମକୁ ଆଜି ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଯଦି ରାଜ୍ୟକୁ ଟିକା ଆସିବାରେ ସମସ୍ୟା ନହୁଏ , ତା’ହେଲେ ରାଜ୍ୟରେ କୋଭିଡ୍ ଟିକାକରଣ ଆସନ୍ତା ୪ମାସରେ ଶେଷ ହେବ। ଏବେ ପ୍ରାୟ ୨.୨୦କୋଟି […]

Covid19 child

Covid19 child

Tapas Behera
  • Published: Tuesday, 31 August 2021
  • Updated: 31 August 2021, 10:25 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନାର ସମ୍ଭାବ୍ୟ ତୃତୀୟ ଲହରର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଶେଷ କରିଥିବାବେଳେ ଆସନ୍ତା ଡିସେମ୍ବର ସୁଦ୍ଧା ରାଜ୍ୟରେ କୋଭିଡ୍ ଟିକାକରଣ କାର୍ଯ୍ୟ ସରିବ ବୋଲି ଆକଳନ କରିଛନ୍ତି।
ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶ ଡାକ୍ତର ବିଜୟ ପାଣିଗ୍ରାହୀ ଗଣମାଧ୍ୟମକୁ ଆଜି ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଯଦି ରାଜ୍ୟକୁ ଟିକା ଆସିବାରେ ସମସ୍ୟା ନହୁଏ , ତା’ହେଲେ ରାଜ୍ୟରେ କୋଭିଡ୍ ଟିକାକରଣ ଆସନ୍ତା ୪ମାସରେ ଶେଷ ହେବ। ଏବେ ପ୍ରାୟ ୨.୨୦କୋଟି ଡୋଜ୍ ଟିକା ଦିଆସରିଲାଣି। ଏଥିରେ ପ୍ରାୟ ୧.୬୬କୋଟି ଲୋକ ପ୍ରଥମ ଡୋଜ୍ ନେଇôଥବାବେଳେ ୫୩ଲକ୍ଷ ଲୋକ ଦ୍ୱିତୀୟ ଡୋଜ୍ ନେଇସାରିଲେଣି । ରାଜ୍ୟ ସରକାରଙ୍କ ପାଖରେ ଏବେ ୨୮.୫୪ଲକ୍ଷ ଡୋଜ୍ କୋଭିଶିଲଡ୍ ଓ ୪.୫୪ ଲକ୍ଷ କୋଭାକ୍ସିନ୍ ଡୋଜ୍ ଗଚ୍ଛିତ ରହିଛି ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି ଯେ, ତୃତୀୟ ଲହରର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ୩ହଜାର ବେଡ୍ ପ୍ରସ୍ତୁତ କରାଯାଇଛି। ୪୫୦୦ ଡାକ୍ତର ଓ ନର୍ସଙ୍କ ପ୍ରଶିକ୍ଷଣ କାର୍ଯ୍ୟ ଶେଷ ହୋଇଛି। ଛୋଟ ପିଲାଙ୍କ ପାଇଁ ଟିକା ଏପର୍ଯ୍ୟନ୍ତ ଆସିନାହିଁ। ଏବେ ଦିନକୁ ସାଢ଼େ ୩ଲକ୍ଷ ଲୋକଙ୍କୁ ଟିକାକରଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ଅଧିକ ଟିକାକରଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେପ୍ଟେମ୍ବର ୧୫ତାରିଖ ସୁଦ୍ଧା ରାଜ୍ୟରେ ଆରମ୍ଭ ହୋଇଥିବା ସେରୋ ସର୍ଭେ ସରିବ ବୋଲି ସେ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story