ଆଜିଠୁ ୧୨ରୁ ୧୪ ବର୍ଷର ପିଲାଙ୍କୁ ଦିଆଯିବ କରୋନା ଟିକା

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହେବ ୧୨ରୁ ୧୪ ବର୍ଷର ପିଲାଙ୍କୁ ଟିକାକରଣ। ଅର୍ଥାତ ୨୦୧୦ ମାର୍ଚ୍ଚ ୧୫ ପୂର୍ବରୁ ଯେଉଁମାନଙ୍କର ଜନ୍ମ, ସେମାନଙ୍କୁ ଏହି କୋଭିଡ ଟିକା ଦିଆଯିବ। କେନ୍ଦ୍ର ସ୍ୱାସ୍ଥ୍ୟ ସବିବ ରାଜେଶ ଭୂଷଣ ଏନେଇ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବମାନଙ୍କ ନିକଟକୁ ଚିଠି ଲେଖିଛନ୍ତି। ତେହେ ଏହି ବର୍ଗର ପିଲାମାନଙ୍କୁ କେବଳ କୋର୍ବେଭାକ୍ସ ଟିକା ଦିଆଯିବ। ଟିକା ନେବା ଲାଗି ଜନ୍ମ ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ। ଉଭୟ ଅନଲାଇନ ଓ ଅଫଲାଇନ ପଞ୍ଜିକରଣ […]

covid vaccinations

covid vaccinations

Madhupriya Mistry
  • Published: Wednesday, 16 March 2022
  • Updated: 16 March 2022, 08:08 AM IST

Sports

Latest News

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହେବ ୧୨ରୁ ୧୪ ବର୍ଷର ପିଲାଙ୍କୁ ଟିକାକରଣ। ଅର୍ଥାତ ୨୦୧୦ ମାର୍ଚ୍ଚ ୧୫ ପୂର୍ବରୁ ଯେଉଁମାନଙ୍କର ଜନ୍ମ, ସେମାନଙ୍କୁ ଏହି କୋଭିଡ ଟିକା ଦିଆଯିବ। କେନ୍ଦ୍ର ସ୍ୱାସ୍ଥ୍ୟ ସବିବ ରାଜେଶ ଭୂଷଣ ଏନେଇ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବମାନଙ୍କ ନିକଟକୁ ଚିଠି ଲେଖିଛନ୍ତି। ତେହେ ଏହି ବର୍ଗର ପିଲାମାନଙ୍କୁ କେବଳ କୋର୍ବେଭାକ୍ସ ଟିକା ଦିଆଯିବ।

ଟିକା ନେବା ଲାଗି ଜନ୍ମ ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ। ଉଭୟ ଅନଲାଇନ ଓ ଅଫଲାଇନ ପଞ୍ଜିକରଣ ଜରିଆରେ ଟିକା ଦିଆଯିବ।  ପିଲାମାନଙ୍କୁ  ୨୮ ଦିନ ବ୍ୟବଧାନରେ ଦୁଇ ଡୋଜ ଟିକା ଦିଆଯିବ। ପିଲାମାନଙ୍କ ଏହି ଟିକା ପାଇଁ ଆଜି ସକାଳ ୯ଟାରୁ ଅନଲାଇନ୍ ପଞ୍ଜିକରଣ ଆରମ୍ଭ ହେବ। ଏହାସହିତ ଟିକାକରଣ କେନ୍ଦ୍ରରେ ମଧ୍ୟ ଟିକା ଦେବାର ସୁବିଧା ଉପଲବ୍ଧ ହେବ।

ପିଲାମାନେ ନିଜର ପରିବାର ସଦସ୍ୟଙ୍କ ସହ ଅବା ଭିନ୍ନ ଭାବେ ପଞ୍ଜିକରଣ କରିପାରିବେ। ଆଧାର କାର୍ଡ ନଥିଲେ ପିଲାଙ୍କ ସ୍କୁଲ ଆଇକାର୍ଡରେ ମଧ୍ୟ ପଞ୍ଜିକରଣ କରିହେବ। ଚାରିଜଣିଆ ସଦସ୍ୟ ବିଶିଷ୍ଟ ପରିବାର ଗୋଟିଏ ମୋବାଇଲ ନମ୍ବରରେ ପଞ୍ଜିକରଣ କରିପାରିବେ। ସ୍କୁଲ ଶିକ୍ଷକମାନେ ଏହି ଟିକାକରଣ ଅଭିଯାନରେ ସହଯୋଗ କରିବେ।

ଏହି ବୟସ ବର୍ଗରେ ପ୍ରାୟ ୭ କୋଟି ୧୧ ଲକ୍ଷ ପିଲା ହିତାଧିକାରୀଭାବେ ଅଛନ୍ତି।  ଏହି ଅଭିଯାନ ପାଇଁ ପ୍ରାୟ ୫ କୋଟି ଡୋଜ କେନ୍ଦ୍ରକୁ ଦିଆଯାଇଥିବା ଭ୍ୟାକସିନ୍ ନିର୍ମାଣକାରୀ ସଂସ୍ଥା ବାୟୋଲଜିକାଲ-ଇ ପକ୍ଷରୁ ସୂଚନା ଦିଆଯାଇଛି।

ସେପଟେ ଏହି ବର୍ଗର ରାଜ୍ୟର ପ୍ରାୟ ୧୫.୨୧ଲକ୍ଷ ପିଲା କୋଭିଡ୍ ଟିକା ନେବେ। ଏବେ ରାଜ୍ୟ ସରକାରଙ୍କ ପାଖରେ ୧୫.୪୭ଲକ୍ଷ ଡୋଜ୍ ଟିକା ଉପଲବ୍ଧ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story