କୋଭିଡ୍ ଟିକା: ଅଢ଼େଇ କୋଟି ଡୋଜ୍ ସରିଲା, ଏଣିକି ଦୈନିକ ୪ ଲକ୍ଷ ଟିକା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କୋଭିଡ୍ ତୃତୀୟ ପର୍ଯ୍ୟାୟ ଲହରକୁ ନେଇ ଆଶଙ୍କା ଲାଗି ରହିଥିବାବେଳେ ଏପର୍ଯ୍ୟନ୍ତ ଅଢ଼େଇ କୋଟି ଡୋଜ୍ କୋଭିଡ୍ ଟିକା ପ୍ରଦାନ କରାଯାଇସାରିଛି। ଟିକାକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ନିମନ୍ତେ ରାଜ୍ୟ ସରକାର ଏଣିକି ଦୈନିକ ୪ଲକ୍ଷ ଟିକା ଦେବା ପାଇଁ ଜିଲ୍ଲାୱାରି ଟାର୍ଗେଟ୍ ଧାର୍ଯ୍ୟ କରିଛନ୍ତି। ଡିସେମ୍ବର ମାସ ଶେଷସୁଦ୍ଧା ଟିକାକରଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଏ ସମ୍ପର୍କରେ ସୂଚନା ଦେଇ […]

Vaccine

Vaccine

Ordigital Desk
  • Published: Friday, 10 September 2021
  • Updated: 10 September 2021, 08:22 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କୋଭିଡ୍ ତୃତୀୟ ପର୍ଯ୍ୟାୟ ଲହରକୁ ନେଇ ଆଶଙ୍କା ଲାଗି ରହିଥିବାବେଳେ ଏପର୍ଯ୍ୟନ୍ତ ଅଢ଼େଇ କୋଟି ଡୋଜ୍ କୋଭିଡ୍ ଟିକା ପ୍ରଦାନ କରାଯାଇସାରିଛି। ଟିକାକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ନିମନ୍ତେ ରାଜ୍ୟ ସରକାର ଏଣିକି ଦୈନିକ ୪ଲକ୍ଷ ଟିକା ଦେବା ପାଇଁ ଜିଲ୍ଲାୱାରି ଟାର୍ଗେଟ୍ ଧାର୍ଯ୍ୟ କରିଛନ୍ତି। ଡିସେମ୍ବର ମାସ ଶେଷସୁଦ୍ଧା ଟିକାକରଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି।

ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟବାସୀଙ୍କ ସହଯୋଗରୁ ଏପର୍ଯ୍ୟନ୍ତ ୨କୋଟି ୫୦ଲକ୍ଷ ୧୧ହଜାର ୨୩୩ଟି ଡୋଜ୍ ଟିକାକରଣ ହୋଇସାରିଛି। ସେମାନଙ୍କ ମଧ୍ୟରୁ ୧କୋଟି ୮୮ଲକ୍ଷ ୨୧ହଜାର ୭୨ଜଣଙ୍କୁ ପ୍ରଥମ ଡୋଜ୍ ଦିଆଯାଇଥିବାବେଳେ ୬୧ଲକ୍ଷ ୯୦ହଜାର ୧୬୧ଜଣଙ୍କୁ ଦ୍ୱିତୀୟ ଡୋଜ୍ ଟିକା ନେଇଛନ୍ତି। ରାଜ୍ୟରେ ୮୦୯ଟି ଟିକାକରଣ କେନ୍ଦ୍ରରେ ଟିକା ଦିଆଯାଇଛି । ରାଜ୍ୟରେ ଦୈନିକ ୪ଲକ୍ଷ ଟିକାକରଣ ଧାର୍ଯ୍ୟ ହୋଇଛି। ଡିସେମ୍ବର ସୁଦ୍ଧା ସମ୍ପୂର୍ଣ୍ଣ ଟିକାକରଣ ଲକ୍ଷ୍ୟ ରହିଛି। ଏବେସୁଦ୍ଧା ୬୦% ପ୍ରଥମ ଡୋଜ୍ ଟିକାକରଣ ସରିଛି । କେନ୍ଦ୍ରର ଟିକା ଯୋଗାଣ ଅନୁସାରେ ଟିକାକରଣ ହେଉଛି।

ଆଜି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସମସ୍ତ ଜିଲ୍ଲାପାଳ, ମହାନଗର ନିଗମ କମିଶନର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀମାନଙ୍କୁ ଚିଠି ଲେଖି କୋଭିଡ୍ ଟିକାକରଣର ଦୈନିକ ସଂଶୋଧିତ ଟାର୍ଗେଟ୍ ଧାର୍ଯ୍ୟ କରିଛନ୍ତି। କୋଭିଡ୍ ଟିକା ପାଇଁ ସିରିଞ୍ଜ ଅଭାବକୁ ଦୂର କରିବା ପାଇଁ ଜିଲ୍ଲାପାଳମାନଙ୍କୁ ରାଜ୍ୟ ଔଷଧ ନିଗମରୁ ଏହା ଉଧାର ନେବାକୁ କୁହାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ସିରିଞ୍ଜ ଦେବାପରେ ତାକୁ ଔଷଧ ନିଗମକୁ ପଠାଇବାକୁ ପରାମର୍ଶ ଦିଆଯାଇଛି। ତେଣୁ ଜିଲ୍ଲାସ୍ତରର ସଂଶୋଧିତ ଟାର୍ଗେଟରେ କୋଭିଡ୍ ଟିକାକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନିମନ୍ତେ ପରାମର୍ଶ ଦେଇଛନ୍ତି।

ଦୈନିକ ସଂଶୋଧିତ ଟାର୍ଗେଟ ଅନୁସାରେ, ଗଞ୍ଜାମ ଜିଲ୍ଲାକୁ ସର୍ବାଧିକ ୩୫ହଜାର, ମୟୂରଭଞ୍ଜକୁ ୨୪ହଜାର, ପୁରୀକୁ ୨୬ହଜାର, ସୁନ୍ଦରଗଡ଼କୁ ୨୧ହଜାର, ବାଲେଶ୍ୱରକୁ ୨୫ହଜାର, କଟକ ଜିଲ୍ଲାକୁ ୨୫ହଜାର, ଯାଜପୁରକୁ ୨୦ହଜାର, ବଲାଙ୍ଗିରକୁ ୧୫ହଜାର, ଖୋର୍ଦ୍ଧାକୁ ୧୨ହଜାର ଓ ଭୁବନେଶ୍ୱର ମହାନଗର ନିଗମକୁ ୭ହଜାର ଡୋଜ୍ ଟିକା ଦୈନିକ ପ୍ରଦାନ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story