ମୋର ସରକାରୀ ରିପୋର୍ଟ ଆସିଲା ପଜିଟିଭ୍, ପ୍ରାଇଭେଟରେ ଆସିଲା ନେଗେଟିଭ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନାକୁ ନେଇ ସମସ୍ତେ ଭୟାତୁର ହୋଇ ରହୁଥିବା ବେଳେ ସରକାରୀସ୍ତରରେ ହେଉଥିବା ସ୍ୱାବ ପରୀକ୍ଷାର ରିପୋର୍ଟକୁ ନେଇ ସନ୍ଦେହର ପ୍ରଶ୍ନ ଉଠିଛି। ସାରା ବିଶ୍ୱକୁ ଆତଙ୍କିତ କରି ରଖିଥିବା ଏହି ରୋଗ ସମ୍ବେଦନଶୀଳ ହୋଇଥିବା ବେଳେ ସରକାରୀ ସ୍ତରରେ ହେଉଥିବା ଏହାର ପରୀକ୍ଷାର ସତ୍ୟତାକୁ ନେଇ ଆସିଛି ସାଂଘାତିକ୍‌ ଅଭିଯୋଗ। ଚିନ୍ମୟ ଚାନ୍ଦ ନାମକ ଜଣେ ବ୍ୟକ୍ତି ଅଭିଯୋଗ କରିଛନ୍ତି ଯେ, ସରକାରୀସ୍ତରରେ ମୋର ପଜିଟିଭ୍ ରିପୋର୍ଟ ଆସିଥିଲା ହେଲେ ବେସରକାରୀସ୍ତରରେ ଆସିଛି […]

My-wife

My-wife

Tapas Behera
  • Published: Tuesday, 21 July 2020
  • Updated: 21 July 2020, 06:55 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନାକୁ ନେଇ ସମସ୍ତେ ଭୟାତୁର ହୋଇ ରହୁଥିବା ବେଳେ ସରକାରୀସ୍ତରରେ ହେଉଥିବା ସ୍ୱାବ ପରୀକ୍ଷାର ରିପୋର୍ଟକୁ ନେଇ ସନ୍ଦେହର ପ୍ରଶ୍ନ ଉଠିଛି। ସାରା ବିଶ୍ୱକୁ ଆତଙ୍କିତ କରି ରଖିଥିବା ଏହି ରୋଗ ସମ୍ବେଦନଶୀଳ ହୋଇଥିବା ବେଳେ ସରକାରୀ ସ୍ତରରେ ହେଉଥିବା ଏହାର ପରୀକ୍ଷାର ସତ୍ୟତାକୁ ନେଇ ଆସିଛି ସାଂଘାତିକ୍‌ ଅଭିଯୋଗ। ଚିନ୍ମୟ ଚାନ୍ଦ ନାମକ ଜଣେ ବ୍ୟକ୍ତି ଅଭିଯୋଗ କରିଛନ୍ତି ଯେ, ସରକାରୀସ୍ତରରେ ମୋର ପଜିଟିଭ୍ ରିପୋର୍ଟ ଆସିଥିଲା ହେଲେ ବେସରକାରୀସ୍ତରରେ ଆସିଛି ନେଗେଟିଭ୍‌ ରିପୋର୍ଟ । ଏଥିପାଇଁ ମୁଁ ବହୁ ମାନସିକ ନିର୍ଯାତନା ସହଲିଣି ବୋଲି ସେ କହିଛନ୍ତି।

https://youtu.be/ltcX4ssekxo

ଖଣ୍ଡଗିରିର ରୁଦ୍ର ବିହାରର ୪୨ ବର୍ଷୀୟ ଚିନ୍ମୟ କହିଛନ୍ତି ଯେ, ଗତ ୬ ତାରିଖ ଦିନ ଆମ ଘର ପାଖରେ ଜଣେ ସ୍ତ୍ରୀ ଲୋକ ପଜିଟିଭ ବାହାରିଥିଲେ।  ପରେ ତାଙ୍କୁ ଆସି ହସପିଟାଲ ନେଇଗଲେ। ୬ ତାରିଖ ପରେ ଆମର ଏଠି ୨୩ ନମ୍ବର ୱାର୍ଡ଼ରେ ପ୍ରତ୍ୟେକ ସସ୍ତାହରେ ଟେଷ୍ଟ ହେଉଛି। ତେଣୁ ଆମର ୯ ତାରିଖ ଦିନ ଟେଷ୍ଟ ହେଲା। ଆଖପାଖର ଆମେ ୩୦ ଜଣ ଯାଇ ଟେଷ୍ଟ କରିଲୁ। ମୋ ସ୍ତ୍ରୀ ବି ଯାଇଥିଲେ। ୯ ତାରିଖ ଦିନ ଟେଷ୍ଟ ପରେ ୧୪ ତାରିଖ ଦିନ ଟେଷ୍ଟ ରିପୋର୍ଟ ଆସିଲା। ମୋତେ ଫୋନ୍ କଲେ କହିଲେ ତୁମର ପଜିଟିଭ ଆସିଛି। ହେମନ୍ତ କୁମାର ସାହୁ ଏବଂ ଜଣେ ଡାକ୍ତର ଫୋନ୍ କରି କହିଲେ ତୁମର ପଜିଟିଭ୍ ଆସିଛି।

ରିପୋର୍ଟକୁ ନେଇ ମୋର ସନ୍ଦେହ ହେଲା।  କାରଣ ମୁଁ ୨ ମାସ ହେଲା ଘରେ ଅଛି । କୁଆଡ଼େ ଯାଇନି। ତାପରେ ମୁଁ ଏହାର ଚେକିଂ ପାଇଁ କିମ୍‌ସ ଯାଇଥିଲି। ହେଲେ ରାସ୍ତାରେ ମୋତେ ଜଣେ କହିଲେ କେୟାର ହସପିଟାଲରେ ହେଉଛି। ତେଣୁ ମୁଁ କେୟାର ହସପିଟାଲ ଯାଇଥିଲି। ୨୨୫୦୦ ଟଙ୍କା ଖର୍ଚ୍ଚ କରି ମୁଁ ଟେଷ୍ଟ କଲି। ପରଦିନ ରିପୋର୍ଟ ଆସିଲା ନେଗେଟିଭ୍। ସେମିତି ଆମର ଜଣେ ପଡ଼ିଶା ଘର ଝିଅକୁ ଜେନେକ୍ସରେ ନେଇ ଟେଷ୍ଟ କଲି । ତାଙ୍କର ରିପୋର୍ଟ ମଧ୍ୟ ନେଗେଟିଭ୍ ଆସିଛି।  ଆମକୁ ଏଠି ଲୋକେ ବାଛନ୍ଦ କରିଦେଲେ। ଆମେ ଖାଇବାକୁ ପାଇଲୁନି। ମୋ ସ୍ତ୍ରୀ ଘରେ ପଶେଇଲାନି। ମୁଁ ଯାଇକି ଛାତ ଉପରେ ଶୋଇଲି। ଦୁଇ ଦିନ ମୁଁ ଛାତ ଉପରେ ଶୋଇଲି। ଦୋକାନୀ ସଉଦା ଦେଲେନି।  ମୁଁ ବହୁତ ମାନସିକ ନିର୍ଯତନା ସହିଲି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story