କନ୍‌ଷ୍ଟେବଲ୍‌ଙ୍କୁ ଚୋଟ ଦେଇ ଚମ୍ପଟ ଗୋରୁ ଦଲାଲ

ଜଳେଶ୍ୱର (ଅଜିତ ଦାସ): କନ୍‌ଷ୍ଟେବଲ୍‌ଙ୍କୁ ଭୁଜାଲିରେ ଆକ୍ରମଣ କରି ଚମ୍ପଟ ମାରିଲେ ଗୋରୁ ଚାଲାଣ କରୁଥିବା ଦଲାଲ ଓ ଗାଡ଼ି ଚାଳକ। ଏପରି ଘଟଣା ବାଲେଶ୍ୱର ଜିଲ୍ଲାରେ ଘଟିଛି। ହେଲେ ଏପର୍ଯ୍ୟନ୍ତ ଆକ୍ରମଣ କରିଥିବା ଦଲାଲ ଓ ଗାଡ଼ି ଚାଳକକୁ ପୁଲିସ୍‌ ଧରି ପାରିନାହିଁ। ପୁଲିସର କୋହଳ ମନୋଭାବ ଓ ଢ଼ିଲା ସୁରକ୍ଷା ବ୍ୟବସ୍ଥା ଯୋଗୁ ୬୦ ନମ୍ୱର ରାଜପଥରେ ଏପରି ଘଟୁଥିବା ଆଲୋଚନା ହେଉଛି। ଗୁରୁବାର ବିଳମ୍ୱିତ ରାତିରେ ଏକ ଟାଟା ଏସିରେ ବେଆଇନ୍‌ ଭାବେ […]

Balasore

Balasore

Manoranjan Sial
  • Published: Friday, 01 July 2022
  • Updated: 01 July 2022, 03:32 PM IST

ଜଳେଶ୍ୱର (ଅଜିତ ଦାସ): କନ୍‌ଷ୍ଟେବଲ୍‌ଙ୍କୁ ଭୁଜାଲିରେ ଆକ୍ରମଣ କରି ଚମ୍ପଟ ମାରିଲେ ଗୋରୁ ଚାଲାଣ କରୁଥିବା ଦଲାଲ ଓ ଗାଡ଼ି ଚାଳକ। ଏପରି ଘଟଣା ବାଲେଶ୍ୱର ଜିଲ୍ଲାରେ ଘଟିଛି। ହେଲେ ଏପର୍ଯ୍ୟନ୍ତ ଆକ୍ରମଣ କରିଥିବା ଦଲାଲ ଓ ଗାଡ଼ି ଚାଳକକୁ ପୁଲିସ୍‌ ଧରି ପାରିନାହିଁ। ପୁଲିସର କୋହଳ ମନୋଭାବ ଓ ଢ଼ିଲା ସୁରକ୍ଷା ବ୍ୟବସ୍ଥା ଯୋଗୁ ୬୦ ନମ୍ୱର ରାଜପଥରେ ଏପରି ଘଟୁଥିବା ଆଲୋଚନା ହେଉଛି।

ଗୁରୁବାର ବିଳମ୍ୱିତ ରାତିରେ ଏକ ଟାଟା ଏସିରେ ବେଆଇନ୍‌ ଭାବେ ଗୋରୁ ଚାଲାଣ ହେଉଥିଲା। ଏ ସମ୍ପର୍କରେ ଖବର ପାଇ ସ୍ଥାନୀୟ କିଛି ଯୁବକ ଗାଡ଼ିକୁ ଅଟକାଇ ଅମର୍ଦ୍ଦାରୋଡ଼ ଫାଣ୍ଡିକୁ ଖବର ଦେଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିରୁ ଗୋରୁଙ୍କୁ ଉଦ୍ଧାର କରି ଗୋ’ଶାଳାରେ ଛାଡ଼ିବା ପାଇଁ ଯୋଜନା କରିଥିଲା। ପୁଲିସ ଅନ୍ୟ କୌଣସି ଗାଡ଼ି ବା ଡ୍ରାଇଭର ମାଧ୍ୟମରେ ଜବତ କରିଥିବା ଗୋ’ବୋଝେଇ ଟାଟା ଏସିକୁ ବାଲେଶ୍ୱର ଗୋ’ଶାଳା ପଠାଇ ନଥିଲା। କନ୍‌ଷ୍ଟେବଲ ରମେଶ ଚନ୍ଦ୍ର ଦାସଙ୍କ ମାଧ୍ୟମରେ ଗୋରୁ ଚାଲାଣ ହେଉଥିବା ଗାଡ଼ିରେ ଦଲାଲଙ୍କୁ ବସାଇ ଗୋ’ ଶାଳାକୁ ପଠାଇଥିଲା ବସ୍ତା ଫାଣ୍ଡି ପୁଲିସ୍‌।

ରାତିରେ ବାଲେଶ୍ୱର ଗୋ’ଶାଳାରେ ଗୋରୁ ଛାଡ଼ି ଥିଲେ। ଭୋର ପ୍ରାୟ ୪ରୁ ୫ଟା ହେବ। ଗୋରୁ ଚାଲାଣ କରୁଥିବା ଦଲାଲ ଓ ଗାଡ଼ି ଡ୍ରାଇଭର କନ୍‌ଷ୍ଟେବଳ ଶ୍ରୀ ଦାସଙ୍କୁ ଗାଡ଼ିରେ ବସାଇ ଫେରୁଥିବା ବେଳେ ଭୁଜାଲିଆରେ ଆକ୍ରମଣ କରିଥିଲେ। ଜୀବନ ବିକଳରେ ଶ୍ରୀ ଦାସ ଗାଡ଼ିରୁ ଡେଇଁ ପଡ଼ିଥିଲେ। ସେ ଜାତୀୟ ରାଜପଥର ହଳଦୀପଦା ପାଖରେ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିଲେ। ଆଜି ସକାଳେ ସ୍ଥାନୀୟ ଲୋକେ ତାଙ୍କୁ ଦେଖି ବସ୍ତା ଫାଣ୍ଡିକୁ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ବସ୍ତା ମେଡ଼ିକାଲ୍‌ରେ ଭର୍ତ୍ତି କରିଛି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗ ଜନକ ରହିଛି। ଅନ୍ୟପକ୍ଷରେ ଗୋରୁ ଦଲାଲ ଓ ଗାଡ଼ି ଡ୍ରାଇଭର ଚମ୍ପଟ ମାରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story