ଭୁବନେଶ୍ୱର: ରାଜଧାନୀରେ ଶତାଧତ୍କ ଲୋକଙ୍କୁ ଜମି ଠକେଇ ଅଭିଯୋଗରେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା EOW କ୍ରିଏଟିଭ୍ ଆସେଟ୍ ଡେଭଲପର୍ସ ଏମ୍ଡି ସନ୍ତୋଷ ଜେନାଙ୍କୁ ଗିରଫ କରିଛି। ଖଣ୍ଡଗିରି ଅଞ୍ଚଳରୁ ସନ୍ତୋଷଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି। ଏନେଇ ସ୍ପେଶାଲ ଡିଜି କ୍ରାଇମ ବିଜୟ କୁମାର ଶର୍ମା ଟ୍ୱିଟ୍ କରି ସୂଚନା ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।