ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ କାଳିଆ ଆହତ

Ordigital Desk
  • Published: Wednesday, 12 July 2017
  • , Updated: 12 July 2017, 11:37 AM IST
<p>ପୁରୀ: ପୁରୀ ଜିଲ୍ଲା ଗୋପ୍ ଛଇତନା ନିକଟରେ ପୋଲିସ୍ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ କାଳିଆ ମୁଦୁଲି ଆହତ ହୋଇଛି। କାଳିଆର ଡାହାଣ ଗୋଡ଼ରେ ଗୁଳି ବାଜିଛି।&nbsp; ତାକୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।</p> <p>କାଳିଆ ନାଁରେ ବହୁ ଅପରାଧିକ ମାମଲା ରହିଛି। ପୁରୀରେ ବିଭିନ୍ନ ସ୍ଥାନରେ ବୋମାମାଡ଼ ଘଟଣା ସହ ଅନ୍ୟାନ୍ୟ ମାମଲାରେ କାଳିଆ ଅଭିଯୁକ୍ତ ଥିବା ପୋଲିସ୍ କହିଛି।</p>

Related story