ହାତ, ଗୋଡ଼ ଖାଇଗଲା କୁମ୍ଭୀର

ଭଦ୍ରକ(ପାର୍ଥସାରଥୀ ନାୟକ): ମାଛ ଖାଇବାକୁ ମନ ବଳିଥିଲା। ସେଥିନିମନ୍ତେ ନଦୀକୁ ମାଛ ଧରିବାକୁ ଯାଇଥିଲେ। ହେଲେ ନଦୀ କୂଳରେ ଛକି ବସିଥିବା କୁମ୍ଭୀର ମାଛ ଧରିବାକୁ ଯାଇଥିବା ବ୍ୟକ୍ତିଙ୍କୁ ଖାଇଯାଇଛି। ଭଦ୍ରକ ଜିଲ୍ଲା ତିହିଡ଼ିର କାଁପଡ଼ା ବରଣାକୂଳ ଗ୍ରାମରେ ଏହି ଘଟଣା ଘଟିଛି। ବହୁ ଖୋଜାଖଜି ପରେ ଅଗ୍ନିଶମ ବାହିନୀ ନଦୀରୁ ମୃତଦେହ ପାଇଛି। ହେଲେ ସେତେବେଳକୁ କୁମ୍ଭୀର ଏହି ବ୍ୟକ୍ତିଙ୍କ ଡାହାଣ ହାତ ଓ ଡାହାଣ ଗୋଡ଼କୁ ସମ୍ପୂର୍ଣ୍ଣ ଖାଇଯାଇଛି। ମୃତ ବ୍ୟକ୍ତି ଜଣକ ହେଲେ ବରଣାକୂଳ […]

Crocodile

Crocodile

Niranjan Mishra
  • Published: Sunday, 10 July 2022
  • Updated: 10 July 2022, 09:35 PM IST

Sports

Latest News

ଭଦ୍ରକ(ପାର୍ଥସାରଥୀ ନାୟକ): ମାଛ ଖାଇବାକୁ ମନ ବଳିଥିଲା। ସେଥିନିମନ୍ତେ ନଦୀକୁ ମାଛ ଧରିବାକୁ ଯାଇଥିଲେ। ହେଲେ ନଦୀ କୂଳରେ ଛକି ବସିଥିବା କୁମ୍ଭୀର ମାଛ ଧରିବାକୁ ଯାଇଥିବା ବ୍ୟକ୍ତିଙ୍କୁ ଖାଇଯାଇଛି। ଭଦ୍ରକ ଜିଲ୍ଲା ତିହିଡ଼ିର କାଁପଡ଼ା ବରଣାକୂଳ ଗ୍ରାମରେ ଏହି ଘଟଣା ଘଟିଛି। ବହୁ ଖୋଜାଖଜି ପରେ ଅଗ୍ନିଶମ ବାହିନୀ ନଦୀରୁ ମୃତଦେହ ପାଇଛି। ହେଲେ ସେତେବେଳକୁ କୁମ୍ଭୀର ଏହି ବ୍ୟକ୍ତିଙ୍କ ଡାହାଣ ହାତ ଓ ଡାହାଣ ଗୋଡ଼କୁ ସମ୍ପୂର୍ଣ୍ଣ ଖାଇଯାଇଛି। ମୃତ ବ୍ୟକ୍ତି ଜଣକ ହେଲେ ବରଣାକୂଳ ଗାଁର ବୁଦ୍ଧିରାମ ମଳିକ।

ସେ ହୀରାଘାଇ ନଦୀକୁ ମାଛ ଧରିବାକୁ ଯାଇଥିବାବେଳେ କୁମ୍ଭୀର ଟାଣି ନେଇଥିଲା। ଗତ ସଂଧ୍ୟାରେ ବୁଦ୍ଧିରାମ ତାଙ୍କ ସାଙ୍ଗଙ୍କ ସହ ନଦୀରେ ଜାଲ ପକାଇ ମାଛ ଧରିବାକୁ ଯାଇଥିଲେ। ଏତିକିବେଳେ ତାଙ୍କୁ କୁମ୍ଭୀର ଟାଣି ନେଇଥିଲା। ଏନେଇ ତାଙ୍କ ସାଙ୍ଗରେ ଯାଇଥିବା ଲୋକ ଜଣକ ଗାଁ ଲୋକ, ବନ ବିଭାଗ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ବହୁ ସମୟ ଧରି ଖୋଜାଖୋଜି କରିବା ପରେ କୁମ୍ଭୀର ମୁହଁରୁ ବୁଦ୍ଧିରାମଙ୍କୁ ଖୋଜି ବାହାର କରିଥିଲା।

ତେବେ ସେତେବେଳକୁ କୁମ୍ଭୀର ଆକ୍ରମଣରେ ବୁଦ୍ଧିରାମଙ୍କ ମୃତ୍ୟୁ ହୋଇଯାଇଥିଲା। ଏହି ଘଟଣାକୁ ନେଇ ଗାଁରେ ଭୟର ବାତାବରଣ ଦେଖାଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story